viral ଭିଡ଼ିଓ-ଭାଇରାଲ ହେଉଛି ଜଣେ ଆଦିବାସୀ ବୃଦ୍ଧ ମହିଳାଙ୍କ ଗାଳି କରୁଥିବାର ଭିଡିଓ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ସୋସିଆଲ ମିଡିଆରେ ଏବେ ଖୁବ୍ ଜୋର୍ ସୋର୍ ଭାଇରାଲ ହେଉଛି ଏକ ଭିଡିଓ। ଯାହାକୁ ଶୁଣି ହସି ହସି ବେଦମ୍ ହୋଇଯାଉଛନ୍ତି ଲୋକ ମାନେ। ବର୍ତ୍ତମାନ ସମୟରେ ଜଣେ ଆଦିବାସୀ ବୃଦ୍ଧ ମହିଳାଙ୍କ ଗାଳି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବୃଦ୍ଧ ମହିଳା ଜଣକ ରାଗିଯାଇ ଖୁବ୍ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଥିବାର ନଜର ଆସୁଛନ୍ତି। ତାଙ୍କୁ ଦେଖିଲେ ଲାଗୁଛି ବୟସ ପ୍ରାୟ ୭୦ରୁ ଉର୍ଦ୍ଧ୍ବ।
ଚୁଟି ସବୁ ପାଚି ଧୋବ ଫରଫର ହୋଇଗଲାଣି, ଦୁଡୁଧୁଡ଼ିଆ ଚର୍ମ ସାଙ୍ଗକୁ ଜରାଜୀର୍ଣ୍ଣ ଅବସ୍ଥା ହେଲେ ସିଏ ଯେଉଁ ଭଳି ଢଙ୍ଗରେ ଗାଳି ଗୁଲଜ କରୁଛନ୍ତି ତାହା ଶୁଣିଲେ ମୁଣ୍ଡ ଖରାପ ହୋଇଯିବ। ବୁଢ଼ୀ ଜଣକ ରାଗ ତମ ତମ ହୋଇ ଆଉ ଜଣେ ଲୋକକୁ ଖୁବ୍ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛି ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ନିଆଁ ପରି ମାଡ଼ି ଚାଲିଛି।
ଭିଡିଓରେ ଦେଖିବା ପାଇଁ ମିଳିଛି ବୁଢ଼ୀଟି ତାର ଲୁଗା ସଫା କରିବା ପାଇଁ ପାଣି ଆଣୁଛି ସେତିକି ବେଳେ ପାଖରେ ଥିବା ଜଣେ ବ୍ୟକ୍ତି ବୁଢ଼ୀକୁ କହୁଛି ତୁ ନିଜେ ଚିନ୍ତା କର ତୁ କଣ କଣ କୀର୍ତ୍ତି କରୁଛୁ। ଏତିକି ଶୁଣିବା ପରେ ବୁଢ଼ୀଟି ଖୁବ୍ ଜୋରରେ ରାଗି ଯାଇ କହୁଛି ମୁଁ ବାଳ କୀର୍ତ୍ତି କରୁଥିଲି ତୁ ଦେଖିଥିଲୁ।
ତା ପରେ ବ୍ୟକ୍ତି ଜଣକ କହୁଛନ୍ତି ତୁ ଯେଉଁ କୀର୍ତ୍ତି କରୁଛୁ ତାହା ସବୁ ଟିଭିରେ ଦେଖାଉଛି। ତୁ ଏମିତି କି କୀର୍ତ୍ତି କରିଛୁ କି ଟିଭି ବାଲା କେମିତି ଜାଣିଲ ଟିଭିରେ ଦେଖାଉଛି। ତା ପରେ ବୁଢ଼ୀ କହୁଛି ତୁ ଆଉ ଛଟକ ଦେଖନି ଗାଧୋଇ ପାଧୋଇ ତତେ ଜୁହାର ହଉଚି ତୁ ଏଠାରୁ ପାଲେଇଯା।
କିନ୍ତୁ ବ୍ୟକ୍ତି ଜଣକ ବୁଢ଼ୀକୁ ବହୁତ ଚିଡ଼ାଇବା ପାଇଁ ଚେଷ୍ଟା କରି ଚାଲିଛି। ବୁଢ଼ୀଟି ମଧ୍ୟ ରାଗରେ ତମ ତମ ହୋଇ ଖୁବ୍ ଅଶ୍ଳୀଳ ଗାଳି ଗୁଲଜ କରୁଛି ତଥାପି ବ୍ୟକ୍ତି ଜଣକ ବୁଢ଼ୀକି ରଗାଇ ଚାଲିଛି। ବୁଢ଼ୀ କହୁଛି ସିଏ ତୋର ଗାଣ୍ଡୀ ମାରୁଥିଲା।
ତୋର କଣ ଗଲା ସିଏ କଣ ତ ଗାଣ୍ଡୀ ମାରିଦେଲା। ବୁଢ଼ୀ ଏତେ ଜୋରରେ ରାଗି ଯାଇଥିଲା ଯେ ବ୍ୟକ୍ତି ଜଣକୁ ମାରିବା ପାଇଁ ବି ଆଗେଇ ଆସୁଛି ଓ ଖୁବ୍ ଅଭଦ୍ର ଭାଷା ପ୍ରୟାଗ କରି ଗାଳି ଗୁଲଜ କରୁଛି।
ବୁଢ଼ୀର ଏହି ଗାଳି କରୁଥିବାର ଭିଡିଓ ଏବେ ତୀବ୍ର ବେଗରେ ମାତିବାକୁ ଲାଗିଛି। ବୁଢ଼ୀର ଗାଳି ଶୁଣିଲା ପରେ ଯେତିକି ହସ ଲାଗୁଛି ସେତିକି ଲଜ୍ୟା ମଧ୍ୟ ଅନୁଭବ ହେଉଛି। ତେବେ ବୁଦ୍ଧ ମହିଳାଙ୍କ ଏପରି ଗାଳି ଦେଉଥିବା ଭିଡିଓ ସାମ୍ନାକୁ ଆସିଲା ପରେ କିଛି ଲୋକେ ଏହାର ମଜା ନେଉଛନ୍ତି। କାରଣ ବୁଢ଼ୀଟି ଯେଉଁ ଭଳି ଢଙ୍ଗରେ ଗାଳି ଗୁଲଜ କରୁଛି ତାହା ଦେଖିବା ପରେ ଖୁବ୍ ହସ ଲାଗୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।