viral ଭିଡ଼ିଓ – OMG ! ଭାଇରାଲ ହେଉଛି ରମ୍ୟାନଞ୍ଜଳି ପ୍ରିୟଦର୍ଶିନୀଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ କୁ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଭାଇରାଲ ହେଉଛି ଓଡ଼ିଆ ଗୀତ ‘ତୋର ଲକ୍ଷେ ଟଙ୍କିଆ ହସ ମତେ କରିଦେଲା କରିଦେଲା ବେହୋସ। ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ସାଢେ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଦେଖି ସାରିଲେଣି। ଏହି ଗୀତରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ଅଭିଜିତ ମହାନ୍ତି ଏବଂ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ଏହି ଗୀତରେ ଅଭିନୟ କରିଛନ୍ତି ଆଲବମ ହିରୋ ଅଭିସେକ ପଣ୍ଡା ଏବଂ ପାୟଲ ରାଉତରାୟ।

ବର୍ତ୍ତମାନ ସମୟରେ ଏହି ଓଡ଼ିଆ ଆଲବମ ସଙ୍ଗ ସବୁ ଦର୍ଶକ ମାନଙ୍କ ମନକୁ ଛୁଇଁବାରେ ଲାଗିଛି। ଏହି ଗୀତକୁ ଦର୍ଶକ ମାନେ ବହୁତ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ଏହି ଓଡ଼ିଆ ଗୀତରେ ଛୋଟ ବଡ ୟୁଜର୍ସ ମାନେ ରିଲସ୍ ଭିଡିଓ ଆଦି କରି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଫେସ ବୁକ୍ ଷ୍ଟୋରୀ ଠାରୁ ଆରମ୍ଭ କରି ହ୍ୱାଟସଅଫ ଷ୍ଟାଟସ୍ ପର୍ଯ୍ୟନ୍ତ ଏହି ଗୀତକୁ ସେୟାର କରୁଛନ୍ତି ୟୁଜର୍ସ ମାନେ।

 ତେବେ ବର୍ତ୍ତମାନ ସମୟରେ ଏହି ଓଡ଼ିଆ ଗୀତରେ ରିଲସ୍ ଭିଡିଓ କରି ଚର୍ଚ୍ଚାରେ ରହିଛନ୍ତି ଜଣେ ଓଡ଼ିଆ ଝିଅ। ତେବେ ଝିଅ ଜଣକ ହେଉଛନ୍ତି ରମ୍ୟାନଞ୍ଜଳି ପ୍ରିୟଦର୍ଶିନୀ। ଏହି ଗୀତରେ ସେ ଜବରଦସ୍ତ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି। ଅତି ସୁନ୍ଦର୍ ଅଭିନୟ ସାଙ୍ଗକୁ ସୁନ୍ଦର ଏକ୍ସପ୍ରେସନ ଦେଉଛନ୍ତି ରମ୍ୟାନଞ୍ଜଳି।

ଦର୍ଶକ ମାନେ ରମ୍ୟାନଞ୍ଜଳିଙ୍କ ଏହି ଭିଡିଓକୁ ବହୁତ ଭଲ ପାଇବା ଦେଉଛନ୍ତି। ରମ୍ୟାନଞ୍ଜଳି ଏହି ଭିଡିଓକୁ ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ସେୟାର କରିଥିଲେ। ଏହା ପରେ ଏହି ଭିଡିଓ ଖୁବ୍ ଜୋରସୋର୍ ଭାଇରାଲ ହେବାରେ ଲାଗିଛି।

ତେବେ ରମ୍ୟାନଞ୍ଜଳି ପ୍ରିୟଦର୍ଶିନୀଙ୍କ ଏକ ଇନଷ୍ଟାଗ୍ରାମ ପେଜ ରହିଛି। ଇନଷ୍ଟାଗ୍ରାମ ରେ ତାଙ୍କର ୬ ଲକ୍ଷ ୬୪ ହଜାର ଉର୍ଦ୍ଧ୍ବ ଫୋଲର ରହିଛନ୍ତି। ତାଙ୍କର ପ୍ରତ୍ୟେକ ଭିଡିଓକୁ ଲକ୍ଷ ଲକ୍ଷ ଦର୍ଶକ ଦେଖି ଥାଆନ୍ତି। ରମ୍ୟାନଞ୍ଜଳିଙ୍କ ପ୍ରତ୍ୟେକ ରିଲସ୍ ଭିଡିଓ କୁ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି।ତେବେ ବର୍ତ୍ତମାନ ସମୟରେ ରମ୍ୟାନଞ୍ଜଳି ପ୍ରିୟଦର୍ଶିନୀଙ୍କ ଏହି ‘ଲକ୍ଷେ ଟଙ୍କିଆ ହସ’ ଗୀତରେ ରିଲସ୍ ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି।

ଦର୍ଶକ ମାନେ ତାଙ୍କର ଏହି ରିଲସ୍ ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି। ତେବେ କେବଳ ରମ୍ୟାନଞ୍ଜଳି ନୁହଁନ୍ତି ବହୁତ ୟୁଜର୍ସ ମାନେ ଏହି ଗୀତରେ ଭିଡିଓ କରି ନିଜ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରୁଛନ୍ତି। ତେବେ ରମ୍ୟାନଞ୍ଜଳିଙ୍କ ଏହି ରିଲସ୍ ଭିଡିଓକୁ ଦର୍ଶକ ମାନେ ଅଧିକ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।

ତେବେ ଆଜିର ଏ ଆଧୁନିକ ଯୁଗରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସାମାଜିକ ଗଣ ମାଧ୍ୟମ ଏକ ମୁଖ୍ୟ ଭୂମିକା ନିର୍ବାହ କରୁଛୁ। ନିଜ ଭିତରେ ଲୁଚି ରହିଥିବା ପ୍ରତିଭା ଗୁଡିକ ସବୁ ସୋସିଆଲ ମିଡିଆରେ ସାହାଯ୍ୟରେ ଛୋଟ ଛୋଟ ଭିଡିଓ ମାଧ୍ୟମରେ ଲୋକ ଲଚୋନକୁ ଆସି ପାରୁଛି। ଏହା ଦ୍ବାରା କିଛି ୟୁଜର୍ସ ଫେମସ ହେବା ସହ ରୋଜଗାର କ୍ଷମ ମଧ୍ୟ ହୋଇ ପାରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।