viral ଭିଡ଼ିଓ- ଭାଇରାଲ ହେଉଛି ରାନୁ ମଣ୍ଡଳ ଙ୍କ ମୁହଁରେ,”କଚା ବାଦାମ” ସଂଗୀତ……ଏହି ଗୀତ ଟିକୁ ରାନୁ ଗାନକରି ସମସ୍ତ ଙ୍କର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି….. ତେବେ ଭାଇରଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ…

ବନ୍ଧୁଗଣ ଆପଣ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ “କଚା ବାଦାମ” ଗୀତ ଟିକୁ ନେଇ ବହୁତ ଚର୍ଚ୍ଚା ରହିଛି, ଏହି ଗୀତ ଟିକୁ ନେଇ ପ୍ରାୟ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି।। ତେବେ ଏହି ଭାଇରଲ ଗୀତ ଟିକୁ ନେଇ ବର୍ତ୍ତମାନ ଭିନ୍ନ ଭିନ୍ନ କଳାକାର ମାନେ କମେଡ଼ି ଭିଡିଓ ବନାଇବା ରେ ଲାଗିଛନ୍ତି। ଆଉ ଯାହାର ରିମିକ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହଲଚଲ ମଚାଇବା ର ଦେଖିବାକୁ ମିଳିଛି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହି କଚା ବାଦାମ ଗୀତ ଟି ପଶ୍ଚିମବଙ୍ଗ ର ଜଣେ ବାଦାମ ବିକାଳୀ ନିଜ ବାଦାମ ବିକ୍ରି କରିବା ପାଇଁ ଏହି ଗୀତ ଟିକୁ ଗାଇଥିଲେ।

ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖୁଥିବେ କି, ଏହି ସଂଗୀତ ଟିକୁ କେହି କେହି ଡ୍ୟାନ୍ସ କରୁଛନ୍ତି ତ କିଏ ପୁଣି ନିଜ ଭାଷା ରେ ଏହାକୁ ଗାଉଛନ୍ତି। ତେବେ ଏହି ଦୌଡ଼ ରେ ବର୍ତ୍ତମାନ ଆମ ବିବାଦୀୟ ତଥା ରାତି ଷ୍ଟାର ହୋଇଥିବା ଗାୟିକା ରାନୁ ମଣ୍ଡଳ ମଧ୍ୟ ଭାଗ ନେଇଥିବା ର ଦେଖାଯାଉଛନ୍ତି।

ଏହାର ଅର୍ଥ ଏହା କି ଯେ, ବର୍ତ୍ତମାନ ରାନୁ ମଣ୍ଡଳ ନିଜ କଣ୍ଠ ରେ ଏହ ଗୀତ ଟିକୁ ଗାଇ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ।

ତେବେ ସେ ଭୁବନା ଙ୍କର ଏହି “କଚା ବାଦାମ” ଗୀତ ଟି ଗାଇବାରେ ନଜର ଆସିଛନ୍ତି ଯାହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି। ତେବେ ଏହି ଭାଇରଲ ଭିଡ଼ିଓ ଟିକୁ ଦେଖି ଆପଣ ନିଜର ମତ ଦେଇପାରିବେ।

 

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି କି ରାନୁ ମଣ୍ଡଳ ଜଣେ ଗରିବ ଲୋକ ଥିଲେ ଯିଏକି ଷ୍ଟେସନ ରେ ଭିକ୍ଷା ବୃତ୍ତି କରି ବଞ୍ଚୁଥିଲେ। ତେବେ ଭିକ୍ଷା ବୃତ୍ତି କରିବା ପାଇଁ ସେ ଗୀତ ଗାଉଥିଲେ।

କିନ୍ତୁ ତାଙ୍କର କଣ୍ଠ ସ୍ୱର ବହୁତ ଆକର୍ଷଣୀୟ ଓ ମଧୁର ଥିଲା ଯାହାକୁ କେହି ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ଭାଇରଲ କରିବା ପରେ, ସେ ରାତା ରାତି ଜଣେ ଭିକାରୀ ରୁ ଷ୍ଟାର ବନିଗଲେ। ବଲିଉଡ ର ଗାୟକ ହୀମେଶ ରସମେୟା ତାଙ୍କୁ ନିଜ ଗୀତ ଗାଇବାକୁ ଅଫର ଦେଇଥିଲେ ।

ଆଉ ତା ପରେ ସେ ବହୁତ ପ୍ରସିଦ୍ଧ ହୋଇଗଲେ। ଆଉ ତାଙ୍କର ପ୍ରଥମ ଗୀତ ତେରୀ ମେରି ମେରି ତେରୀ ଗୀତ ଟି ମଧ୍ୟ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ।ଆଉ ଏହି ଗୀତ ପାଇଁ ସେ ସାରା ଇନ୍ଦ୍ରଷ୍ଟ୍ରି ରେ ପ୍ରସିଦ୍ଧ ହୋଇଯାଇଥିଲେ।

ମାତ୍ର ପରେ ତାଙ୍କର ବ୍ୟବହାର ରେ ବହୁତ ପରିବର୍ତ୍ତନ ଦେଖାଯାଇଥିଲା। ସେଷ୍ଟାର ହେବା ପରେ ସାଧାରଣ ଲୋକଙ୍କୁ ଠିକ ଭାବରେ ବ୍ୟବହାର ଦେଖାଇଲେ ।ତେଣୁ ଲୋକମାନେ ତାଙ୍କୁ ନିନ୍ଦା କରିବା ଆରମ୍ଭ କରିଥିଲେ। ଆଉ ତାଙ୍କର ଲୋକପ୍ରିୟତା କମିଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।