viral ଭିଡ଼ିଓ-ଭାଇରାଲ ହେଉଛି ଗାର୍ଲ୍ ଫ୍ରେଣ୍ଡ୍ ଜସମିନଙ୍କ ପାଇଁ ଅଭିଜିତଙ୍କ ଶେଷ ଚାଟିଙ୍ଗ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ପୁଣିଥରେ ପ୍ରେମର ପ୍ରତାରଣାର ଶିକାର ହୋଇଛନ୍ତି ଜଣେ ଯୁବକ। ନିଜ ପ୍ରେମରେ ହାରିଯାଇ ମୃତ୍ୟୁର ରାସ୍ତାକୁ ବାଛି ନେଇଛନ୍ତି ଯୁବକ। ଗତ କିଛି ଦିନ ଧରି ମଡେଲ ତଥା ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲା ଜୋର୍ ଧରିଥିବା ବେଳେ ପୁଣିଥରେ ପ୍ରେମରେ ହାରି ଯାଇଥିବା ଏକ ଯୁବକଙ୍କ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅଭିଜିତ ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଜସମିନଙ୍କ ପାଇଁ ଏକ ଶେଷ ମେସେଜ ଛାଡି ଯାଇଛନ୍ତି ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି।

ଅଭିଜିତ ତାଙ୍କ ଭଲ ପାଇବାର ଶେଷ ପ୍ରମାଣ ଭାବେ ଏକ ମେସଜ୍ ଛାଡି ଯାଇଛନ୍ତି। ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଜାସମିନଙ୍କ ପାଇଁ ଶେଷ ଚାଟିଙ୍ଗରେ ଲେଖିଥିଲେ,” ମୋ ଭଲ ପାଇବାର ଏଇଟା ଲାଷ୍ଟ ପ୍ରୁଫ। ସବୁଦିନ ମରିବା ଅପେକ୍ଷା ଡିସାଇଡ୍ କଲି ଯେ ସବୁ ଦିନ ପାଇଁ ମରିଯିବି, ଖୁସିରେ ରହୁ ମୋ ଜସମିନ କହିଦେବ ମା।”

“ବାସ ମୁଁ ୱେଟ୍ କରିଥିଲି ଯେ କେବେ ମୋ ହାତ ପ୍ଲାଷ୍ଟର କେବେ ଖୋଲା ହେବା, କିନ୍ତୁ କାଲି ଖୋଲା ହେବ। ମୁଁ ବଞ୍ଚିନି ମୁଁ ମରିଯାଇଛି ତା ବିନା।ମୋ ସହିତ କିଛି ଭଲ କଲେଣି ଯଦି କେବେ ଲାଇଫରେ ଭାବିବେ ଯେ ଆପଣ ସତରେ ଭୁଲ କରିଛନ୍ତି ମୋ ମାଙ୍କୁ ଗୋଟିଏ କଲ୍ କରିଦେବ।”

” ମୁଁ ମୋର ସବୁ କିଛି କରି ସାରିଲିଣି ବାସ ୩ ରୁ ୪ ଦିନକୁ ୱେଟ କରିଛି। ଆଉ ଓନଲି ଆପଣଙ୍କ ଜ୍ୱାଇଁକୁ କହିଛି ଜସମିନ ମୁଁ ଖୁସିରେ ରହିବୁ, କିନ୍ତୁ ରଖିପାରିଲିନି କି ରହିପାରିଲିନି ଆଉ ସେଥି ପାଇଁ ଏହି ଭୁଲ ଷ୍ଟେପ୍ ନେଉଛି। ଲାଷ୍ଟ୍ ପ୍ରୁଫ ଦେବାକୁ ପଡ଼ିଲା ଏଇଟା ଯେ ମୁଁ ମଲେ କେହି ବିଲିଭି କରିବେନି ଯେ, ମୁଁ କେତେ ଭଲ ପାଉଥିଲି ତାକୁ। ବାୟ ଫର୍ ଏଭର୍ ”


” ଅଙ୍କଲଙ୍କୁ ମୋ ତରଫରୁ ସ କହିଦେବ କାରଣ ଛୋଟବେଳୁ ମୋ ବାପା ନାହାଁନ୍ତି ଆଉ ସେଥି ପାଇଁ ମୁଁ ତାଙ୍କୁ ବାପା ଭାବି ସମ୍ମାନ ଦେଉଥିଲି। ଆଉ ବାବୁକୁ ବି ସରି କହିଦେବ ଆଣ୍ଟି ପ୍ଲିଜ୍ ସ୍ଵାତୀ ସହିତ ମୁଁ ଥରେ ଖାଲି କଥା ହେବି ଖାଲି ଏତିକି କହିବି ହାପ ମ୍ୟାରେଡ ଲାଇଫ।

ସନ୍ଧ୍ୟାରେ କଲ୍ କରିବି ଏତିକି କରି ଦିଅନ୍ତୁ ମୁଁ ଗୋଡ଼ ଧରୁଛି ନହେଲେ ଅଙ୍କଲଙ୍କ ଫୋନକୁ କଲ୍ କରିବନି। ମୁଁ ଚାହୁଁନି ଅଙ୍କଲଙ୍କୁ ଟେନସନ୍ ଦେବା ପାଇଁ। ଏତିକି କହିବି ବାସ ଏବେ ବୁଝୁଛି ସେ ଖୁସିରେ ରହୁ ମୁଁ ଗୋଡ଼ ଧରି କହୁଛି।”

ଅଭିଜିତଙ୍କ ଏ ଶେଷ ଚାଟିଙ୍ଗରୁ ସ୍ପଷ୍ଟ ଭାବରେ ବୁଝା ପଡୁଛି ଯେ ଆଜିକାଲି ଦୁନିଆରେ ଆଉ ସଚ୍ଚା ପ୍ରେମ ଆଉ ଦେଖିବାକୁ ମିଳୁନାହିଁ। ପ୍ରାୟ ସମୟରେ ପ୍ରେମରେ ଧୋକା ଦେଖିବାକୁ ମିଳୁଛି। ସେଥିପାଇଁ ପ୍ରେମରେ ଧୋକା ଖାଇଥିବା ପ୍ରେମର ପ୍ରେମ ପଥିକ ମାନେ କିଛି ଭୁଲ ଷ୍ଟେପ ନେଇଯାଉଛନ୍ତି।

ସ୍ବାର୍ଥନିହିତ ପ୍ରେମ ଓ ଏକପାଖିଆ ପ୍ରେମର କରୁଣ ପରିଣତିରୁ କେତେବେଳେ ଘଟୁଛି ହତ୍ୟାକାଣ୍ଡ ତ କେତେବେଳେ ଆତ୍ମହତ୍ୟା।କିଏ ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା କରୁଛି ତ ଆଉ କିଏ ଜଘନ୍ୟ ହତ୍ୟାକାଣ୍ଡ କରିବାକୁ ପଛାଉ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।