viral ଭିଡ଼ିଓ-ଭାଇରାଲ ହେଉଛି ବାଇକ୍ ସାଇରନରେ ବସ୍ତି ପିଲାର ଅଜବ ଡାନ୍ସ ଷ୍ଟେପ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଆମ ଚାରିପାଖରେ ଘଟୁଥିବା ପ୍ରତ୍ୟେକ ଘଟଣା ଆମ ପାଖରେ ପହଁଞ୍ଚିବା ପାଇଁ ସୋସିଆଲ ମିଡିଆ ଏକ ମାଧ୍ୟମ ପାଲଟି ଯାଇଛି। ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସିବାକୁ ଲାଗୁଛି। ଏହି ସବୁ ଭିଡିଓ ଗୁଡ଼ିକ ପାଇଁ କିଏ ଏଠି ରାତାରାତି ଷ୍ଟାର ପାଲଟି ଯାଇଛି ତ କିଏ ଏଠି ଲୋକମାନଙ୍କ ଥଟ୍ଟା ପରିହାସର ଶିକାର ହେଉଛି।ଏହି ସବୁ ଭିଡିଓ ମଧ୍ୟରୁ କିଛି ଭିଡିଓ ଅଜବ ପ୍ରକାରର ହୋଇଥାଏ ଯାହା ବହୁ ମାତ୍ରାରେ ଭାଇରାଲ ହୋଇଥାଏ। ଯାହାକୁ ଦେଖି ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି ଏବଂ ବହୁତ ସାରା ଲାଇକ କରିଥାନ୍ତି।

ତେବେ ନିକଟରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ଯାହା ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଥିଲା। ଯାହା ଖୁବ୍ ମଜାଳିଆ ଆଉ ଟିକେ ଅଜବ ପ୍ରକାରର ଥିଲା। ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ବହୁତ ଦର୍ଶକ ମାନେ ଏହାକୁ ଦେଖିଥିଲେ ଏବଂ ବହୁତ ଲାଇକ କମେଣ୍ଟ ସେୟାର ମଧ୍ୟ କରିଥିଲେ।

ଭିଡିଓରେ ଏକ ଛୋଟ ପିଲାଟିର ମଜାଳିଆ ହରକତ ଦେଖିବାକୁ ମିଳି ଥିଲା। ପିଲାଟି ଅତି ମଜାଳିଆ ଢଙ୍ଗରେ ଡାନ୍ସ କରୁଥିଲା।ଯାହା ଟିକେ ଅଜବ ଧରଣର ଥିଲା।

ସାଧାରଣତଃ ଦେଖାଯାଏ କିଛି ଲୋକେ ଘର ଆଗରେ ବାଇକ୍ ପାର୍କିଂ କରି ଚାଲି ଯାଆନ୍ତି।ଆଉ କିଛି ଲୋକ ମାନେ ଗାଡ଼ି ଚୋରୀ ହେବା ଭୟରେ ନିଜ ଗାଡିରେ ସାଇରନ୍ ଲଗେଇ ଦେଇଥାନ୍ତି। ଯାହା ଫଳରେ ଗାଡ଼ି ମାଲିକଙ୍କ ବିନା ଅନୁମତିରେ ଗାଡ଼ିକୁ ଯିଏ ଛୁଇଁବାକୁ ଚେଷ୍ଟା କରିବ ତେବେ ଗାଡିରେ ସାଇରନ୍ ବାଜିବ ଯାହା ଦ୍ଵାରା ଗାଡ଼ି ମାଲିକ ଜାଣି ପାରିବେ ଯେ ତାଙ୍କ ଗାଡ଼ିକୁ କିଏ ଜଣେ ଛୁଇଁବାକୁ ଚେଷ୍ଟା କରୁଛି।

ତେବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁ ଭିଡିଓରେ ଜଣେ ବସ୍ତି ପିଲା ଗାଡ଼ିର ସାଇରନରେ ଡାନ୍ସ କରୁଛି। ଡାନ୍ସ କରିବାର ବସ୍ତି ପିଲାଟିର ଡାନ୍ସ ଖୁବ୍ ଜବରଦସ୍ତ ଥିଲା।

ଭିଡିଓଟିରେ ଦେଖିବାକୁ ମିଳୁଛି ଜଣେ ବସ୍ତି ପିଲା ହାତରେ କିଛି ଧରି ଘରୁ ବାହାରକୁ ଆସୁଛି। ଏହି ସମୟରେ ସେହି ଘର ସାମ୍ନାରେ ଏକ ବାଇକ୍ ଛିଡ଼ା ହୋଇଛି।

ପିଲାଟି ଗାଡ଼ିକୁ ଦେଖି ସାଥିରେ ଆଣିଥିବା ଜିନିଷକୁ ପାଖରେ ଥୋଇ ଦେଇ ଗାଡ଼ି ପାଖକୁ ଯାଉଛି ଏବଂ ସେହି ଗାଡ଼ିକୁ ଏକ ଗୋଇଠା ଟିଏ ମାରୁଛି। ତେବେ ଗାଡିରେ ପିଲାଟିର ଗୋଡ଼ ବାଜିବା ମାତ୍ରେ ସେଥିରେ ଲାଗିଥିବା ସାଇରନ୍ ବାଜି ଉଠୁଛି।

ତେବେ ଏହି ପରେ ପିଲାଟିର ହରକତ ଥିଲା କିଛି ନିଆରା। ଯାହା ଦେଖିବାକୁ ଖୁବ୍ ମଜା ଓ ଆଶ୍ଚର୍ଯ୍ୟ ଲଗୁଛି। ବାଇକର ସାଇରନର ସ୍ୱର ଅନୁଯାୟୀ ପିଲାଟି ନାଚିବା ଆରମ୍ଭ କରି ଦଉଛି। ପିଲାର ଡାନ୍ସ ଷ୍ଟେପ ମଧ୍ୟ ଖୁବ୍ ମଜାଳିଆ ଲାଗୁଛି। ପିଲାଟିର ମାଜଳିଆ ଡାନ୍ସ ସାଙ୍ଗକୁ ତା ମୁହଁର ଏକ୍ସ୍ରପ୍ରେଶନ ମଧ୍ୟ ଖୁବ୍ କୌତୁହଳ ପୂର୍ଣ୍ଣ ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।