viral ଭିଡ଼ିଓ -Viral Girl RITIKA କଲେ କମାଲ୍‌ – ସୁନ୍ଦର ଗାଇବା ସହ Rock Star ଭଳି Dance କଲେ,ମାତ୍ର 4 ଘଣ୍ଟାରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ!

ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଦ୍ୱାରା ଆମ ଗହଣରେ ଲୁଚି ରହିଥିବା କିଛି ପ୍ରତିଭା ସାମ୍ନାକୁ ଆସିବାରେ ଲାଗିଛି। ସାମାଜିକ ଗଣ ମାଧ୍ୟମ ତଥା ସିନେମା ,ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ।

ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୁଚି ରହିଥିବା ପ୍ରତିଭା ଗୁଡ଼ିକ ଖୋଜି ଖୋଜି ବାହାର କରାଯାଉଛି।

 ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ସିଦ୍ଧାର୍ଥ ଟିଭିରେ କୁନି କୁନି ପିଲାମାନଙ୍କ ପାଇଁ ଗୀତ ଗାଇବା ନିମନ୍ତେ ଏକ ରିଆଲିଟି ଶୋ ଚାଲିଛି। ଯାହାର ନାଁ ରହିଛି ଓଡ଼ିଶାର ନୂଆ ସ୍ୱର (ଜୁନିୟର)।

ତେବେ ଏହି ଶୋରେ ଓଡ଼ିଶାର କୋଣ ଅନୁକୋଣରେ ଥିବା କୁନି ତାରକାମାନେ ଭାଗ ନେଇଥିଲେ। ସିଦ୍ଧାର୍ଥ ଟିଭି ତରଫରୁ ପ୍ରସାରିତ ଏହି ରିଆଲିଟି ଶୋ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏହି ଶୋରେ ଭାଗ ନେଇ ଥିବା କୁନି ପ୍ରତିଭା ମାନେ ନିଜର ଜଲୱା ଦେଖାଉଛନ୍ତି।


ତେବେ ଏହି ଶୋ ରେ ଆଡିସନ୍ ଦେବା ପାଇଁ ଆସି କିଛି କୁନି ତାରକା ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି। ଏହି ଶୋ ରେ ଭାଗନେଇଥିବା କୁନି ଗାୟକ ଶାନ୍ତନୁ କୁମାର ମହାନ୍ତି ଏବେ ସାରା ଓଡ଼ିଶାରେ ଭାଇରାଲ ବୟ ପାଲଟି ଯାଇଥିବା ବେଳେ ଏହି ଶୋରେ ଭାଗ ନେଇଥିବା କୁନି ଗାଇକା ରିତିକା ମଧ୍ୟ ଓଡ଼ିଶାର ଭାଇରାଲ ଗାର୍ଲ୍ ପାଲଟି ଯାଇଛନ୍ତି। ଏମାନଙ୍କ ଗୀତ ଏବଂ ନଟଖଟି ଅନ୍ଦାଜକୁ ଦର୍ଶକ ମାନେ ବହୁତ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ଏତେ କମ ବୟସରୁ ସେମାନେ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି।

ଏହି ଶୋରେ ଭାଗ ନେଇଥିବା କୁନି ଝିଅ ରିତିକାଙ୍କ ଗୀତକୁ ଏବଂ ତାଙ୍କର ନଟଖଟି ଅନ୍ଦାଜକୁ ଦର୍ଶକ ମାନଙ୍କ ଅହେତୁକ ଭଲପାଇବା ମିଳିବାରେ ଲାଗିଛି। ରିତିକା ଗୀତ ଗାଇବା ସହ ବହୁତ ସୁନ୍ଦର ଡାନ୍ସ ମଧ୍ୟ କରି ପାରୁଛନ୍ତି। ବର୍ତ୍ତମାନ ସମୟରେ ରିତିକା ଗୀତ ଗାଇ ରକ୍ ଷ୍ଟାର ଭଳି ଡାନ୍ସ କରୁଥିବାର ଏକ ଦେଖିବାକୁ ମିଳୁଛି।

ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ଲୋକ ପ୍ରିୟ ଓଡ଼ିଆ ଗୀତ “ପାଠରେ ସାଠରେ ପ୍ରେମରେ ଝିଅ ମୁଁ ଏକ ନଂ” ଗୀତକୁ ଗାଇବା ସହିତ ଏଥିରେ ରକ୍ ଷ୍ଟାର ଭଳି ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ବର୍ତ୍ତମାନ ସମୟରେ ସମସ୍ତେ ପସନ୍ଦ କରିବାରେ ଲାଗିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।