viral ଭିଡ଼ିଓ- viral boy ଶାନ୍ତନୁ କୁମାର ମହାନ୍ତି ଙ୍କ ଗୀତ ଶୁଣି ନାଚିଲେ ରୂପ ପିଣ୍ଟୁ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଏ ସମାଜ ରେ ବହୁତ କଳାକାର ରହି ଛନ୍ତି । ଯେଉଁ ମାନେ କି କେବେ ତାଙ୍କ କଳା କୁ ଦେଖାନ୍ତି ନାହିଁ । କହିବା ପାଇଁ ଗଲେ ବଣ ମୋଲି ବଣ ରେ ଫୁଟି ମୌଳି ଯିବ ହେଲେ ତାର ବାସ୍ନା କେବେ କେହି ଜାଣି ପାରନ୍ତି ନାହିଁ । ଏମିତି ଦୁନିଆ ରେ ବହୁତ ଦେଖିବା ପାଇଁ ମିଳି ଥାଏ । ନିଜ କଳା କୁ ଲୋକଙ୍କ ସାମ୍ନା ରେ ପ୍ରଦର୍ଶନ କରିବା ପାଇଁ ଲାଜ କରି ଥାନ୍ତି । ଆଉ କିଛି କଳା କାର ଅଛନ୍ତି ସେମାନେ ସବୁ ବେଳେ ଆଗକୁ ବାହାରିବା ପାଇଁ ଚେଷ୍ଟା କରି ଥାନ୍ତି କିନ୍ତୁ , ସେମାନଙ୍କ ପାଖରେ ଅର୍ଥ ନ ଥାଏ ।

ଆଜି ଆମେ ଆପଣଂକୁ ସେହି ଭାଇରାଲ ବୟ ବିଷୟ ରେ କହିବା ପାଇଁ ଯାଉଛୁ ଯାହାର ନାମ ସାନ୍ତୁନ କୁମାର ମହାନ୍ତି । ଆଜି ସେହି 9 ବର୍ଷ ର ବାଳକ କୁ ସାରା ଓଡିଶା ଜଣେ । ତାଙ୍କ ଗୀତ କୁ ଆଜି ସାରା ଓଡିଶା ଜଣେ । ତାଙ୍କ ଗୀତ କୁ ଯିଏ ଥରେ ଶୁଣିଚି ସେ ଥରେ ଶୁଣି ସନ୍ତୁଷ୍ଟ ହୋଇ ନାହିଁ । ସେହି ପିଲା କୁ ଆଜି ସାରା ଓଡ଼ିଶା ଚିଂହେ ।

 ତେବେ ସିଦ୍ଧାର୍ଥ ଟିଭି ରେ ଏ ବର୍ଷ ଏକ ନୂଆ ରିଆଲିଟି ଶୋ ଆସି ଥିଲା । ଯାହାର ନାମ ଥିଲା ନୂଆ ସ୍ୱର । ଯେଉଁ ଥିରେ ସାନ୍ତୁନ କୁମାର ମହାନ୍ତି ତାଙ୍କ କଳା ପ୍ରଦର୍ଶନ କରିବା ପାଇଁ ଯାଇ ଥିଲେ । ସେ ଯାଇ ଅଡିସନ ଦେଇ ଥିଲେ ।

ସେ ଅଡିସନ ରେ ଜଜେସ ମାନକୁ ତାଙ୍କ ଗୀତରେ ପୁରା ଚକିତ କରି ଦେଇ ଥିଲେ । ଆଉ ତାଙ୍କ କଥାରେ ବାଟୁଳି ବାଜୁ ନ ଥିଲା । ତାଙ୍କ ଗୀତ ଯେମିତି ଥିଲା ତାଙ୍କ କଥା କୁହା ଷ୍ଟାଇଲ ମଧ୍ୟ ଠିକ ସେମିତି ଥିଲା । ପୁରା ମୁହଁ ମୁଁହ ରେ ଜଜେସ ମାନଙ୍କ ଉତ୍ତର ଦେଉ ଥିଲେ । ଏବେ ସେ ଷ୍ଟୁଡିଓ ରାଉଣ୍ଡ ରେ ଧମାଲ ମଚଉଛନ୍ତି । ଯାହା ଆପଣ ମାନେ ମଧ୍ୟ ଟିଭି ରେ ଦେଖି ଥିବେ ।

ସେ ଷ୍ଟୁଡିଓ ରାଉଣ୍ଡ ରେ ଗାଇ ଥିଲେ , “ଏଥର ଫଗୁଣେ ବାଜିବ ଲୋ ବାଜା , ତୁ ହବୁ ରାଣୀ ମୁଁ ହେବି ତ ରଜା , ” ତେବେ ଏହି ଗୀତରେ ସେ ଗାଉ ଥିଲେ ଯେମିତି , ଆଉ ସେ ଆକ୍ଟିଂଗ ମଧ୍ୟ ସେମିତି କରୁ ଥିଲେ ।

ପୁଣି ଥରେ ସେ ଆଉ ଗୋଟିଏ ଗୀତ ଗାଇ ଥିଲେ , ” ଇଲ ମୋ ମୋବାଇଲ କି ମନ୍ତର କଲା କାଳି ଝିଅ ସାଵନୀ କୁ ଲୋଭ ଶିଖେଇ ଦେଲା “, ଯୋଉ ଝିଅ ର ମୋବାଇଲ ରେ ନେଟ ଜାଣିବ ସିଏ କାହା ସହିତ ସେଟ । ଏହି ଗୀତରେ ପପୁ ଯିଏ କି ଗେଷ୍ଟ ହୋଇ ଆସି ଥିଲେ । ସେ କହି ଥିଲେ ସାନ୍ତୁନ କୁ ଜଣେ ଭବିଷ୍ୟତ ରେ ଭଲ ହିରୋ ସହିତ ସିଙ୍ଗର ହୋଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।