viral ଭିଡ଼ିଓ- ଉତ୍ତରପ୍ରଦେଶର ଏହି hot ଭାଉଜଙ୍କ ସହ ସେଲ୍ଫି ଉଠେଇବା ପାଇଁ ଲୋକଙ୍କ ଭିତରେ ମାରପିଟ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ନିର୍ବାଚନ ଆସିଲେ ସୋସିଆଲ ମିଡିଆରେ ଆପଣ ଏକ ସୁନ୍ଦରୀ ମହିଳାଙ୍କ ଫୋଟ ଓ ଭିଡିଓ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଥିବାର ଦେଖିବାକୁ ପାଉଥିବେ। ଫେସ୍ ବୁକ୍ ଠାରୁ ଆରମ୍ଭ କରି ସବୁ ସୋସିଆଲ ମିଡିଆରେ ପ୍ଲାଟଫର୍ମରେ ଏହି ସୁନ୍ଦରୀ ମହିଳାଙ୍କ ଫୋଟ ଦେଖିବାକୁ ମିଳିଥାଏ। ସୁନ୍ଦର ଲୁକ ସାଙ୍ଗକୁ ହିରୋଇନ୍ ୱାଲା ଷ୍ଟାଇଲରେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରି ନିଅନ୍ତି ଏହି ମହିଳା ଜଣକ।

ତେବେ ବର୍ତ୍ତମାନ ସମୟରେ ଉତ୍ତର ପ୍ରଦେଶର ଏହି ମହିଳା ପୁଲିଂ ଅଫିସର ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସମୟରେ ଉତ୍ତର ପ୍ରଦେଶର ଚାଲିଛି ବିଧାନ ସଭା ନିର୍ବାଚନ କିନ୍ତୁ ଏତିକି ବେଳେ ଖୁବ୍ ଜୋର୍ ସୋର୍ ଭାଇରାଲ ହେବାରେ ଲାଗିଛି ଜଣେ ମହିଳା ପୁଲିଂ ଅଫିସରଙ୍କ ଫୋଟ ଓ ଭିଡିଓ।

ଉତ୍ତର ପ୍ରଦେଶର ନିର୍ବାଚନ ମଣ୍ଡଳୀର ନେତା ମନ୍ତ୍ରୀଙ୍କ ବିଷୟରେ ଯେତେ ଚର୍ଚ୍ଚା ହେଉନାହିଁ ତାଠାରୁ ଅଧିକ ଚର୍ଚ୍ଚା ଏହି ପୁଲିଂ ଅଫିସର ମହିଳାଙ୍କର। ଏହି ମହିଳା ପୁଲିଂ ଅଫିସରଙ୍କ ବାବଦରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଖୁବ୍ ଆଗ୍ରହ ରହିଛି । ତେବେ କିଏ ଏହି ସୁନ୍ଦରୀ ମହିଳା ତାଙ୍କ ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବା ପାଇଁ ଯାଉଛୁ।

ତେବେ ଏହି ସୁନ୍ଦରୀ ମହିଳା ଜଣକ ହେଉଛନ୍ତି ରୀନା ଦ୍ବିବେଦୀ। ଉତ୍ତର ପ୍ରଦେଶର ନିର୍ବାଚନ ମଣ୍ଡଳୀରେ ଭୋଟ ଦେବାକୁ ଆସିଥିଲେ ଏହି ଭାଇରାଲ ମହିଳା ରୀନା ଦ୍ବିବେଦୀ। ରୀନ ଦ୍ବିବେଦୀଙ୍କ ଶାଶୁଘର ହେଉଛି ଉତ୍ତର ପ୍ରଦେଶର ଦେଉଳିଆ ସଦରର ପଶାରହି ଅଞ୍ଚଳରେ।

 ତେବେ ରୀନା ସେହି ଉତ୍ତର ପ୍ରଦେଶର ଦେଉଳିଆ ସଦର ପଶାରହି ଅଞ୍ଚଳକୁ ଭୋଟ ଦେବା ପାଇଁ ଆସିଥିଲେ। ତେବେ ରୀନା ସୋସିଆଲ ମିଡିଆରେ ଏତେ ପ୍ରସିଦ୍ଧ ଯେ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଆସିଥିବା ଲୋକ ମାନେ ରୀନାଙ୍କ ସହ ଆସି ଫୋଟ ଉଠାଇ ଥିଲେ। ରୀନାଙ୍କ ସହ ସେଲଫି ନେବା ପାଇଁ ଭୋଟର ମାନେ ଭିଡ ଜମାଇ ଥିଲେ।

ରୀନା ଦ୍ବିବେଦୀ ଏଥର କେବଳ ଭୋଟ ଦେଇ ନଥିଲେ ଚଳିତ ନିର୍ବାଚନରେ ରେ ସେ ଜଣେ ପୁଲିଂ ଅଫିସର ଭାବରେ ଡ୍ୟୁଟିରେ ଯୋଗ ଦାନ କରିଥିଲେ। ରୀନା ଦ୍ବିବେଦୀଙ୍କ ଚତୁର୍ଥ ପର୍ଯ୍ୟାୟ ମତଦାନରେ ଲକ୍ଷ୍ନୌର ମହୋନଲାଲ୍ ଗଞ୍ଜ ବିଧାନସଭାର ଗୋସାଇଁ ଗଞ୍ଜ ବୋଥ ନଂ ୧୧୪ ରେ ଡ୍ୟୁଟି ରହିଥିଲା।

୨୦୧୯ ରେ ଲୋକସଭା ନିର୍ବାଚନ ଉତ୍ତର ପ୍ରଦେଶର ଭୋଟଦାନ କେନ୍ଦ୍ରରେ ରୀନା ଦ୍ବିବେଦୀ ଏକ ହଳଦିଆ ଶାଢ଼ୀ ପିନ୍ଧି ଥିଲେ। ଏହା ପରେ ତାଙ୍କୁ ହଳଦିଆ ଶାଢ଼ୀବାଲି ପୁଲିଂ ଅଫିସର ବୋଲି କୁହା ଯାଉଥଲା।

ତେବେ କେବଳ ଏତିକି ନୁହେଁ ରୀନା ଦ୍ବିବେଦୀ ପେଶାରେ ଜଣେ ସରକାରୀ କର୍ମଚାରୀ ଅଟନ୍ତି ବହୁ ସମୟରେ ତାଙ୍କର ଭାଇରାଲ ଭିଡିଓ ଓ ଫୋଟ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁ ଥିବାର ଦେଖିବାକୁ ମିଳିଥାଏ। ରୀନା ଦ୍ବିବେଦୀଙ୍କ ଷ୍ଟାଇଲିସ୍ ଆନ୍ଦାଜକୁ ଦେଖିଲେ ସମସ୍ତେ ତାଙ୍କୁ ଏକ ଅଭିନେତ୍ରୀ ବୋଲି ଭାବିବା ପାଇଁ ବାଧ୍ୟ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।