viral video-ତୁ ଆଗରୁ କେତେ ଭଲ ଦେଖା ଯାଉ ଥିଲୁ । ଅଣ୍ଡା କଦଳୀ ଖାଉନି । ଏହି କଥା ଟିରେ ପପୁ ଗୀତ ଗାଇଲେ । ଗୀତଟି ବହୁତ ମାତ୍ରାରେ ମୋବାଇଲ ରୁ ମୋବାଇଲ ଭାଇରାଲ ହେଉଛି.

ଓଲିଉଡର କମେଡି କିଙ୍ଗ ପପୁ ପମପମଙ୍କୁ କିଏ ବା ନ ଜାଣେ।ସେ ଜଣେ ହାସ୍ୟ ଅଭିନେତା ଭାବରେ ଓଡ଼ିଆ ସିନେମା ଜଗତରେ ବହୁତ ନା କମାଇଛନ୍ତି।ସେ କେବଳ ଜଣେ ହାସ୍ୟ ଅଭିନେତା ନୁହନ୍ତି ବରଂ ଏକ ଭଲ ସିଙ୍ଗର ଭାବରେ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିପାରିଛନ୍ତି। ୟୁଟୁବରେ ତାଙ୍କର ଯେକୌଣସି ଭିଡିଓ ଅପଲୋଡ଼ ହେଲା ପରେ ମିଲିୟନ ମିଲିୟନ ଭ୍ୟୁ ଓ ଲକ୍ଷ ଲକ୍ଷ ଲାଇକ ମିଳିଥାଏ। ଯାହାକି ସୋସିଆଲ ମିଡ଼ିଆରେ ସବୁଆଡେ ଭାଇରାଲ ହୋଇଯାଏ।

ପୁଣି ଥରେ ହାସ୍ୟ ଅଭିନେତା ପପୁ ପମପମ୍ ଚର୍ଚ୍ଚାରେ ରହିଛନ୍ତି।ସେ ତାଙ୍କ ଗୀତ ମାଧ୍ୟମରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କଣ ଥିଲା ଚେହେରା ତୁମ କଣ ଧନ ହେଲନି, ଆପଲ୍ ପରି ଗାଲ ତୁମର ଶୁଖି କଳା ପଡ଼ି ଗଲାଣି।

ଆପଣ ମାନେ ତ ସୋସିଆଲ ମିଡ଼ିଆରେ ଏବେ ଏହି ଗୀତଟିକୁ ନିଶ୍ଚୟ ଶୁଣିବାକୁ ପାଉଥିବେ କାରଣ ୟୁଟୁବ ହେଉକୁ ଫେସ୍ ବୁକ୍, ଇନଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆରେ ସବୁଠି ଏହି ଓଡ଼ିଆ ଗୀତ ଭାଇରଲ ହେବାକୁ ଲାଗିଛି। ଏହି ଗୀତକୁ ହାସ୍ୟ ଅଭିନେତା ପପୁଙ୍କ ଫ୍ରେଣ୍ଡସ ମାନଙ୍କୁ ବହୁତ ପସନ୍ଦ ଆସୁଛି। ଏହି ଭାଇରାଲ ସଙ୍ଗ ୟୁଟୁବରେ ଅପଲୋଡ ହେବା ପରେ ୭ ଲକ୍ଷର ଅଧିକ ଲୋକ ଦେଖି ସାରିଲେଣି।

ଆପଣ ମାନେ ଜାଣିଥିବେ ନିକଟରେ କିଛି ଦିନ ପୂର୍ବରୁ ବିଜୁ ପଟ୍ଟନାୟକ କଲେଜ ଛାତ୍ରୀମାନେ ରାଗିଯାଇ କଲେଜ ଅଧ୍ୟାପକ ଶୁଭେନ୍ଦୁ ସାର ଙ୍କ ନାରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ସୂଚନା ଅନୁସାରେ ଜଣେ ଅଧ୍ୟାପକ ଜଣେ ଛାତ୍ରୀ ର ଆଇ କାର୍ଡ କୁ ଦେଖି ଛାତ୍ରୀ ଜଣକ କୁ କହିଛନ୍ତି ତୁ ପୁରା ଝଡି ଗଲୁଣି ଓ ଆଗରୁ କେତେ ସୁନ୍ଦର ଦେଖାଯାଉଥିଲୁ ।

ତେବେ ଏହି ଭଳି କିଛି କହିବା ପରେ ଅଧ୍ୟାପକ ଜଣକ ଛାତ୍ରୀ ଙ୍କୁ ପ୍ରୋଟିନ ଖା ,ଅଣ୍ଡା କଦଳୀ ଖା ବୋଲି କହିଥିଲେ ଏହା ପରେ ଏହି ଉକ୍ତି କୁ ନେଇ ବିବାଦ ଦେଖାଯାଇଥିଲା ଓ ସମସ୍ତ ଛାତ୍ରୀ ମାନେ ଏକାଠି ହୋଇ ଅଭିଯୋଗ ଆଣିଥିଲେ ଶୁଭେନ୍ଦୁ ସାର ଙ୍କ ବିରୋଧରେ।ସାର ଜଣକ ଷ୍ଟାଟେଷ୍ଟିକ ପଢାଇବା ବେଳେ ଏମିତି ଅ-ଶ୍ଳୀ-ଳ ଇଙ୍ଗିତ କରୁଥିଲେ ବୋଲି ଜଣେ କଲେଜ ଛାତ୍ରୀ ମାନେ ମିଡ଼ିଆ ଆଗରେ ଘୋଷଣା କରିଥିଲେ। ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।

ଏବେ ସେହି ଛାତ୍ରୀ ଜଣକ ଭାଇରାଲ ଡ଼ାଇଲଗକୁ ନେଇ ଏହି ଗୀତଟି ହୋଇଛି ଯାହାକୁ କମେଡି କିଙ୍ଗ ପପୁ ପମପମ୍ ଗାଇବାର ଦେଖିବାକୁ ମିଳିଛି। ଏହି ଗୀତଟି ଏବେ ସୋସିଆଲ ମିଡ଼ିଆର ସେନ୍ସେଶନ ପାଲଟି ଯାଇଛି। ପିଲାଠୁ ବୁଢା ପର୍ଯ୍ୟନ୍ତ ପପୁ ପମପମଙ୍କ ଏହି ଗୀତର ତାଳେ ତାଳେ ଝୁମି ଉଠିଛନ୍ତି। ଗୀତରେ ମଝିରେ ମଝିରେ ଛାତ୍ରୀ ଜଣକ ଡ଼ାଇଲଗ’ତୁ କିଏବେ’
ମଧ୍ୟ ଶୁଣିବାକୁ ମିଳିଛି ଯାହାକି ସୋସିଆଲ ମିଡିଆରେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।