viral ଭିଡ଼ିଓ – ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡି ଦେଇ ୧୦ ବର୍ଷ ସାନ ପୁଅ କୁ ବିବାହ କଲେ ମହିଳା……ଭିଡ଼ିଓ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ…….ଦେଖନ୍ତୁ ସମ୍ପୂର୍ଣ video!

ବନ୍ଧୁମାନେ ଆମେ ଏକ ସମାଜରେ ବସବାସ କରୁଛୁ ସେଠାରେ କିଛି ନୀତି ନିୟମ ଅନୁସାରେ ଚଳିବାକୁ ପଡିଥାଏ ।କାରଣ ବଡ଼ ମାନଙ୍କୁ ଅନୁସରଣ କରି ଚାଲିଥାଏ ଆଗାମୀ ପିଡ଼ି ତେବେ ଏବେ କିନ୍ତୁ ଦିନକୁ ଦିନ ଏହି ସମାଜରେ ଏମିତି ସବୁ କାର୍ଯ୍ୟ ହେଉଛି ଯାହା ପାଇଁ ଦିନ କୁ ଦିନ ସମାଜ କଳୁଷିତ ହେବାକୁ ବଶିଲାଣି ।ତେବେ ଏମିତି ଗୋଟିଏ ଘଟଣା ଦେଖିବାକୁ ସୋସିଆଲ ମେଡ଼ିଆରେ ଯେଉଥିରେ ଜଣେ ମହିଳାର ଦୁଇଟି ପିଲା ଥାଇ ବି ସେ ନିଜ ଠାରୁ ୧୦ ବର୍ଷ ସାନ ପୁଅ ସହ ଫେରାର ହେଇ ଯାଇଛନ୍ତି ।

ଯେତେବେଳେ ମଣିଷ ନିଜ ଭିତରେ ଥିବା ନୈତିକତାକୁ ଭୁଲି ଯାଏ ସେତେବେଳେ ସେ କଣ କରେ କିଛି ଭାବି ପାରେନା ଭୁଲ କରୁଥିଲେ ତାଙ୍କୁ କେହି କହିଲେ ବି ସେ ଏତେ ମାତ୍ରାରେ ବାଟ ବଣା ହେଇଯାଇ ଥାଏ ତାଙ୍କ ଉପରେ କିଛି ବି କାମ କରେନା ।

ତେବେ ଆମେ ଯେଉଁ ଘଟଣା ବିଷୟରେ କହୁଛୁ ସେଠାରେ ବି ଏମିତି ମହିଳାଙ୍କୁ ଯେତେ ବୁଝେଇଲେ ବି ସେ ବୁଝି ନାହାନ୍ତି ଶେଷରେ ଏହିପରି ସବୁ ବ୍ୟବହାର କରୁଛନ୍ତି ଆପଣ ଜାଣିଲେ ଲଜ୍ୟା ରେ ମୁଣ୍ଡ ତଳକୁ କରିଦେବେ।

ତେବେ ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା ବିଷୟରେ ତେବେ ସୂଚନା ଅନୁସାରେ ଓଡ଼ିଶାର ଏକ ସ୍ଥାନରେ ନମିତା ନାମକ ଜଣେ ମହିଳା ନିଜର ଦୁଇ ପିଲା ଓ ସ୍ୱାମୀ ଙ୍କୁ ଛାଡି ଦେଇ ନିଜ ଠାରୁ ୧୦ ବର୍ଷ ର ସାନ ପୁଅ ସହ ପ୍ରେମ କରି ଘରୁ ପଳେଇ ଯାଇଛନ୍ତି।

ତେବେ ପ୍ରେମ ରେ ପଡି ମହିଳା ଜଣଙ୍କ ଏତେ ପାଗଳ ହୋଇଯାଇଛନ୍ତି କି ସେ ସବୁକିଛି ଭୁଲି ଯାଇ ଏମିତି କି ନିଜ ଜନ୍ମ କଳା ପିଲା ଙ୍କୁ ଛାଡି ,ନିଜ ର ପ୍ରେମିକ ସହ ଘରୁ ପଳେଇଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ସବୁ ଆଡେ ଚର୍ଚ୍ଚା ରେ ରହିଛି।

ତେବେ ମହିଳା ଜଣଙ୍କ ହେଉଛନ୍ତି ନମିତା ଯାହାଙ୍କ ର ବୟସ ହେଉଛି ୩୩ ବର୍ଷ କିନ୍ତୁ ସେ ଯେଉଁ ପୁଅ କୁ ପ୍ରେମ କରି ଘରୁ ପଳେଇ ଆସିଛନ୍ତି ତାଙ୍କର ବୟସ ହେଉଛି ମାତ୍ର ୨୨ ବର୍ଷ ନାମ ମୁକେଶ ଅଟେ।

ତେବେ ଉଭୟ କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ପ୍ରେମ ସମ୍ପର୍କ ଏତେ ଘନିଷ୍ଠ ହୋଇଯାଇଥିଲା କି ମହିଳା ଜଣଙ୍କ ନିଜ ଦୁଇ ଟି ପିଲା କୁ ଛାଡ଼ିଦେଇ ନିଜ ସ୍ଵାମୀ ଙ୍କୁ ଛାଡି ଦେଇ ଯୁବକ ଙ୍କ ସହ ଘରୁ ଫେରାର ହୋଇଯାଇଥିଲେ।

ତେବେ ଏକ ମାସ ତଳେ ମହିଳା ଜଣଙ୍କ ଯୁବକ ଙ୍କ ସହ ଘରୁ ପଳେଇଥିଲେ ମାତ୍ର ସଂଗେ ସଂଗେ ମୁକେଶ ତାଙ୍କୁ ବିବାହ କରି ନଥିଲେ। ମାତ୍ର ସେ ଘରୁ ପଳେଇ ଯିବାରୁ ସ୍ୱାମୀ ତାଙ୍କୁ ଘରେ ପୁରାଇ ନଥିଲେ ତେଣୁ ସେ ବାଧ୍ୟ ହୋଇ ଏକ ଆଶ୍ରମରେ ରହୁଥିଲେ। ତା ପରେ ବର୍ତ୍ତମାନ ନମିତା ସ୍ୱାମୀ ଓ ଗ୍ରାମ ଲୋକଙ୍କ ସାମ୍ନା ରେ ନମିତା ଙ୍କର ବିବାହ ମୁକେଶ ଙ୍କର ସହ ମନ୍ଦିର ରେ ବିବାହ କରିଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।