viral video-ସୁପର ଷ୍ଟାର ବାବୁ ସାନ ଙ୍କର ପୁଷ୍ପା ଡ୍ୟାନ୍ସ ଦେଖିଲେ , ଆପଣ ମାନେ ହସି ହସି ଗଡ଼ିଯିବେ,ଏବେ ସୋସିଆଲ ମେଡିଆରେ ନିଅ ଭଳି ଭିଡ଼ିଓ viral ହେଉଛି !

ଏକ କଳାକାର ସବୁ ବେଳେ ଚାହେଁ ଜୀବନ ରେ କେମିତି ଟିକିଏ ସମ୍ମାନ ପାଇବ । ତେଣୁ ସେ ଅହରହ ପରିଶ୍ରମ କରି ଥାଏ । କେମିତି ସେ ଆଗକୁ ବଢିବ , ଆଉ ଟିକିଏ ସମ୍ମାନ ପାଇବ । କିନ୍ତୁ ଆପଣ ମାନେ ଜାଣନ୍ତି ନାହିଁ କଳା କାର ଜୀବନ ରେ ବହୁତ ଦୁଃଖ ରହି ଥାଏ । ଆଜି କାଲି ର ଦୁନିଆରେ ବଡ କଳାକାର ମାନେ ବହୁତ ଖୁସି ରେ ଅଛନ୍ତି । କିନ୍ତୁ ଛୋଟ ଛୋଟ କଳାକାର ମାନେ ବହୁତ ଦୁଃଖ ରେ ଅଛନ୍ତି ।

ଏଇ କରନା କାଳ ରେ ଛୋଟ ଛୋଟ କଳାକାର ମାନେ ଖାଇବା ପାଇଁ ପାଉ ନାହାନ୍ତି । କାରଣ କରନା ଆସିବା ଯୋଗୁ ସବୁ କିଛି ସଂସ୍ଥା ବନ୍ଦ ହେଇଗଲା । ଯାହା ଫୋଳରେ ଜଣେ କଳାକାର ବେକାର ହୋଇ ଗଲା । ଯେଉଁ କାମ ରେ ସମ୍ମାନ ମିଳି ଥାଏ ସେ ସେହି କାମ କରି ଥାଏ । କିନ୍ତୁ ବଡ ବଡ କଳା କାର କଥା କହିଲେ ସରିବ ନାହିଁ । ତେବେ ଆଜି ଆମେ ଓଡିଶା ର ସୁପରିଚିତ ଅଭିନେତା ବାବୁସାନ ଙ୍କ ବିଷୟରେ କହିବା ପାଇଁ ଯାଉଛୁ ।

ବଡ ବଡ କଳାକାର ମାନେ ସେମାନେ ଯାହା କଲେ ମଧ୍ୟ , ତାଙ୍କ ପାଖକୁ ପଇସା ଆସିବ । କହିବା ପାଇଁ ଗଲେ ଜଣେ ବଡ କଳାକାର ଯଦି ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ୁଛି ତାହାଲେ ତାକୁ ଭିଉ ଅନୁ ସାରେ ପଇସା ମିଳୁଛି । ତେବେ ଆଜି ଆମେ ବାବୁସାନ ବିଷୟରେ କିଛି କହିବା ପାଇଁ ଯାଉଛୁ। ଯାହା ଆଜି ତାଙ୍କ ଭିଡିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯେଉଁ ଗୀତରେ ସର୍ଟ ଭିଡିଓ କରି ନାଚି ଛନ୍ତି ଥରେ ଦେଖିବା ମାତ୍ରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ । ଏବଂ ଏହାକୁ ଥରେ ଦେଖିଲା ପରେ ଆପଣ ଦୁଇ ଥର ଦେଖିବା ପାଇଁ ଚେଷ୍ଟା କରିବେ । ତେବେ ବଡ ବଡ ଷ୍ଟାର ମାନେ ଗୋଟେ ଛୋଟ ଭିଡିଓ , ଯାହାକୁ ଆମେ ରିଲ କହି ଥାଉ , ତାକୁ ସୋସିଆଲ ମିଡିଆରେ ଛାଡିବା ପରେ ସେମାନେ ପଇସା ପାଉ ଛନ୍ତି ।

ତେବେ ଏବେ ଆସନ୍ତୁ ଜାଣିବା ବାବୁ ସାନ କେଉଁ ଗୀତରେ ନାଚିଲେ । ବାବୁ ସାନ ଯେଉଁ ଗୀତରେ ନାଚିଲେ ସେହି ଗୀତଟି ହେଉଛି ପୁଷ୍ପା ଫିଲ୍ମ ର ଗୋଟେ ଗୀତ । ଏବେ ପୁଷ୍ପା ପ୍ଲିମ ଯେଉଁ ଭଳି ହିଟ ହେଉଛି ଠିକ ସେହି ଭଳି ପୁଷ୍ପା ଫିଲ୍ମ ର ଗୀତ ମଧ୍ୟ ହିଟ ଯେଉଛି ।

ଯେ କେହି ବି ପୁଷ୍ପା ପ୍ଲିମ କିମ୍ବା ଡାଇଲଗ ରେ ରିଲସ ତିଆରି କରୁଛି । ବାବୁ ସାନ ଆହୁରି ବହୁର ଗୁଡିଏ ଗୀତ ରେ ଡ୍ୟାନ୍ସ କରି ଥିଲେ । ତାଙ୍କ ଡ୍ୟାନ୍ସ ଦେଖିଲେ ଆପଣ ରାତି ରେ ସୋଇ ପାରିବେ ନାହିଁ । ସାଉଥ ଫିଲ୍ମ ରେ ମଧ୍ୟ ଏହି ଭଳି ଡ୍ୟାନ୍ସ ଆଜି ପର୍ଯ୍ୟନ୍ତ କେହି କରି ନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।