viral ଭିଡ଼ିଓ-ସ୍ତ୍ରୀ ସାଜିଲା ରକ୍ତ ପିଶାଚୀ, ସ୍ୱାମୀକୁ ମାରି ଖଣ୍ଡ ଖଣ୍ଡ କରି ରକ୍ତ ପିଇଲା ସ୍ତ୍ରୀ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ

ସ୍ୱାମୀ ସ୍ତ୍ରୀର ପ୍ରେମ ଶାଶ୍ଵତ ସୁନ୍ଦର। ଯୁଗେ ଯୁଗେ ଏହା ଦେଖିବାକୁ ମିଳିଛି। ଯେତେବେଳେ ଜଣେ ଝିଅ ଏବଂ ପୁଅ ବିବାହର ପରି ଏକ ବନ୍ଧନରେ ବାନ୍ଧି ହୋଇ ଯାଆନ୍ତିି ସେତେବେଳେ ସେମାନଙ୍କର ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥାଏ। ଦୁହେଁ ଦୁହିଁଙ୍କ ସୁଖ ଆଉ ଦୁଃଖର ସାଥୀ ହୋଇ ରହିବେ ବୋଲି କଥା ଦେଇଥାନ୍ତି। କେବଳ ଏ ଜନ୍ମ ପାଇଁ ନୁହେଁ ବରଂ ସାତ ଜନ୍ମର ସାଥୀ ହୋଇ ରହିବାର ବଚନ ଦେଇଥାନ୍ତି।

କିନ୍ତୁ ଆଜିର କଳିଯୁଗରେ ଦିନକୁ ଦିନ ସ୍ବାମୀ ସ୍ତ୍ରୀର ପବିତ୍ର ସମ୍ପର୍କରେ ତିକ୍ତତା ଆସିବାର ଦେଖିବାକୁ ମିଳୁଛି।ସମୟର କାଳ କ୍ରମେ ସୁଖୀ ଦାମ୍ପତ୍ୟ ଜୀବନରେ ମଧ୍ୟ ଅନେକ ସମସ୍ୟା ଦେଖା ଯାଉଛି। ଦିନକୁ ଦିନ ପାରିବାରିକ କଳହ ବିବାଦର ରୂପ ନେଉଛି। ଏଥି ପାଇଁ ପ୍ରାୟ ଅନେକ ସମୟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୋଇ ଯାଉଛି। ଆଉ ସମ୍ପର୍କର ସୂତା ସବୁଦିନ ପାଇଁ ଛିଡି ଯାଉଛି।

ସ୍ୱାମୀ ସ୍ତ୍ରୀଙ୍କ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ସ୍ତ୍ରୀ ସାଜିଛି ରକ୍ତ ପିଶାଚି। ନିଜ ସ୍ବାମୀଙ୍କୁ ହତ୍ୟା କରି ନିଜ ହାତରେ ନିଜ ସିନ୍ଦୁରକୁ ପୋଛି ଦେଇଛି ସ୍ତ୍ରୀ।ଏ ନେଇ ମୁମ୍ବାଇ ଜଣେ ମହିଳାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ପରିବାର ଲୋକେ।ସ୍ତ୍ରୀ ଜଣକ ତା ସ୍ୱାମୀଙ୍କୁ ଅତି ନିର୍ଦୟ ଭାବରେ ହତ୍ୟା କରି ଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏଭଳି ଅଭିଯୋଗ ଆସିବା ପରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ମହିଳା ଜଣକ ଉପରେ ଅଭିଯୋଗ ଆସିଛି ଯେ ସେ ତା ସ୍ୱାମୀକୁ ପ୍ରଥମେ ବିଷ ଦେଇ ହତ୍ୟା କରିଥିଲେ।ପରେ ସ୍ବାମୀଙ୍କ ଶବ ସହ ଶାରୀରିକ ସଂପର୍କ ରଖିଥିବାର ଜଣା ପଡ଼ିଛି। କେବଳ ଏତିକି ନୁହେଁ ସ୍ତ୍ରୀ ଜଣକ ସ୍ବାମୀର ଅନେକ ଗୁଡିଏ ଅଙ୍ଗକୁ କାଟି ରକ୍ତ ପିଇଥିବାର ଅଭିଯୋଗ ମଧ୍ୟ ଆସିଛି।

ଅଭିଯୋଗ ଆସିବା ପରେ ମୁମ୍ବାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପରେ ଏହି ମହିଳାଙ୍କୁ କୋର୍ଟକୁ ପଠାଇ ଦିଆ ଯାଇଥିଲା। କୋର୍ଟରେ ସେମିତି କିଛି ବିଶେଷ ପ୍ରମାଣ ନ ମିଳିବାରୁ ମହିଳା ଜଣଙ୍କୁ ମୁକ୍ତ କରାଯାଇଥିଲା କିନ୍ତୁ ଏବେ ମଧ୍ୟ ତାଙ୍କ ନାରେ ମାମଲା ଜାରି ରଖା ଯାଇଛି।

ସୂଚନା ଅନୁଯାୟୀ ମହିଳା ଜଣଙ୍କ ହେଉଛନ୍ତି ସୁଶ୍ରୀ ପରମାକର ବୟସ ୩୭।ସେ ତାଙ୍କ ସ୍ଵାମୀ ଓ ଶାଶୁଙ୍କ ସହ ମୁମ୍ୱାଇର ଏକ ଭଡ଼ା ଘରେ ରହୁଥିଲେ। ସୁଶ୍ରୀଙ୍କ ସ୍ବାମୀ ବିକାଶ ଜଣେ ଶାଢ଼ୀ ବ୍ୟବସାୟୀ।ବିକାଶଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ୨୫ ବର୍ଷୀୟ ଝିଅ ସହ ପ୍ରେମ ସମ୍ପର୍କ ରହିଥିଲା।

ହୁଏତ ସେଇ କାରଣରୁ ବିକାଶଙ୍କୁ ଏଭଳି ନିର୍ଦ୍ଦୟ ଭାବରେ ହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି। ତେବେ ବିକାଶଙ୍କ ହତ୍ୟା ପଛରେ ମୁଖ୍ୟ ଅଭିଯୁକ୍ତ ସୁଶ୍ରୀ ରହିଥିବା ବେଳେ ସଠିକ ପ୍ରମାଣ ନମିଳିବା କାରଣରୁ ତାଙ୍କୁ ଜେଲରୁ ମୁକ୍ତ କରାଯାଇ ଗୃହବନ୍ଧୀରେ ରଖାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।