viral ଭିଡ଼ିଓ – ସ୍ତ୍ରୀ ବୁଲୁଥିଲା ପ୍ରେମିକ ଗାଡ଼ିରେ,ଗୋଡେଇ ଧରିଲା ସ୍ୱାମୀ ଆଉ ତା ପରେ.. ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜିକାଲି ର ଯୁବପିଢି ମାନଂକର କିଛି ଏମିତି ପ୍ରକାରର କାର୍ଯ୍ଯ କଲାପର ଭିଡିଓ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ନିନ୍ଦନୀୟ ହୋଇଥାଏ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନା ର ବିଷୟ ପାଲଟିଯାଏ।

ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ।

 ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।

ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ଆଜିର କିଛି ଯୁବପିଢି ନିଜର ହିତାହିତ ଜ୍ଞାନ ଭୁଲି କିପରି ଭାବରେ ନିନ୍ଦନୀୟ କାର୍ଯ୍ୟ ସବୁ କରୁଛନ୍ତି ତାହା ତ ଆପଣ ଜାଣି ପାରୁଥିବେ।ଭଦ୍ରକ ଜିଲ୍ଲା ସାବରଙ୍ଗ ପୁର ଥାନା ପୋଳାଙ୍ଗ ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା।

ନିଶାକର ବାରିକ ଙ୍କ ପୁଅ ଦିନବନ୍ଧୁ ବାରିକ ବାସୁଦେବ ପୁର ଥାନା ଅଧୀନ ଲୁଙ୍ଗା ପଞ୍ଚାୟତ ର ସୁଶାନ୍ତ ବାରିକ ଙ୍କ ଝିଅ ପୁଷ୍ପଲତା ବାରିକ ଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ। ଆଉ ଦୁହିଁଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କ କୁ ଜାଣିବାପରେ ପୁଅ କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଝିଅ ଘର ପକ୍ଷ।

କିନ୍ତୁ ଝିଅ ର ଅନ୍ୟତ୍ର ବିବାହ ପାଇଁ କରାଯାଇଥିଲା ପ୍ରସ୍ତୁତି। ବାହାଘର ଖବର ପାଇ ପୁଅ ଫୋନ୍ କରିଥିଲା ଝିଅ ର ବାପାଙ୍କୁ କିନ୍ତୁ ସେଠାରେ ସେ ଫୋନ୍ ଉଠାଇନଥିଲେ। ଆଉ ପ୍ରେମିକଙ୍କ କହିବା ଅନୁସାରେ ଝିଅ ର ବାପା ତାଙ୍କ ପାଖରୁ ବହୁତ ଟଙ୍କା ମଧ୍ୟ ନେଇଛନ୍ତି।

କିନ୍ତୁ ଏହିସବୁ ପରେ ଯେତେବେଳେ ପ୍ରେମିକାର ଅନ୍ୟତ୍ର ବିବାହ ହେଲା ସେଥିପାଇଁ ସେ ବର ଗାଡ଼ିକୁ ଅଟକାଇଥିଲେ। ଆଉ ତାପରେ ପୋଲିସ୍ ଆସି ସେ ପ୍ରେମିକଙ୍କୁ ନେଇଯାଇଥିଲେ।ସୂଚନା ଅନୁଯାଇ ଘଟଣା ଟି ହେଉଛି ବାଲେଶ୍ୱର ଜିଲ୍ଲା ର ଖଇରା ଥାନା ଅନ୍ତର୍ଗତ ଗ୍ରାମ ର ନରେନ୍ଦ୍ର ନାମକ ଜଣେ ବ୍ୟକ୍ତି ଏକ ଯୁବତୀ ଙ୍କୁ ପ୍ରଥମେ ଲଭ କଲେ ତାପରେ ସେକ୍ସ ଆଉ ପରେ ବିବାହ କରି ଏବେ ଧୋକା ଦେଇ ଛାଡ଼ି ଚାଲି ଯାଇଛନ୍ତି |

ବର୍ତ୍ତମାନ ସମୟରେ ଏହି ଘଟଣା କୁ ନେଇ ଏବେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି | ତେବେ ଉଭୟ ଯୁବକ ଓ ଯୁବତୀ ଙ୍କର ପ୍ରଥମ ଦେଖା ବମ୍ବେ ରେ ହୋଇ ଥିଲା କାରଣ ଦୁହେଁ ସେଠାରେ ହିଁ କାମ କରୁ ଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ