viral ଭିଡ଼ିଓ-ସୌମ୍ୟ ଙ୍କ 11 ଦିନ ରେ ଫୋଟ ରେ ଫୁଲ ଚଢାଇଲେ କାନ୍ଦିଲେ କୁନି ଭଣଜା ,ଏମିତି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସି ଯିବ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ପ୍ରେମ ଶବ୍ଦ ଟି କେତେ ପବିତ୍ର ତାହା ଆଜି କାଲି ର ଯୁବ ପିଢ଼ି ମାନେ କେବେ ହେଲେ ବୁଝି ପାରୁ ନାହାନ୍ତି । ସେମାନେ ପ୍ରେମ ର ଅର୍ଥ ଟାଇମ ପାସ ବୋଲି ବୁଝୁ ଛନ୍ତି । କିଛି ଦିନ ଫୋନ ରେ ଟାଇମ କାଟିବେ , ତା ପରେ ଅତି ନିବଡ଼ ହେଲା ପରେ ହୋଟେଲ ରେ ରାତି କଟିବେ । ଆଉ ତା ପରେ ରାତି ସରିଗଲା ପରେ ପ୍ରେମ ସରି ଗୋଲା । ପୁଣି ସକାଳେ ହେଲେ ତାଙ୍କ ଜୀବନକୁ ପୁଣି ନୂଆ କିଏ ଆସିବ , ସେ ପୁଣି ଥରେ ପ୍ରେମରେ ରେ ପଡିବେ ।
ଆଜି କାଲି ର ଯୁବ ପିଢ଼ି କେତେ ଥର , କେତେ ଜଣକ ସହିତ ଯେ ପ୍ରେମ କରୁଛି ତାହା କହି ହେବ ନାହିଁ । ପ୍ରେମ ଯାହା ସହିତ ଥରେ ହୁଏ , ବାସ ଥରେ ହୁଏ ଦୁଇ ଥର କାହା ସହିତ ପ୍ରେମ ହୁଏ ନାହିଁ । କିନ୍ତୁ ମଣିଷ ଯାହାକୁ ପ୍ରଥମ ଥର ପ୍ରେମ କରି ଥାଏ ତାକୁ ସେ ଜୀବନ ରେ କେବେ ମିଳି ନ ଥାଏ । ଏହାର କାରଣ ଜଣେ ଯଦି ଆଉ ଜଣକୁ ଅଧିକ ମାତ୍ରାରେ ରେ ଭଲ ପାଇ ଥାଏ , ତାହାଲେ ଆଉ ଜଣକ ର ଭଲ ପାଇବା କମି ଯାଇ ଥାଏ ।
ଆଜି ଆମେ ସୌମ୍ୟ ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ । ସତ ପ୍ରେମ କରି ଆଜି ସୌମ୍ୟ ଏ ଦୁନିଆରେ ନାହାନ୍ତି । ଆଜି ଏକ ଭିଡିଓ ଭାଇରାଲ ହୋଇଛି ସୌମ୍ୟ ଙ୍କ 11 ଦିନର ସୁଧି କ୍ରିୟା । ଯେଉଁ ଠାରେ ଦେଖିବା ପାଇଁ ମିଳିଛି ସୌମ୍ୟ ଙ୍କର ଭଣଜା ଫୋଟ ରେ ଫୁଲ ଦେଇ ତାଙ୍କ ଭଣଜା ଆଖିରୁ ଲୁହ ଝରାଉ ଛନ୍ତି ।
କିଛି ଦିନ ପୂର୍ବ ରୁ ସୌମ୍ୟ ଓ ସୋନାଲି ବହୁତ ଭଲ ପାଉ ଥିଲେ । କିନ୍ତୁ ସୋନାଲି ସୌମ୍ୟ ଙ୍କୁ ଭଲ ପାଉ ନ ଥିଲେ । ତାଙ୍କ ସହିତ କେବଳ ଟାଇମ ପାସ କରୁ ଥିଲେ । ଯେତେ ବେଳେ ସୌମ୍ୟ ଅଧିକ ଭଲ ପାଇ ଗଲେ ସେତେ ବେଳେ ସୋନାଲି ତାଙ୍କୁ ଆଉ ଖାତିର କଲେ ନାହିଁ । କୁକୁର ପରି ବ୍ୟବହାର କଲେ ।
ଯାହାର ଭିଡିଓ ଆଜି ବହୁତ ଭାଇରାଲ ହେଉଛି । ସୌମ୍ୟ ବହୁତ କାକୁତି ମିନତୀ ହୋଇ କହୁ ଥିଲେ ମୋ ସହିତ ଟିକେ ଭଲରେ କଥା ହୁଅ । କିନ୍ତୁ ସେ ତାଙ୍କ ମୋଜବୁର ର ଫାଇଦା ଉଠାଇ ତାଙ୍କୁ ବହୁତ ଖରାପ ଭାଷାରେ ଗାଳି ମଧ୍ୟ ଦେଉ ଥିଲେ ।
କାରଣ ସେ ତାଙ୍କୁ ଭଲ ପାଉ ନ ଥିଲେ , ସେ ତାଙ୍କ ସହିତ ଟାଇମ ପାସ କରୁ ଥିଲେ । ତେଣୁ ବନ୍ଧୁ ମାନେ ଆପଣ ମାନେ ଟିଭି ଦେଖି କିମ୍ବା ଯେକୌଣସି ଯାହା କରିକି ଆପଣ ଟାଇମ ପାସ କର । କିନ୍ତୁ କାହା ହୃଦୟ ଓ ବିଶ୍ୱାସ ସହିତ ଟାଇମ ପାସ କର ନାହିଁ । ମଣିଷ ର ଥରେ ବିଶ୍ୱାସ ଭାଙ୍ଗି ଗଲେ ସେ ସବୁ ଦିନ ପାଇଁ ମରି ଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।