viral video-ସୋନାଲି ତତେ ଭଲ ପାଇ ଭୁଲ କଲି।ଏବେ ଏହି ଗୀତ ଟି ଓଡିଶା ର ବହୁତ ଚର୍ଚ୍ଚା ରେ । ଜାଣନ୍ତୁ କେଉଁ ଗୀତ ଟି,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ସୋସିଆଲ ମିଡିଆରେ ଭାଇରାଲ ହେଉଛି ସୋନାଲି ଏବଂ ସୌମ୍ୟ ଙ୍କର ପ୍ରେମ କାହାଣୀ । ସୌମ୍ୟ ଙ୍କ ର ସିନା ମୃତୁ ହୋଇ ହୋଇ ଯାଇଛି । କିନ୍ତୁ ତାଙ୍କ ପାଇଁ ଆଜି ତାଙ୍କ ପ୍ରେମ ଅମର ହୋଇ ଯାଇଛି । ଏଭଳି କେହି ତାଙ୍କ ପରି ଧକା ନ ପାଉ । କାରଣ ମଣିଷ ପ୍ରଥମ ଥର ଯାହାକୁ ଭଲ ପାଇ ଥାଏ। ସେ ତାକୁ ପ୍ରକୃତ ରେ ଭଲ ପାଇ ଥାଏ । ଆଉ ସେଇ ପ୍ରକୃତ ଭଲ ପାଇବା ଯେବେ ଛାତି ରେ ଗୋଡ଼ ରଖି ପଳେଇ ଯାଏ ।
ନିଜ ବିଶ୍ୱାସ କୁ ଭାଙ୍ଗି ଦେଇ ଚାଲି ଯାଏ । ସେତେ ବେଳେ ଜଣେ ମଣିଷ ମରି ମରି ଜୀବନ ବିତେଇ ଥାଏ । ତା ଓଠ ରୁ ସବୁ ଦିନ ପାଇଁ ହସ ଲିଭି ଯାଇ ଥାଏ । ଆଉ ତାକୁ ଆଉ କୋଉ ଝିଅ କୁ ଦେଖା ଦେଇ ନ ଥାଏ । କେବଳ ମନରେ କେବଳ ଗୋଟିଏ ଭଲ ପାଇବା ଥାଏ , ତାର ପ୍ରଥମ ପ୍ରେମ କୁ ମନେ ପକେଇ ଥାଏ । ଆଉ ସବୁ ଦିନ ରାତି ରେ ଆଖିରୁ ଲୁହ ଝରାଇ ଥାଏ ।
ସେ ତାକୁ କେବେ ହେଲେ ଭୁଲି ପାରି ନ ଥାଏ । ତେଣୁ ଯଦି ଜଣେ ପ୍ରକୃତ ଭଲ ପାଉ ଥାଏ । ତାକୁ ଯଦି ସେ ନ ପାଏ । ତାହାଲେ ସେ ମରି ଯାଏ । ଯେମିତି ସୌମ୍ୟ ଆଜି ଏ ଦୁନିଆରେ ନାହାନ୍ତି । ସବୁ ଦିନ ପାଇଁ ଚିର ନିଦ୍ରା ରେ ସୋଇ ଯାଇ ଛନ୍ତି ।
କିନ୍ତୁ ସେ ସିନା ଚାଲି ଗଲେ , ହେଲେ ତାଙ୍କ ପାଇଁ ଆଜି ଗୋଟେ ଗୀତ ବେସ ଭାଇରାଲ ହେବାରେ ଲାଗିଛି । ତେବେ ସୋନାଲି ଧକା ଦେଲା ବୋଲି , ସୋନାଲି କୁ ନେଇ ଏହି ଗୀତ ଟି ବେସ ଭାଇରାଲ ହେବାରେ ଲାଗିଛି । ତେବେ ଗୀତଟି ହେଲା ।
” ସୋନାଲି ତତେ ଭଲ ପାଇ ଭୁଲ କଲି “ମୁଁ ତାରା ଙ୍କ ମେଳ ରେ ଜହ୍ନ ଆଲୁଅ ରେ ସପନ ରେ ଭିଜୁ ଥିଲି ।ହେଲେ ତ ପ୍ରେମ ଛଳନା ଥିଲା ଆଜି ବୁଝି ଗଲି ,
ସୋନାଲି ତତେ ଭଲ ପାଇ ଭୁଲ କଲି ।
ତେବେ ଗୀତ ଟି ଏହି ପରି ଥିଲା । ଯାହା ଏବେ ଏହି ଗୀତ ଟି ସୋନାଲି ର ବ୍ୟବହାର , ଅର୍ଥାତ ଭଲ ପାଇ ଧକା ଦେବା ପାଇଁ ଏହି ଗୀତ ଟି ତାଙ୍କୁ ଦେଖି ତିଆରି କରା ଯାଇଛି । ସୋନାଲି ଏମିତି କରିବେ ବୋଲି ସୌମ୍ୟ କେବେ ସ୍ୱପ୍ନ ରେ ମଧ୍ୟ ଭାବି ନ ଥିଲେ ।
ସୋନାଲି ତାଙ୍କୁ ବହୁତ ଖରାପ ଭାଷା ରେ ଗାଳି ଦେଇ ଛନ୍ତି । ସେ ସେହି କଥା ଗୁଡିକ ସହ୍ୟ କରି ନ ପାରି ମୃତୁ ବରଣ କରି ଛନ୍ତି । ତେଣୁ ଆପଣ ମାନେ ଭଲ ପାଉ କିନ୍ତୁ କାହା ଜୀବନ ସହିତ ନୁହେଁ । ଭଲ ପାଇବା ଗୋଟେ ଖେଳ ଘର ଭାବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।