viral ଭିଡ଼ିଓ-ସୋନାଲି ନନ୍ଦଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଇ ଦିନରେ ସୁଟିଂ କରି ରାତିରେ ଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ଅଭିନୟ ମାୟାରେ ଆଜିର ଯୁବ ପିଢ଼ି ଖୁବ୍ ବାୟା। ବେଳେ ବେଳେ ଅଭିନୟ କରିବା ପାଇଁ ଆଗେଇ ଆସୁଥିବା ଯୁବ ପିଢ଼ି ମାନେ ବହୁତ ବଡ ବଡ ଠକାମୀର ଶିକାର ହେଉଥିବାର ଖବର ସାମ୍ନାକୁ ଆସିଛି। କିଛି ଦୁର୍ବୃତମାନେ ବଡ ବଡ ସେକିବ୍ରେଟି କରିଦେବା ଲୋଭ ଦେଖାଇ ଅନେକ ଟେଲେଣ୍ଟେଡ କଳାକାର ମାନଙ୍କୁ ଠକି ଚାଲିଛନ୍ତି।

ତେବେ ପୁଣି ଥରେ ଅଭିନୟ ଲାଳସାରେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା ବହୁ ଚର୍ଚ୍ଚିତ ମଡେଲ ତଥା ଯୁବ ବ୍ୟବସାୟୀ ମୃତ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଓ ସିଙ୍ଗର ସୋନାଲି ନନ୍ଦଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ ଏମିତି କିଛି କହି ଦୁର୍ବୃତମାନେ ଡାକିଥିଲେ ପୀଡିତା ଜଣକୁ। ଏବଂ କୁହା ଯାଇଥିଲା ସୋନାଲି ନନ୍ଦଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ। ଏକଥା ଜାଣିବା ପରେ ଅଭିନୟ ପାଇଁ ରାଜି ହୋଇଥିଲେ ଯୁବତୀ। ଭୁବନେଶ୍ବର ସହରର ଭରତପୁରରେ ଦିନରେ ଆରମ୍ଭ କରାଯାଇଥିଲା ସୁଟିଂ ଆଉ ରାତିରେ କରା ଯାଇଥିଲା ଦୁଷ୍କର୍ମ। ପୀଡିତ ଜଣକ ଜଣେ ଜୁନିୟର ଆର୍ଟିଷ୍ଟ ଅଟନ୍ତି। ତେବେ ଯେତେବେଳେ ତାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ କୁହା ଯାଇଥିଲା ସେ ଅଭିନେତ୍ରୀ ହେବା ଲାଳସାରେ ରାଜି ହୋଇ ଯାଇଥିଲେ। ସୋନାଲି ନନ୍ଦଙ୍କ ଲାଇଫରେ ଘଟିଥିବା ଘଟଣାକୁ ଫିଲ୍ମରେ ଦର୍ଶାଇବା ପାଇଁ ଯୁବତୀ ଜଣକୁ ଚରିତ୍ର ଦିଆ ଯାଇଥିଲା।

ତେବେ ଯୁବତୀ ଜଣକ ଆସି ସୁଟିଂ ସେଟରେ ପହଞ୍ଚି ଯାଇଥିଲା। ଏହା ପରେ ଦିନରେ ଆରମ୍ଭ ହୋଇଥିଲା ସୁଟିଂ। ପ୍ରଥମେ ମନ୍ଦିରରେ ଏକ ବିବାହ ସିନ ରହିଥିଲା ତେବେ ମନ୍ଦିର ସିନ ସରିବା ପରେ ଯୁବତୀଙ୍କୁ ବିଶ୍ଵାସ ଆସି ଯାଇଥିଲା ଯେ ସେ ଅଭିନେତ୍ରୀ ହୋଇ ଯାଇଛନ୍ତି।

ଏହା ପରେ ବିଷ୍ଣୁ ଭାଇ ନାମକ ଜଣେ ବ୍ୟକ୍ତି ତାଙ୍କ ରୁମକୁ ନେଇ ଯାଇଥିଲେ। ଖାଇବା ପିଇବା ସରିବା ପରେ ସୌମ୍ୟରଞ୍ଜନଙ୍କ ଚରିତ୍ରରେ ଅଭିନୟ କରୁଥିବା ହିରୋ ସୁରଜ କିଛି କାମର ବାହାନା ଦେଖାଇ ସେଠାରୁ ଚାଲି ଯାଇଥିଲେ। ୧୦-୧୫ ମିନିଟ ପରେ ଫେରି ଆସିଥିଲେ ସୁରଜ।

ଏହାପରେ କିଡନାପ ହେବାର ସିନ ଅଛି କହି ଦୁର୍ବୃତମାନେ ବିଛାଇଥିଲେ ଜାଲ। ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିଥିଲେ ନାବାଳିକାଙ୍କ ସହିତ। ଏକଥା କାହା ଆଗରେ କହିଲେ ମାରିଦେବାକୁ ଦେଇଥିଲେ ଧମକ। ନାବାଳିକାଙ୍କୁ ରାତିସାରା ୭-୮ ଥର ଦୁଷ୍କର୍ମ କରିବା ପରେ ବହୁତ ମାଡ଼ ମାରିଥିଲେ ଦୁର୍ବୃତମାନେ। ନାବାଳିକାଙ୍କ ମୁଁହ ଓ ଦେହରେ ଫେବିକ୍ୟୁକ୍ ଢାଳି ଦେଇ ନିର୍ଯାତନା ଦେଇଥିଲେ ଦୁର୍ବୃତ।

ଯୁବତୀ ଜଣକୁ ସୁଟିଂକୁ ଡାକିଥିଲେ ବିଷ୍ଣୁ ନାମକ ଏକ ଯୁବକ ଏବଂ ହିରୋ ଚରିତ୍ରରେ ଅଭିନୟ କରୁଥିବା ସୁରଜ ଦୁହେଁ ମିଶି ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଜଣେ ସହଯୋଗୀଙ୍କୁ ମଧ୍ୟ ଫସାଇବ ପାଇଁ ଚେଷ୍ଟା କରିଥିଲେ ଦୁର୍ବୃତମାନେ। କିନ୍ତୁ ପୀଡିତାଙ୍କ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ପୀଡିତା ଜଣକ ଭରତପୁର ଥାନାରେ ଅଭିଯୁକ୍ତଙ୍କ ନାରେ ମାମଲା ରୁଜୁ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।