viral ଭିଡ଼ିଓ-ସୌମ୍ୟ ଙ୍କର ମୃତ୍ୟୁ ମାମଲା କୁ ନେଇ ଏହିପରି କହିଲେ ଯାତ୍ରା କୁଇନ ରାନୀ ପଣ୍ଡା….. ସୋନାଲି ଙ୍କୁ ଯାହା ସେ କହିଛନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ବନ୍ଧୁଗଣ ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚା ରେ ରହିଛି ରାଜଧାନୀ ଭୁବନେଶ୍ବର ରେ ଆତ୍ମହତ୍ୟା କରିଥିବା ପ୍ରତାରିତ ପ୍ରେମିକ ସୌମ୍ୟ ଙ୍କର ଆତ୍ମହତ୍ୟା ବିଷୟରେ । ତେବେ ଓଡ଼ିଆ ସିଙ୍ଗର ସୋନାଲି ନନ୍ଦ ଙ୍କୁ ସେ ପ୍ରେମ କରିଥିଲେ ମାତ୍ର ସୋନାଲି ତାଙ୍କ ସହ ପ୍ରତାରଣା କରିଥିଲେ ଏବଂ ଅନ୍ୟ ଜଣେ ଯୁବକ ଙ୍କ ସହ ସମ୍ପର୍କରେ ରହୁଥିଲେ ବୋଲି। ତେବେ ଏହି ଘଟଣା କୁ ନେଇ ସୌମ୍ୟ ସହି ପାରିଲେ ନାହିଁ ଆଉ ଶେଷ ରେ ଆତ୍ମହତ୍ୟା କରିଦେଲେ। ତେବେ ଆତ୍ମହତ୍ୟା ଏବଂ ତାଙ୍କର ସୁଇସାଇଟ ନୋଟ ରେ ଯାହା ସେ ଲେଖିଥିଲେ ତାହାକୁ ନେଇ ବର୍ତ୍ତମାନ ଚାରିଆଡେ କୋହଳ ଲାଗିଛି।
ତେବେ ସୌମ୍ୟ ଙ୍କର ମୃତ୍ୟୁ କୁ ନେଇ ପ୍ରାୟ ସମସ୍ତେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ତେବେ ଏ ମଧ୍ୟରେ ଆମ ବିବାଦୀୟ ଯାତ୍ରା କୁଇନ ରାନୀ ପଣ୍ଡା ମଧ୍ୟ ନିଜର ମତ ରଖିଛନ୍ତି ଆଉ ସୌମ୍ୟ ଙ୍କର ଆତ୍ମହତ୍ୟା କୁ ନେଇ ସୋନାଲି ଙ୍କୁ ସେ ଯାହା କହିଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ରାନୀ ପଣ୍ଡା ଙ୍କର ଏହି ଭିଡ଼ିଓ ଟି ସେ ନିଜେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଆଉ ତାହା ବର୍ତ୍ତମାନ ଚାରିଆଡେ ନିଆଁ ପରି ଭାଇରଲ ହେଉଛି। ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ଯାତ୍ରା କୁଇନ ରାନୀ ପଣ୍ଡା।
ବନ୍ଧୁଗଣ ରାନୀ ପଣ୍ଡା ପ୍ରାୟ ସବୁବେଳେ ନିଜର କାମ ତଥା କଥା କୁ ନେଇ ବିବାଦ ଘେର ମଧ୍ୟରେ ରହିଥାନ୍ତି। ତେବେ ସୌମ୍ୟ ଙ୍କର ଆତ୍ମହତ୍ୟା ମାମଲା କୁ ନେଇ ସେ କହିଛନ୍ତି କି ,ସୌମ୍ୟ ଙ୍କୁ ଜମାରୁ ଆତ୍ମହତ୍ୟା କରିବାର ନଥିଲା ।
ମୃତ୍ୟୁ ପୂର୍ବରୁ ନିଜ ବାପା ମା ଓ ଭାଇ ଭଉଣୀ ଙ୍କ କଥା ଭାବିକି ତାକୁ ବଞ୍ଚିବାର ଥିଲା। ଯଦି ସୌମ୍ୟ ଜାଣିପାରି ଥିଲେ କି ସୋନାଲି ତାଙ୍କୁ ଧକ୍କା ଦେଉଛି ତାଙ୍କ ସହ ଅନ୍ୟ ପୁଅ ଙ୍କ ସହ ସମ୍ପର୍କରେ ରହୁଛି ,ତେବେ ତାଙ୍କୁ ସୋନାଲି ଠାରୁ ଦୂରେଇ ଯିବାର ଥିଲା। ଆତ୍ମହତ୍ୟା କରି ସେ ଭୁଲ କରିଛନ୍ତି।
ରାନୀ ପଣ୍ଡା ପୁଣି କହିଛନ୍ତି କି ବର୍ତ୍ତମାନ କେତେକ ଏହିପରି ଝିଅ ଅଛନ୍ତି ଯେଉଁ ମାନେ ପ୍ରକୃତ ରେ କାହାକୁ ଭଲ ପାଇନଥାନ୍ତି କେବଳ ତାଙ୍କର ଟଙ୍କା ପଇସା ତଥା ତାଙ୍କ ସହ ସମୟ ବିତାଇବା ପାଇଁ ଆଉ ନିଜର ସଉକ ମେଣ୍ଟାଇବା ପାଇଁ ପ୍ରେମ ନାମରେ ଛଳନା କରିଥାନ୍ତି।
ଖାଲି ଝିଅ ନୁହଁନ୍ତି ବରଂ କେତେକ ପୁଅ ମଧ୍ୟ ଏହିପରି ଅଛନ୍ତି ଝିଅ ର ଟଙ୍କା ରେ ବୁଲିବା ମସ୍ତି କରିବା ତାଙ୍କ ସହ ସମ୍ପର୍କ ରଖିବା ଆଉ ପରେ ଛାଡ଼ିଦେବା। ତେଣୁ ଏହିଭଳି ମାମଲା ରେ କେବେ ବି କୌଣସି ପୁଅ କିମ୍ବା ଝିଅ ଆତ୍ମହତ୍ୟା କରନ୍ତୁ ନାହିଁ।ଯେତେବେଳେ ଦୁହେଁ ଦୁହିଁଙ୍କ ସହ ରହିପାରୁନ ଅଲଗା ହୋଇଯାଅ କିନ୍ତୁ ଆତ୍ମହତ୍ୟା କରିକି ବାପା ମା ଙ୍କୁ ଏହିଭଳି କଷ୍ଟ ଦିଅ ନାହିଁ।
ତେବେ ରାନୀ ପଣ୍ଡା ଙ୍କର ଏହି ଭିଡ଼ିଓ ଟିକୁ ବର୍ତ୍ତମାନ ପ୍ରାୟ ସମସ୍ତେ ଦେଖୁଛନ୍ତି ଏବଂ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଆପଣ ମାନେ ମଧ୍ୟ ଭିଡିଓ ଟିକୁ ଦେଖନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।