ବିବାହ ଏକ ପବିତ୍ର ବନ୍ଧନ ହୋଇ ଥିବା ବେଳେ । ଏହି ବିବାହ କୁ ଦିନେ ସମସ୍ତେ କରି ଥାନ୍ତି । ବିବାହ ଜଣେ ପୁରୁଷ ଓ ନାରୀ ମଧ୍ୟ ରେ ହୋଇ ଥାଏ । ଯାହା ଫୋଳରେ ସଂସାର କୁ ଆଗକୁ ନେବା ପାଇଁ ଏହି ବିବାହ ତିଆରି ହୋଇଚି । ତେଣୁ ଆଜି ଆମେ ଆପଣଂକୁ ଏଭଳି କପୁଲ ବିଷୟରେ କହିବା ପାଇଁ ଯାଉଛୁ , ଯାହାକୁ ଆପଣ TV ରେ ଆପଣ ତାଙ୍କୁ ବହୁତ ଥର ଦେଖି ଛନ୍ତି ।
ତେବେ ଝିଅ ଜନ୍ମ ରୁ ମୃତୁ ପର୍ଯ୍ୟନ୍ତ କେତେ ବେଳେ ଝିଅ ହୋଇ ଥାଏ ତ କେତେ ବେଳେ ଆଉ କାହାର ବହୁ ହୋଇ ଥାଏ , ତ ପୁଣି କେତେ କେତେ ବେଳେ ମା ହୋଇ ଥାଏ । ତେଣୁ ତାର ବହୁତ ରୂପ ହୋଇ ଥାଏ । ତେବେ ଆଜି ଆମେ ତାହାରି କଥା କହିବା ପାଇଁ ଯାଉଛୁ ସେ ଜଣେ ବଲିଉଡ ର ବହୁତ ବଡ଼ ଅଭିନେତ୍ରୀ । ସେ ବହୁତ ଗୁଡିଏ ଫିଲ୍ମ ମଧ୍ୟ କରୁ ଛନ୍ତି । ସେ ଆଉ କେହି ନୁହନ୍ତି କ୍ୟାଟ୍ରିନା କ୍ୟାପ ବିଷୟରେ କହିବା ପାଇଁ ଯାଉଛୁ ।
ତେବେ ଗତ ଡିସେମ୍ବର ମାସ 9 ତାରିଖ ରେ କ୍ୟାଣ୍ଟିନା କ୍ୟାପ ଙ୍କର ବିବାହ ହୋଇ ଥିଲା ଭିକି କୌଶଲ ସହିତ । ତେବେ ବିବାହ ପରେ କ୍ୟାଟ୍ରିନା ଜଣେ ଭଲ ବହୁ ହୋଇ ଯାଇ ଛନ୍ତି । ସେ ରୋଷେଇ ଘରେ କାମ କରୁ ଥିବାର ଦୃଶ୍ୟ ସାମ୍ନା କୁ ଆସିଛି । ଯେଉଁ ଥିରେ କ୍ୟାଟ୍ରିନା ନ ହାଲୁଆ ବନାଉ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି ।
ଏହା ସୋସିଆଲ ମିଡିଆରେ ଏକ ଭଲ ବହୁ ର ସୂଚନା ମିଳୁଛି । ବିବାହ ପରେ କ୍ୟାଟ୍ରିନା ଆଉ ବୋଲିଉଡ଼ ରେ କାମ କରିବେ ନାହିଁ ବୋଲି ମନା କରି ଛନ୍ତି । ସେ କହି ଛନ୍ତି ଏବେ ସେ ବିବାହ କରି ସାରି ଲେଣି , ଏବେ ତାଙ୍କ ସ୍ୱାମୀ ଓ ଶାଶୁର ର ଧ୍ୟାନ ରଖିବେ , ତେଣୁ ସେ ଏବେ ବୋଲିଉଡ଼ ରେ କାମ କରିବେ ନାହିଁ । ସେଥି ପାଇଁ ତାଙ୍କୁ ଭଲ ବହୁର ମାନ୍ୟତା ଦିଆ ଯାଇଛି ।
ଆପଣ ମାନେ ଜାଣି ଥିବେ ଯେ ଭିକି କୌଶଲ କ୍ୟାଟ୍ରିନା ଠାରୁ ବହୁତ ସାନ । ତେବେ ପ୍ରଥମେ କ୍ୟାଟ୍ରିନା ବିବାହ ପାଇଁ ତାଙ୍କୁ ପ୍ରସ୍ତାବ ଦେଇ ଥିଲେ , ତା ପରେ ଭିକି କୌଶଲ ଏହାକୁ ସ୍ୱୀକାର କରି ଥିଲେ । ତେବେ ତାଙ୍କର ବିବାହ ରାଜସ୍ଥାନ ରେ ହୋଇ ଥିଲା । ଏବେ ସେ ଘରେ ରୋଷେଇ କରୁ ଛନ୍ତି । ଏବେ ସେ ତାଙ୍କ ସ୍ୱାମୀ ଙ୍କୁ ସମୟ ଦେଉ ଛନ୍ତି , ତା ସହିତ ସ୍ୱାମୀ ର ଯତ୍ନ ନେଉ ଛନ୍ତି । ଏବେ ଏହି ହାଲୁଆ ଭିଡିଓ ବହୁତ ଚର୍ଚା ରେ ରହିଛି । ତେଣୁ ଆପଣ ମାନେ ଏହି ଭିଡିଓ ଟିକୁ ଦେଖି ଖୁସି ହେଇ ଯାଆନ୍ତୁ । ଏମିତି ଭାଗ୍ୟ ସମସ୍ତ ଙ୍କୁ ମିଳୁ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।