viral ଭିଡ଼ିଓ -Singer Arpita ଙ୍କ ସହ ଠୁମକା ଲଗେଇଲେ ଭାଇରାଲ ବୟ ଶାନ୍ତନୁ… ମାତ୍ର 4 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି
ଆପଣମାନେ ପ୍ରାୟ ସମସ୍ତେ ଭାଇରାଲ ବୟ ଶାନ୍ତନୁଙ୍କୁ ଭଲ ଭାବରେ ଜାଣିଥିବେ।ଓଡ଼ିଶାର ନୂଆ ସ୍ୱର ଜୁନିୟରରେ ଅଡିଶନ୍ ଦେବା ପାଇଁ ଆସି ଭାଇରାଲ ବୟେ ପାଲଟି ଯାଇଥିଲେ ମାତ୍ର ୭ ବର୍ଷର କୁନି ପୁଅ ଶାନ୍ତନୁ କୁମାର ମହାନ୍ତି। ତାଙ୍କର ଗୀତ ସାଙ୍ଗକୁ ନଟଖଟି କଥା ଏବଂ ଅଭିନୟ ପାଇଁ ସେ ଖୁବ୍ ପରିଚିତ ହୋଇ ପାରିଛନ୍ତି।
ଶାନ୍ତନୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଦିନ କେଇଟା ମଧ୍ୟରେ ଶାନ୍ତନୁଙ୍କ ସ୍ୱର ସାରା ଓଡ଼ିଶାରେ ପହଂଚି ପାରିଛି। ସୋସିଆଲ ମିଡିଆରେ ଏବେ ଅଧିକ କ୍ରେଜ୍ ଦେଖିବାକୁ ମିଳୁଛି ଏହି କୁନି ଗାୟକ ଶାନ୍ତନୁ କୁମାର ମହାନ୍ତିଙ୍କର।
ଶାନ୍ତନୁଙ୍କ କଥା କହିବା ଷ୍ଟାଇଲ ସାଙ୍ଗକୁ ତାଙ୍କର ଅଭିନୟକୁ ଖୁବ୍ ପସନ୍ଦ କରିଥାନ୍ତି ଦର୍ଶକ ମାନେ।ତେବେ ବର୍ତ୍ତମାନ ସମୟରେ ଯେଉଁ ଭିଡିଓ ସାମ୍ନାକୁ ଆସୁଛି ସେଥିରେ ଆପଣ ଦେଖିବାକୁ ପାଇବେ ଭାଇରାଲ ବୟ ଶାନ୍ତନୁଙ୍କ ସହିତ ଲୋକ ପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅର୍ପିତା ଗୀତ ଗାଇ ଥୁମକା ଲଗାଉଛନ୍ତି।
କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓଡ଼ିଆ ସଙ୍ଗୀତ ଜଗତର ଏକ ଜଣାଶୁଣା ନା। ତାଙ୍କର ଗୀତ କଣ୍ଠର ଯାଦୁରେ ସମସ୍ତଙ୍କ ମନରେ ଜାଗା କିଣି ପାରିଛନ୍ତି ଅର୍ପିତା।ଆପଣ ମାନେ ତାଙ୍କର ଅନେକ ଜବରଦସ୍ତ ଗୀତ ଗାଇଥିବା ର ନିଶ୍ଚୟ ଦେଖିଥିବେ । ସେ ବହୁ ଗୁଡିଏ ଭଜନ , ଚଳଚିତ୍ର ଓ ଆଲବମ ରେ ଗୀତ ଗାଈ ଲୋକ ମାନ ଙ୍କୁ ବେସ ମନୋରଞ୍ଜନ କରାଇଛନ୍ତି ।
ନବମ ଶ୍ରେଣୀ ରେ ପଢୁଥିବା ସମୟ ରେ ଭୟସ ଅଫ ଓଡିଶା ର ଏକ ରିଆଲିଟି ସୋ ରେ ଭାଗ ନେଇଥିଲେ ଓ ସେ ତାଙ୍କ ସୁ ମଧୁର କଣ୍ଠ ରେ ଜବରଦସ୍ତ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଥିଲେ। ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର ସେ ଏକ ଆଗ ଧାଡ଼ିର ଗାଇକା ଭାବରେ ପରିଚିତ।
ତେବେ ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଏକ ଷ୍ଟେଜ ରେ ପ୍ରୋଗ୍ରାମ ଚାଲିଛି। ଆଉ ସେଠାରେ ଅର୍ପିତା ଚୌଧୁରୀ ଗୀତ ଗାଉଛନ୍ତି। ଗୀତ ଗାଉଥିବା ସମୟରେ ଭାଇରାଲ ବୟ ଶାନ୍ତନୁ ଆସି ତାଙ୍କ ସହିତ ଡାନ୍ସ କରୁଛନ୍ତି। କେବଳ ଶାନ୍ତନୁ ନୁହଁନ୍ତି ଭାଇରାଲ ଗାର୍ଲ୍ ରିତିକା ମଧ୍ୟ ଆସି ଅର୍ପିତା ଏବଂ ଶାନ୍ତନୁଙ୍କ ସହିତ ଠୁମକା ଲଗାଉଛନ୍ତି। ତେବେ ଏମାନଙ୍କର ଜବରଦସ୍ତ ପଫ୍ରୋମାନ୍ସ ଦର୍ଶକମାନଙ୍କୁ ଖୁବ୍ ଆକର୍ଷିତ କରିଛି।
ସୁପରହିଟ ଓଡ଼ିଆ ଆଲବମ ଗୀତ “ତୁ ଯା ତୁ ଯା ତତେ କିଏ ପଚାରେ ତୁ ଗଲା ପରେ ମତେ ମିଳିବେ ହଜାରେ” ଏହି ଗୀତକୁ ଗାଇ ଅର୍ପିତା ଖୁବ୍ ସୁନ୍ଦର ଡାନ୍ସ କରୁଥିବାର ନଜର ଆସୁଛନ୍ତି। ତେବେ ଶାନ୍ତନୁ ଏବଂ ରିତିକା ଅର୍ପିତାଙ୍କ ସହିତ ମିଶି ଷ୍ଟେଜରେ କମାଲ କରୁଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି। ଏଥି ସହିତ ଏହାକୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।