viral ଭିଡ଼ିଓ- shocking ଭିଡ଼ିଓ ସାପ କାମୁଡ଼ା ରେ ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରୁଛନ୍ତି ଯୁବକ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ତେବେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।ଆଉ ଏହି ସାପ କାମୁଡିଲେ ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥାଏ ,ତେବେ ଏହିଭଳି ଏକ ଘଟଣା ର ସ୍ୱୀକାର ହୋଇଛନ୍ତି ଉତ୍ତର ପ୍ରଦେଶ ର ଜଣେ ଯୁବକ।

ତେବେ କିଛି ଦିନ ତଳେ ଉତ୍ତର ପ୍ରଦେଶ ରେ ଅତ୍ୟନ୍ତ ଦୁର୍ଭାଗ୍ୟ ବଶତଃ ତଥା ହୃଦୟ ବିଦାରକ ଘଟଣା ଟି ଦେଖିବାକୁ ମିଳିଥିଲା।ଗୋଟିଏ ନାଗ ସାପ ର ଦଂଶନ ଫଳରେ ଏକ ୨୫ ବର୍ଷ ର ଯୁବକ ଅତ୍ୟନ୍ତ ଗୁରୁତ୍ୱର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ତେବେ ସେହି ବିଷ ଧର ସାପଟି ପୁଣି ସେହି ଘରେ ଦେଖାଯିବାରୁ ସାପ ଧରାଳି ଜଣଙ୍କ ସାପ ଟିକୁ ଉଦ୍ଧାର କରିବାକୁ ଆସିଥିଲେ, ଆଉ ସାପ ଟିକୁ ଧରିବା ପରେ ପରିବାର ଲୋକେ ସବୁ କଥା ଜଣାଇଥିଲେ ଏବଂ ପରେ ସାପ ଧରାଳି ଜଣଙ୍କ ଅତ୍ୟନ୍ତ ସାବଧାନତା ଓ କୌଶଳ ର ସହ ସାପ ଟିକୁ ଉଦ୍ଧାର କରିଥିଲେ।

ତେବେ ଘଟଣା ଟି କିଛି ଏହିପରି ଥିଲା କି ସେହି ବ୍ୟକ୍ତି ଙ୍କର ରୋଷେଇ ଘରେ ଏକ ବିଷଧର ସାପ ନିଜର ଖାଦ୍ୟ ପାଇଁ ଲୁଚିଥିଲା। ତେବେ ସେହି ପରିବାର ର ୨୫ ବର୍ଷ ର ଯୁବକ ଜଣଙ୍କ ସେହି ଘରକୁ ଯିବା ବେଳେ ସାପ ଟି ତାଙ୍କୁ କାମୁଡ଼ି ଦେଇଥିଲା।

ମାତ୍ର ଯୁବକ ଜଣଙ୍କ ଏହା ଜାଣିପାରି ନଥିଲେ, ସାପ ଟି ପ୍ରାୟ ୩.୩୦ ମିନିଟ ରେ କାମୁଡ଼ି ଥିଲା ଏବଂ ଯୁବକ ଜଣଙ୍କ ଏହାକୁ ସନ୍ଧ୍ୟା ୬ ଘଟିକା ବେଳକୁ ବିଷ ର ଲକ୍ଷଣ ଜାଣିବା ପରେ ଜାଣିଥିଲେ। ତେବେ ସଂଗେ ସଂଗେ ଉକ୍ତ ଯୁବକ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

ତେବେ ଯୁବକ ଙ୍କର ହାତ ରେ ସାପ ଟି କାମୁଡି ଦେଇଥିଲେ ,ମାତ୍ର ବର୍ତ୍ତମାନ ଡାକ୍ତର ଙ୍କର ସୂଚନା ଅନୁସାରେ ଯୁବକ ଜଣଙ୍କ ସୁସ୍ଥ ଅଛନ୍ତି। ତେବେ ସାପ ଧରାଳି ଜଣଙ୍କ ସେହି ଯୁବକ ଙ୍କର ଘର କୁ ଆସି ବିଶାଳକାୟ ବିଷଧର ସାପ ଟିକୁ ଉଦ୍ଧାର କରିଥିଲେ ।

ତେବେ ସେ କହିଥିଲେ କି ଏହି ସାପ ଟିର ଦାନ୍ତ ବହୁତ ସରୁ ଓ କ୍ଷୁଦ୍ର ତେଣୁ ଏହି ସାପ କାମୁଡ଼ି ଲେ ହଠାତ ଜଣେ ଜାଣିପାରନ୍ତି ନାହିଁ। ଭାରତ ରେ ଏହି ସାପ କୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ। ତେବେ ଆପଣ ମାନେ ମଧ୍ୟ ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।