viral ଭିଡ଼ିଓ- shocking ଭିଡ଼ିଓ ଭାଗ୍ୟ ରେ ଥିଲେ ମୃତ୍ୟୁ କୁ ପାଖରେ ଦେଖି ବଞ୍ଚି ଯିବାର ସୁଯୋଗ ମିଳେ……ସୋସିଆଲ ମିଡ଼ିଆ ଭାଇରଲ ହେଉଥିବା ଏହି ଭାଗ୍ୟବାନ ଲୋକଙ୍କ ଭିଡ଼ିଓ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବନ୍ଧୁଗଣ କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆଉ ଭିଡିଓ ଟିକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଏହା ଏତେ ଭୟଙ୍କର ଅଟେ ବୋଲି।ତେବେ ଆମେ ଆଜି ଆପଣ ଙ୍କୁ ଏହିପରୀ କେତେକ ଭାଇରଲ ତଥା ଅତ୍ୟନ୍ତ ଭୟଙ୍କର ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଦେଖିଲେ ଆପଣ ମଧ୍ୟ କହିବେ କି ଭାଗ୍ୟ ଭଲ ଥିଲା ବୋଲି ବଞ୍ଚିଗଲା।

୧.୨୦୨୧ ସେପ୍ଟେମ୍ବର ମାସରେ ଆମେରିକା ରେ ଏହିଭଳି ଏକ ଆଶ୍ଚର୍ଯ୍ୟ ଚକିତ ଭିଡ଼ିଓ ସାମ୍ନା କୁ ଆସିଥିଲା ଯାହାକୁ ଦେଖି ସବୁ ଆବାକ ହୋଇଯାଇଥିଲେ। ତେବେ ଭିଡ଼ିଓ ଟି କିଛି ଏହିପରି ଥିଲା କି ଏକ ଦମ୍ପତି ପାରସୁଟ ରେ ଆକାଶ ରେ ଉଡି ତାର ମଜନେବାକୁ ଆସିଥିଲେ।

 ତେବେ ପାରସୁଟ ଫାଇଟିଂ କରୁଥିବା ଲୋକ ଜଣଙ୍କ ଭୁଲ ରେ ସେହି ମହିଳା ଙ୍କର ପାରସୁଟ କୁ ଠିକ ଭାବରେ ଲଗାଇ ନଥିଲେ ଆଉ ସେମାନେ ଉଡାଣ ଭରିଦେଲେ। କିନ୍ତୁ ଯୁବତୀ ଜଣଙ୍କ ର ଭାଗ୍ୟ କୁ ମାନିବାକୁ ପଡିବ କି ସେ ନିଜ ସ୍ୱାମୀ ଙ୍କୁ ସେହିପରି ପ୍ରାୟ ଦୁଇ ମିନିଟ ପର୍ଯ୍ୟନ୍ତ ଧରି ଝୁଲେଇ ରହିଲେ ଆଉ ପରେ ପାଇଲଟ ତାଙ୍କୁ ଏକ ଫାଙ୍କା ସ୍ଥାନରେ ଛାଡ଼ିଦେଇଥିଲେ ଆଉ ତାଙ୍କ ଜୀବନ ବଞ୍ଚିଗଲା।

୨.ସେହିପରି ସ୍ୱଡେନ ରେ ଜଣେ ଯୁବକ ସୁରକ୍ଷା ପାଇଁ ତଳ ଏକ ରଶୀ ଝୁଲାଇ ଦେଇ ପ୍ରାୟ ୧୧ ଶହ ଫୁଟ ଉଚ୍ଚତା ରେ ପାରସୁଟ ରେ ମଜା କରୁଥିଲେ। ମାତ୍ର ଏହି ସମୟରେ ସେହି ରାସ୍ତା ଦେଇ ଅନ୍ୟ ଏକ ଫ୍ଲାଇଟ ଆସୁଥିଲା।

ତେବେ ଏହାକୁ ଦେଖି ଯୁବକ ଜଣଙ୍କ ଆବାକ ହୋଇ ରହିଗଲେ ।କିନ୍ତୁ ତାଙ୍କର ଭାଗ୍ୟ ବହୁତ ଭଲ ଥିଲା କି ଏରୋପ୍ଲେନ ଟି ତାଙ୍କ ରଶୀ ର ସାଇଟ ଦେଇ ପାସ କରିଗଲା ,ତେବେ ଯଦି ଏରୋପ୍ଲେନ ଟି ରଶୀ ରେ ଲାଗିଥାନ୍ତା ତେବେ କଣ ହୋଇଥାନ୍ତା ଆପଣ ଭାବି ବି ପାରିବେନି।

୩.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ଜଣେ ବରିଷ୍ଠ ଲୋକ ତାଙ୍କ ଡ଼ଙ୍ଗା ରେ ଘର ପାଖରେ ଥିବା ଏକ ନଦୀରେ ବୁଲୁଥିଲେ ଆଉ ତାର ମଜା ନେଉଥିଲେ।

ବେ ବୁଲୁବା ସମୟରେ ସେ ଜଙ୍ଗଲ ଆଡ଼କୁ ନଦୀରେ ଚାଲିଗଲେ ଆଉ ତା ପରେ ତାଙ୍କ ସହ ଯାହା ଘଟିଲା ତାହା ଅତ୍ୟନ୍ତ ଭୟଙ୍କର ଥିଲା। ତେବେ ହଠାତ ତାଙ୍କ ଡ଼ଙ୍ଗା କୁ ଏକ କୁମ୍ଭୀର ଆସି ଧକ୍କା ଦେଲେ ଆଉ ଡ଼ଙ୍ଗା ଟି ଓଲଟି ଗଲା ମାତ୍ର ତାଙ୍କର ଭାଗ୍ୟ ଭଲ ଥିଲା କି କୁମ୍ଭୀର ତାଙ୍କୁ ଆକ୍ରମଣ କରିନଥିଲା।

୫.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖାଯାଇ ଥିଲା କି ଜଣେ ଯୁବକ ଅନ୍ୟ ଜଣେ ଯୁବତୀ ଙ୍କୁ ଦୋଳି ରେ ବସାଇ ପାହାଡ଼ ଉପର ତଳକୁ ଝୁଲାଉ ଥିଲେ ମାତ୍ର ଭୁଲ ରେ ଦୋଳି ର ତଳେ ଲାଗିଥିବା ଦୌଡ଼ି ତାଙ୍କ ପାଦରେ ଛନ୍ଦି ଯାଇଥିଲା ।ମାତ୍ର ସୌଭାଗ୍ୟ ଯେ ସେ ପାହାଡ ତଳକୁ ନପଡ଼ି ମୃତ୍ୟୁ ରୁ ବଂଚିଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।