viral ଭିଡ଼ିଓ-ଶିକାର କରିବାକୁ ଯାଇ ନିଜ ଛୁଆ କୁ ସବୁଦିନ ପାଇଁ ହରାଇଲା ଚିତା ବାଘ..ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ମଣିଷ ଓ ପଶୁପକ୍ଷୀ ଙ୍କ ଭିତରେ ସେହିପରି କୌଣସି ପାର୍ଥକ୍ୟ ନାହିଁ, ଯଦି ଫରକ ଅଛି ତ ତାହା କେବଳ ଏତିକି ଯେ ଆମେ ସଭ୍ୟ ସମାଜ ରେ ବାସ କରୁ ଆଉ ସେମାନେ ଜଙ୍ଗଲ ରେ। ମାତ୍ର ଯଦି ଆମେ ଜଣେ ମା ର ଭଲପାଇବା ଦୃଷ୍ଟି ରୁ ଦେଖିବା ତେବେ ଆପଣ ଜାଣିପାରିବେ କି ଗୋଟିଏ ମା ତ ମା ହିଁ ହୋଇଥାଏ ସେ ପଶୁପକ୍ଷୀ ହେଉ କିମ୍ବା ମଣିଷ। ତେବେ ମଣିଷ ଭଳି ସେମାନ ଙ୍କୁ ମଧ୍ୟ ଖାଦ୍ୟ ପାଇଁ ନିଜ ପିଲାଙ୍କୁ ଏକୁଟିଆ ରଖିବାକୁ ହୋଇଥାଏ ,ଆଉ ତାଙ୍କର ପିଲା ତାଙ୍କ ଠାରୁ ଦୂରେଇ ଗଲେ ତାଙ୍କୁ ମଧ୍ୟ ବହୁତ କଷ୍ଟ ହୋଇଥାଏ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଦୁଃଖିତ ହୋଇଯିବେ। ତେବେ ବନ୍ଧୁଗଣ ଭିଡ଼ିଓ ଟି ଡ୍ରନ ଦ୍ୱାରା ରେକର୍ଡ କରାଯାଇଥିଲା ଏକ ଜଙ୍ଗଲ ମଧ୍ୟରେ ।
ଭିଡ଼ିଓ ଟି କିଛି ଏହିପରି ଥିଲା କି ଗୋଟିଏ ଚିତା ବାଘ ତାର କୁନି ଛୁଆ କୁ ଧରି ଜଙ୍ଗଲ ରେ ବୁଲୁ ଥିଲା,ଆଉ ନିଜର ପେଟ ପାଇଁ ଖାଦ୍ୟ ସନ୍ଧାନରେ ରହିଥିଲା। ତେବେ ସେ ଗୋଟିଏ ସ୍ଥାନରେ କେତକ ହରିଣ ଚରୁ ଥିବାର ଦେଖିଲା ଆଉ ତାକୁ ଉଚିତ ସୁଯୋଗ ଆସିଲେ ଶିକାର କରିବା ପାଇଁ ଅପେକ୍ଷା କରିଥିଲା ନିଜ କୁନି ଛୁଆ କୁ ଧରି।
କିନ୍ତୁ ଚିତା ବାଘ ଯେଉଁ ପରି ହରିଣ ଙ୍କୁ ଖାଦ୍ୟ ପାଇଁ ଶିକାର କରିବା କୁ ଅପେକ୍ଷା କରିଥିଲା , ଠିକ ସେହିପରି ଚିତା ର ଛୁଆ କୁ ଖାଇବା ପାଇଁ ଅହିରାଜ ସାପ ଅପେକ୍ଷା କରିଥିଲା।
ତେବେ ଚିତା ବାଘ ଯେତେବେଳେ ତାର ପିଲା ଟିକୁ ଗୋଟିଏ ସ୍ଥାନରେ ଲୁଚେଇ ଦେଇ ସ୍ୱୀକାର କରିବାକୁ ଗଲା ,ଅହିରାଜ ସାପ ବାଘ ଛୁଆ କୁ ଶିକାର କରିବା କୁ ଆଗେଇ ଆସିଲା।ତେବେ ସେପଟେ ଚିତା ବାଘ ଲୁଚି ଲୁଚି କରି ଯାଇ ଗୋଟିଏ ହରିଣ କୁ ମାଡି ବସିଲା ଆଉ ତାହାକୁ ଖାଦ୍ୟ ପାଇଁ ମାରି ଦେଲା ମଧ୍ୟ।
ଠିକ ସେହିପରି ସେପଟେ ଅହିରାଜ ସାପ ଟି ଧୀରେ ଧୀରେ ଆସି ଚିତା ବାଘ ର ଛୁଆ ଟିକୁ ଗିଳି ଦେଇଥିଲା।ଆଉ ଖାଦ୍ୟ ଶିକାର କରିବା ପରେ ଯେତେବେଳେ ଚିତା ତା ଛୁଆ ପାଖକୁ ଆସିଲା ସେତେବେଳେ ସେ ଦେଖିଲା କି ତା ଛୁଆ କୁ ଅହିରାଜ ସାପ ଗିଳି ଦେଇଛି ବୋଲି।
ଆଉ ସେହି ବହୁତ ବଡ଼ ଅହିରାଜ ସାପ ର ପେଟ ଭିତରେ ତା ପିଲା ଅଛି,ସେତେବେଳେ ବାଘ ଟି ଅହିରାଜ ସାପ ଉପରକୁ ଆକ୍ରମଣ କଲା ଆଉ ତା ପେଟ ମଧ୍ୟରୁ ତା ଛୁଆ କୁ ମୃତ ଛୁଆ କୁ ଦେଖି ବହୁତ ମନ କଷ୍ଟ କଲା ।ଆଉ ତାକୁ ପାଟିରେ ପୁରାଇ ନେଇଗଲା।
ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଏବଂ ଏହାକୁ ଦେଖିବା ପରେ ସମସ୍ତ ଙ୍କର ଆଖିରେ ଲୁହ ଆସି ଯାଇଛି।ତେବେ ଏହା ସତ୍ୟ ଅଟେ କି ସେ ପଶୁପକ୍ଷୀ ହେଉ କି ମଣିଷ ମା ଗୋଟିଏ ମା ହିଁ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।