viral ଭିଡ଼ିଓ-ଶେଷରେ ଭାଇରାଲ ବୟ ସାନ୍ତୁନ ଯାହା କହିଲେ , ଆପଣ ସୁଣିଲେ କାନ୍ଦି ପକେଇବେ ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି !

ଛୋଟା ପକେଟ ବଡା ଧମାକା କୁ ତ ଆପଣ ମାନେ ଜାଣି ଥିବେ । ସେ ଆଉ କେହି ନୁହନ୍ତି । ତାଙ୍କ ନାମ ହେଉଛି ସାନ୍ତୁନ କୁମାର ମହାନ୍ତି । ଯିଏ କି ଓଡିଶା ର ନୂଆ ସ୍ୱର ରେ ଭାଗ ନେଇ ଥିଲେ । ଆଉ ତାଙ୍କର ଗାଇବା ର ଷ୍ଟାଇଲ ଆଜି ସାରା ଓଡିଶା ବସି ଙ୍କ ମନରେ ଖିସିର ଲହରୀ ଆଣି ଦେଇଛି । କାରଣ ଏତେ ଛୋଟ ବେଳୁ ସେ ଏତେ ସୁନ୍ଦର ଗାଉ ଛନ୍ତି ତାହା କହି ହେବ ନାହିଁ ।

ଯେ କେହି ମଧ୍ୟ ତାଙ୍କ ଗୀତ କୁ ଶୁଣୁଛି । ସେ ଥରେ ଶୁଣି ରହି ପାରୁ ନାହିଁ ଗୋଟେ ଦିନରେ 10 ଥର ଶୁଣିବା ପାଇଁ ଚେଷ୍ଟା କରୁଚି । କେବଳ ତାଙ୍କ ଗୀତ ସମସ୍ତଙ୍କୁ ମୁଗ୍ଧ କରି ନାହିଁ ତାଙ୍କ କଥା କହିବାର ଷ୍ଟାଇଲ , ଗୀତ ଗାଇ ଅଭିନୟ କରିବା ର ଷ୍ଟାଇଲ , ଜଜେସ ଙ୍କ ସହିତ ଖୋଲିକ କଥା ହେବାର ଷ୍ଟାଇଲ ଆଜି ସାରା ଓଡିଶା ବାସୀଙ୍କୁ ଘାଇଲା କରି ଦେଇଛି । ସେଥି ପାଇଁ ତାଙ୍କୁ ପପୁ କହିଲେ ତୁ ଦିନେ ଓଡ଼ିଆ ସିନେମା ର ହିରୋ ହଇ ବହାରିବୁ ଆଉ ତର ଆକ୍ଟିଂଗ ମଧ୍ୟ ବହୁତ ଭଲ ଅଛି ।

ଆଜି ସମସ୍ତଙ୍କ ମୋବାଇଲ ଷ୍ଟେଟସ ରେ କେବଳ ସାନ୍ତୁନ ଗାଇ ଥିବା ଭିଡିଓ ଭାଇରାଲ ହେଉଛି । କିଏ ଜାଣେ ସେ ଦିନେ ମଧ୍ୟ ଏ ଓଡିଶା ର ନାମ ରଖିବ । ତେବେ ଜଜେସ ମଧ୍ୟ କହି ଛନ୍ତି ସେ ଦିନେ ସାରା ଓଡିଶା ର ନାମ ରଖିବ ଗୀତ ଗାଇ । ତେବେ ଆଜି ଆମେ ଜାଣିବା ସାନ୍ତୁନ ବିଷୟ ରେ । ତାଙ୍କୁ ଗୋଟେ ଟିଭି ଚେନାଲ ପଚାରିବା ପାଇଁ ଯାଇ ଥିଲା ।

ସେଠାରେ ଯାହା ଜାଣିବା ପାଇଁ ମିଳି ଥିଲା । ସାନ୍ତୁନ ପ୍ରଥମେ ନାଚ ଶିଖିବା ପାଇଁ ଯାଇ ଥିଲେ । କିନ୍ତୁ ସେ ଟିଭି ରେ ଦେଖି ଥିଲେ ସିଙ୍ଗିଙ୍ଗ ରିଆଲିଟି ଶୋ ତେଣୁ ସେ ମୁମ୍ବାଇ ଯାଇ ଥିଲେ ଗୀତ ଗାଇବା ପାଇଁ । କିନ୍ତୁ ଯେହେତୁ ସେ ଗୀତ ଶିଖି ନ ଥିଲେ ସେଥି ପାଇଁ ସେ ସେଠାରୁ କଟି ପଳାଇ ଆସି ଥିଲେ ।


ପୁଣି ଓଡିଶା ର ନୂଆ ସ୍ୱର କୁ ଯାଇ ଥିଲେ । ଆଉ ସେଠାରେ ସେ ହୋଇ ଯାଇ ଥିଲେ ଭାଇରାଲ ବୟ । ସେ ଏବେ ଚାରି ମାସ ହେଲା ଗୀତ ଶିଖୁ ଛନ୍ତି ବୋଲି ସେ କହି ଥିଲେ । ତେବେ ତାଙ୍କୁ ଆହୁରି ମଧ୍ୟ ପଚାରି ଥିଲେ ପାଠ ପଢିବା ପାଇଁ ତାଙ୍କୁ କେଉଁ ବିଷୟ ଭଲ ଲାଗି ଥାଏ ।

ଉତ୍ତର ରେ ଆସି ଥିଲା ପାଠ ପଢିବା ପାଇଁ ତାକୁ ସବୁ ବିଷୟ ଭଲ ଲାଗି ଥାଏ । ଏହି ଭଳି ତାଙ୍କୁ ବହୁତ ଗୁଡିଏ ପ୍ରଶ୍ନ ପଚାରିଲେ ଥିଲେ ସେ ଉତ୍ତର2 ମଧ୍ୟ ଦେଇ ଥିଲେ । ଶେଷରେ ସେ ଗୋଟେ ଇମୋସନାଲ ଗୀତ ଗାଇ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।