viral ଭିଡ଼ିଓ -ସ୍କୁଲ ଝିଅ Video Calling କରି ଲଗାଉଛି ମଥାରେ ସିନ୍ଦୁର…. ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ମାତ୍ର 4 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

ବାପା ମା ମାନେ ଅନେକ ସ୍ୱପ୍ନ ନେଇ ତାଙ୍କର ପୁଅ ଝିଅ ଙ୍କୁ ପାଠ ପଢିବାକୁ କଲେଜ ଛାଡ଼ିଥାନ୍ତି। ତାଙ୍କର ସ୍ୱପ୍ନ ଏହା ଥାଏ କି ମୋ ଝିଅ ଆଉ ମୋ ପୁଅ ପାଠ ପଢି ବଡ଼ ମଣିଷ ହେବ ଆଉ ମୋର ନାମ ରଖିବ। କିଏ କହେ ମୋ ଝିଅ ଡାକ୍ତର ହେବ ତ ଆଉ କୋଉ ବାପା କହେ ମୋ ଝିଅ ଇଞ୍ଜିନିୟର ହେବ, ମା ମାନେ ମଧ୍ୟ କୁହନ୍ତି କି ମୋ ଝିଅ ପାଠ ପଢି ବଡ଼ ଚାକିରୀ କଲେ ଆମ ଦୁଖଃ ନେବ ବୋଲି ।

କିନ୍ତୁ ପ୍ରକୃତ ତାଙ୍କର ଝିଅ ପୁଅ ପାଠ ପଢୁଛନ୍ତି କିମ୍ବା କଲେଜ ଯାଇ ବାପା ମା ଙ୍କର ସ୍ୱପ୍ନ ରେ ନିଆଁ ଲଗାଉଛନ୍ତି ତାହା ଆପଣ ଅନେକ ଖବର ତଥା ଭିଡ଼ିଓ ମାଧ୍ୟମ ରେ ଜାଣିପାରୁ ଥିବେ ନିଶ୍ଚିତ।ବର୍ତ୍ତମାନ ପୁଅ ଝିଅ ମାନେ ବାପା ମାଆ ଙ୍କର ସ୍ୱପ୍ନ ଏବଂ ପରିଶ୍ରମ ଦେଖୁ ନାହାନ୍ତି।

କଲେଜ ଯାଇ ଅସଙ୍ଗତ ରେ ପଡି କେତେବେଳେ ପ୍ରେମ ରେ ପାଗଳ ହେଉଛନ୍ତି ତ କେତେବେଳେ ଅଶୀଳ ବ୍ୟବହାର ମଧ୍ୟ କରୁଛନ୍ତି। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭିଡିଓ ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ବନ୍ଧୁଗଣ କିଛି ଦିନ ତଳେ ଏକ କଲେଜ ଝିଅ ର ଟିକଟକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହୋଇଥିଲା। ତେବେ ଭିଡିଓ ଟି ଦେଖିବା ପରେ ସବୁ ତାହାର ମଜାକ ଉଡାଇ ଥିଲେ ।

ତେବେ ଭିଡିଓ ଟିରେ ଦେଖା ଯାଇଥିଲା କି ଝିଅ ଟି ପାଠ ପଢିବା କୁ ଯିବା ସମୟରେ ନିଜକୁ ସଜବାଜ କରୁଥିବା ବେଳେ ସେ ମୁଣ୍ଡ ରେ ମଝିରେ ସିଥା ବାହାର କରି ସେଥିରେ କୋଉ ପୁଅ ନାମରେ ସିନ୍ଦୂର ଲଗାଉ ଥିଲା। ଆଉ ତା ପରେ କେଶ କୁ ଏପରି ଷ୍ଟାଇଇ ରେ ସଜେଇ ରଖୁଦେଲା କି କେହି ଜାଣିପାରିବେ ନାହିଁ ସେ ସିନ୍ଦୂର ଲଗେଇଛି ବୋଲି।

ତେବେ ଭିଡିଓ ଟି ଦେଖିବା ପରେ ଆପଣ ନିଶ୍ଚିତ ଜାଣିପାରୁ ଥିବେ କି ଝିଅ ଟି ପାଠ ପଢିବାକୁ ଯାଉଛି କି କୋଉ ବାତେରା ଟୋକା ପ୍ରେମ ରେ ପଡି ପାଠ ସାଠ ସବୁ ଭୁଲିଯାଇ ବାପା ମା ଙ୍କ ମୁଁହ ରେ କଳା ବଳିବାକୁ ଯାଉଛି। ଏପଟେ ବାପା ଭାବୁଛନ୍ତି ମୋ ଝିଅ ପାଠ ପଢି ଡାକ୍ତର ହେବ ଆଉ ମା କହୁଛି ମୋ ଝିଅ ଡାକ୍ତର ନୁହେ ମୋ ସେ ଇଞ୍ଜିନିୟର ହେବ। ଏହିପରି ଅନେକ ସ୍ୱପ୍ନ ଦେଖୁଛନ୍ତି ସେମାନେ ଆଉ ଝିଅ ସେପଟେ ତାର ସ୍ୱପ୍ନ କୁ ନେଇ ବ୍ୟସ୍ତ।

ତେବେ ଆପଣ ମାନେ ମଧ୍ୟ ଏହିପରି ଅନେକ ଝିଅ ଓ ପୁଅ ଙ୍କର କାରନାମା ବିଷୟରେ ଆପଣ ଦେଖିବା କୁ ପାଉଥିବେ ନିଶ୍ଚିତ। ତେବେ ଆମେ ଆପଣ ଙ୍କୁ କହିରଖୁଚୁ କି ବାପା ମା ଙ୍କର ସ୍ୱପ୍ନ କୁ ଯଦି ତୁମେ ପୁରୁଣ ନ କରିପାରିବ ତେବେ ତାଙ୍କର ସାମ୍ନାମ ସହ ଏହିପରି ଖେଳ ନାହିଁ ।ଭଲ ଭାବରେ ପାଠ ପଢି ତାଙ୍କର ନାମ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।