viral ଭିଡ଼ିଓ – ସ୍କୁଲ ଭିତରେ ଛାତ୍ରୀ ଟାଣିଲେ sigaret ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!

ସାଧାରଣ ଭାବରେ ଦେଖିବା ପାଇଁ ଗଲେ ବାପା ମା ମାନେ ପିଲା ମାନଙ୍କ ପ୍ରତି ବହୁତ ଆଶା ରଖି ଥାନ୍ତି । ପିଲା ଜନ୍ମ ନ ହଉଣୁ ବାପା ମା ମାନେ ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଇ ଥାନ୍ତି । କେଉଁ ବାପା ଚିନ୍ତା କରି ଥାଏ ମୋ ପିଲା ବଡ଼ ହେଲେ ମୋ ନାଁ ରଖିବ ତ ପୁଣି କେଉଁ ବାପା ମା ମାନେ ଚିନ୍ତା କରି ଥାନ୍ତି ମୋ ପିଲା ବଡ଼ ହେଲେ ଦିନେ ଡକ୍ଟର କି ଇଂଜିନିଆର ହେବ ।

କିନ୍ତୁ ଆଜି କାଲି ର ପିଲା ମାନେ ବାପା ମା ର ସ୍ୱପ୍ନ କୁ ଶାଖାର କରିବା ପାଇଁ ଦେଉ ନାହାନ୍ତି । ପିଲା ମାନେ ବାପା ମା ର ସବୁ ଆଶା ଭରସା କୁ ମାଟିରେ ମିଶାଇ ଦେଉ ଛନ୍ତି । ବାପା ମା ମାନେ ନ ଖାଇ ନ ପିଇ ନିଜ ପିଲା ମାନକୁ ପାଠ ପଢ଼ାଇ ଥାନ୍ତି । କେହି କେହି ବାପା ପିଲାକୁ ବଡ଼ ସ୍କୁଲ କଲେଜ ରେ ପଢେଇବା ପାଇଁ ବ୍ୟାଙ୍କ ରୁ ଲୋନ ଆଣି ପିଲା ମାନକୁ ପାଠ ପଢାଇ ଥାନ୍ତି । କିନ୍ତୁ ଆଜି ର ପିଲା ବାପା ମା ଙ୍କର ଦୁଃଖ କୁ ବୁଝି ପାରୁ ନାହାନ୍ତି ।

ଆଜି ଏକ ସ୍କୁଲ ର ଭିଡିଓ ଭାଇରାଲ ହୋଇଚି । ଭିଡିଓ ଟି କଲିକତା ର ଏକ ଟାଉନ ସ୍କୁଲ ରେ ଘଟି ଥିଲା । ଯାହା ଭିଡିଓ ଟି ଏବେ ବହୁତ ଭାଇରାଲ ହେବାରେ ଲାଗିଛି । ଆଉ ଯେ କେହି ଏ ଭିଡିଓ ଟିକୁ ଦେଖୁଚି , ସେ ନିଜକୁ ଲଜ୍ୟା ମନେ କରୁ ଅଛି । ସେଠାରେ ଦେଖିବା ପାଇଁ ମିଳି ଥିଲା ଝିଅ ମାନେ ସ୍କୁଲ ରେ ସିଗାରେଟ ଟାଣୁ ଥିବାର ଦୃଶ୍ୟ ।

3 ଜଣ ଝିଅ ଗୋଟିଏ କ୍ଲାସ ରୁମ ରେ ସିଗାରେଟ ଟାଣୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ଝିଅ କହିଲେ ନାରୀ । ଏ କଳି ଯୁଗରେ ନାରୀ ମାନେ ଆଉ ନାରୀ ହେଇ ରହୁ ନାହାନ୍ତି । ନାରୀ କଣ ସୀତା ପାଖରୁ ଶିଖିବ ନିହାତି ଆବଶ୍ୟକ। କିନ୍ତୁ ଆଜି କାଲି ର ନାରୀ ଯାହା ହେଉ ଛନ୍ତି ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ ।


ଆଜି କାଲି ର ନାରୀ ନିଶା ଦ୍ରବ୍ୟ ଖାଇବା ପାଇଁ ମଧ୍ୟ ପଛାଉ ନାହାନ୍ତି । ଥରେ ଚିନ୍ତା କରନ୍ତୁ ବାପା ମା ମାନେ କେତେ କଷ୍ଟ କରି ପିଲା ଟିକୁ ପାଠ ପଢ଼ାଉ ଥିବେ । କିନ୍ତୁ ପିଲା ଏଠି ସ୍କୁଲ ରେ ସିଗାରେଟ ମୁହଁ ରେ ଦେଉଛି ।

ତେଣୁ ପିଲା ମାନକୁ ଅନୁରଧ ସେମାନେ ପ୍ରଥମେ ବାପା ମା ଙ୍କର ସ୍ୱପ୍ନ କୁ ଶାଖାର କରୁନ୍ତି , ଆଉ ସିଗାରେଟ ସ୍ୱାସ୍ଥ୍ୟ ପାଖେ ବହୁତ କ୍ଷତି କାରକ ଅଟେ । ଏହା କ୍ୟାନ୍ସର ର କାରଣ ଅଟେ । ତେଣୁ ଜନ ସାଧାରଣ ଙ୍କୁ ଅନୁରଧ ସେମାନେ ନିଶା ଦ୍ରବ୍ୟ କୁ ସେବନ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।