viral ଭିଡ଼ିଓ – ସ୍କୁଲ ଭିତରେ ଅଣ୍ଟା ହଲେଇ ଜବରଦସ୍ତ ଡ୍ୟାନ୍ସ କଲେ ସ୍କୁଲ ଦିଦି ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଯାହାକୁ 10 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ସାମାଜିକ ଗଣ ମାଧ୍ୟମରେ ପ୍ରତ୍ୟେକ ସମୟରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏହି ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ଭିଡିଓ ଖୁବ୍ ଭାଇରାଲ ହୋଇଥାଏ।ଆଜି କାଲି ଦୁନିଆରେ ଏପରୁ ସବୁ ଘଟଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣାର ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ରହିଛି ।

ସାଧାରଣତଃ ଦେଖିବାକୁ ମିଳିଥାଏ କି ସ୍କୁଲରେ ଦିଦି ମାନେ ପିଲାମାନଙ୍କୁ ପାଠ ପଢ଼ାଇ ଥାଆନ୍ତି। ପିଲା ମାନଙ୍କ ଦୁଷ୍ଟାମୀକୁ ଆକଟ କରିଥାନ୍ତି। ସ୍କୁଲରେ ଘଟୁଥିବା କିଛି ଘଟଣା ମଧ୍ୟ ବେଳେ ବେଳେ ଖୁବ୍ ଭାଇରାଲ ହୋଇଥାଏ। ବିଭିନ୍ନ ସମୟରେ ସ୍କୁଲ ଭିତରୁ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ମିଳିଥାଏ।

 ସାଧାରଣ ଭାବରେ ଦେଖିବାକୁ ମିଳିଥାଏ କି ସ୍କୁଲ ଓ କଲେଜ ଫଙ୍କସନରେ ପିଲା ମାନେ ନାଚଗୀତ କରନ୍ତି ହେଲେ ଗତ କିଛି ଦିନ ହେବ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ଯେଉଁଥିରେ ଜଣେ ସ୍କୁଲ ଦିଦିଙ୍କୁ ଦମଦାର ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସ୍କୁଲ ଦିଦିଙ୍କ ଡାନ୍ସ ଭିଡିଓ। ଦିଦିଙ୍କ ନିଆରା ଡାନ୍ସକୁ ଦେଖିଲେ ଆଖି ଲାଖି ହୋଇ ରହିଯିବ। କ୍ଲାସରେ ପାଠ ପଢୁଉଥିବା ସମୟରେ ସ୍କୁଲରେ ବ୍ଲାକ ବୋର୍ଡ ସାମ୍ନାରେ ଅଣ୍ଟା ହଲେଇଛନ୍ତି ଦିଦି। ଏହି ଭିଡିଓକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ଚାଲିଛି। ଦିଦିଙ୍କ ଏହି ଡାନ୍ସ ଭିଡିଓ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ମାନେ। ଦିଦିଙ୍କ ଏହି ଦମଦାର ପ୍ରଦର୍ଶନକୁ ପ୍ରଶଂସା ମଧ୍ୟ କରାଯାଉଛି।


ତେବେ ସ୍କୁଲ ଭିତରେ ଏମିତି ଘଟଣା କିଛି ନୂଆ କଥା ନୁହେଁ ପୂର୍ବରୁ ମଧ୍ୟ ଏମିତି ଅନେକ ଭିଡିଓ ସବୁ ସାମ୍ନାକୁ ଆସିଛି। କିଛି ଦିନ ପୂର୍ବେ ସ୍କୁଲ ପିଲାଙ୍କ ସହିତ ଦିଦି ଓ ସାର ମାନେ ରଙ୍ଗ ବତୀ ଗୀତରେ ଠୁମୁକା ଲାଗୁଥିବାର ଦେଖିବାକୁ ମିଳିଥାଏ। ଯାହାକି ଖୁବ୍ ଭାଇରାଲ ହୋଇଥିଲା।

ପୁଣି ଥରେ ଏହି ଦିଦିଙ୍କ ଏପରି ନିଆରା ନୃତ୍ୟ ପରିବେଷଣ ଖୁବ୍ ଚର୍ଚ୍ଚାରେ ରହିଛି। ଏବଂ ଦିଦି ଜଣକ ଖୁବ୍ ଭାଇରାଲ ମଧ୍ୟ ହେଉଛନ୍ତି। ଏହି ଭିଡିଓକୁ ଦର୍ଶକ ମାନେ ଖୁବ୍ ଲାଇକ ଏବଂ କମେଣ୍ଟ କରୁଥିବାର ଦେଖିବାକୁ ମିଳୁଛି। ଯଦି ଆପଣ ଏହି ଭିଡିଓକୁ ଦେଖି ନାହାନ୍ତି ତେବେ ନିଶ୍ଚିତ ଭାବରେଥରେ ଦେଖି ନିଅନ୍ତୁ। ଆଶା କରୁଛୁ ଆପଣଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।