viral ଭିଡ଼ିଓ-schocking ଭିଡ଼ିଓ ଏଭଳି ଡ୍ରାଇଭର ଆପଣ କେବେ ହେଲେ ଦେଖି ନ ଥିବେ । ଛଅ ଫୁଟ ରାସ୍ତା ରେ ପାହାଡ଼ ଉପରେ ଗାଡି ବୁଲାଇ ଦେଲେ ,ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।
ଦୁନିଆ ରେ ବଂଚିବା ପାଇଁ ହେଲେ ମଣିଷ କୁ ସବୁ ସମୟରେ ରିସ୍କ ନେବା ପାଇଁ ପଡି ଥାଏ । ସେଥି ପାଇଁ କୁହା ଯାଏ ଯେ ପ୍ରଥମେ ରିସ୍କ ନିଅ , ତା ପରେ ଫୋଳ ଦେଖ । ହାର କେ ଆଗେ ଜିତ ହୋତା ହେ । ଆଜିର ମଣିଷ କେବେ ହେଲେ ରିସ୍କ ନେଉ ନାହାନ୍ତି କାରଣ , ତାଙ୍କ ମନରେ ଡର ଥାଏ ଯେ ମଣିଷ ଜୀବନ ଅଳ୍ପ ଦିନ ପାଇଁ ସେଥି ପାଇଁ ସେମାନେ ରିସ୍କ କେବେ ହେଲେ ନିଅନ୍ତି ନାହିଁ । ଯଦି ଗୋଟେ ପିଲା ହରିବା
ପରେ ମଧ୍ୟ ବାରମ୍ବାର ଚେଷ୍ଟା କରୁଚି ତାହାଲେ ସେ ପିଲା କେବେ ହେଲେ ଜୀବନ ରେ ହାରେ ନାହିଁ । ସେଥି ପାଇଁ କଷ୍ଟ କର ଫୋଳ ଆପେ ଆପେ ଆପଣଂକୁ ମିଳି ଯିବ । ଆଜି ଯେଉଁ ମାନେ ରିସ୍କ ନେଇ କାମ କରି ଛନ୍ତି ସେମାନେ ଆଜି ଜୀବନ ରେ ବଡ଼ ମଣିଷ ହୋଇ ପାରି ଛନ୍ତି । ତେବେ ଆଜି ଆମେ ଆପଣଂକୁ ଏକ ଏଭଳି କଥା କହିବା ପାଇଁ ଯାଉଛୁ ଯାହା ସୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।ଉତ୍ତରାଖଣ୍ଡ ରେ ଜଣେ ଯୁବକ ପାହାଡ଼ କଡ଼ ରେ କାର ଡ୍ରାଇଭିଂ କରି ଯାଉ ଥିଲେ । ହଟାତ ତାଙ୍କ ମୋବାଇଲ କୁ ଗୋଟେ ଫୋନ ଆସିଲା ଯେ ତାଙ୍କ ମାଙ୍କ ଦେହ ବହୁତ ଖରାପ ଅଛି , ସେ ଗାଡି ନେଇକି ଗଲେ ତାଙ୍କ ମା କୁ ହସ୍ପିଟାଲ କୁ ନେଇ ଯିବେ । ତେବେ ସେହି ପାହାଡ଼ କଡ଼ ରାସ୍ତା ବହୁତ ଦୂର ।
ସେଠାରେ କେବଳ ଗୋଟେ ଗାଡି ଯାଇ ପାରିବ । ଅନ୍ୟ ଗାଡି ଯାଇ ପାରିବ ନାହିଁ । ତେବେ ଠିକ ସେହି ସମୟରେ ସେହି ରାସ୍ତା ରେ ସେ ବ୍ୟକ୍ତି ଜଣକ ଗାଡି ବୁଲାଇଲେ । ବୁଲାଇବା ସମୟ ରେ ଲାଗୁଥିଲା କି ଗାଡି ଟି ଗୋଳି ପଡିବ ବୋଲି କନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ସେହି 8 ଫୁଟ ରାସ୍ତା ରେ ସେ ରିସ୍କ ନେଇ ଗାଡି ଟିକୁ ଅତି ସୁନ୍ଦର ଭାବରେ ବୁଲାଇ ପାରିଲେ ।
ଏବଂ ଘରକୁ ପଳେଇ ଆସିଲେ , ମାକୁ ମଧ୍ୟ ନେଇ ସେ ହସ୍ପିଟାଲ କୁ ଆସିଲେ , ତାଙ୍କ ମା ମଧ୍ୟ ଭଲ ହୋଇ ଗଲେ । ଯଦି ସେ ସେହି ସମୟ ରେ ରିସ୍କ ନ ନେଇ ସେଠାରେ ଗାଡି ନ ବୁଲାଇ ଆଉ 20 କିମି ଯିବା ପରେ ଗାଡି ଟିକୁ ବୁଲାଇ ପୁଣି ସେହି ରାସ୍ତା ରେ ଆସି ଥାନ୍ତେ ତାହାଲେ ହୁଏତ ସେ ତାଙ୍କ ମା କୁ ଆଜି ପାଇ ନ ଥାନ୍ତେ ।
ତେବେ ଆଜିର ଘଟଣା ଟି ଏହି ଭଳି ଥିଲା । ତେଣୁ ଆପଣ ମାନେ ଯେଉଁ ଭଳି କଷ୍ଟ କରିବେ ସେହି ଭଳି ଫୋଳ ପାଇବେ । ତେବେ ଆପଣ ମାନେ ଏହି ଭିଡିଓ ଟିକୁ ଦେଖନ୍ତୁ ଜାଣି ପାରିବେ ସେ ତାର ନିଜ ମା ପାଇଁ କେଉଁ ଭଳି ରିସ୍କ ନେଇ ପାରିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।