viral ଭିଡ଼ିଓ- ସରପଞ୍ଚ କହିଲେ ମୋତେ ବିପୁଳ ସଂଖ୍ୟକ ଭୋଟ ରେ ପରାଜିତ କରି ଦିଅ । ଏମିତି ଭାଷଣ ସୁଣିଲେ ଆପଣ ଭୋଟ ଦେଇ ପାରିବେ ନାହିଁ….ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ପଞ୍ଚାୟତ ନିର୍ବାଚନ ପାଞ୍ଚ ବର୍ଷ କୁ ଥରେ ଆସି ଥାଏ । ଆଉ ପଂଚାୟତ ରେ ମୁଖ୍ୟ ଶାସନ କର୍ତା ସରପଞ୍ଚ ହୋଇ ଥାନ୍ତି । ତେବେ ଏହି ନିର୍ବାଚନ କୁ ସମସ୍ତେ ଚାହିଁ ବସି ଥାନ୍ତି । କିଏ ହେବ ନୂଆ ସରପଞ୍ଚ , ଆଉ ହେବା ପୂର୍ବରୁ ବହୁତ ଖାଇବା ପାଇଁ ମିଳିବା ସହିତ ନାଲି ପାଣି ମଧ୍ୟ ମିଳି ଥାନ୍ତି । ତେଣୁ ଲୋକ ମାନେ ଏହାକୁ ଅତି ଆନନ୍ଦ ର ସହିତ ପାଳନ କରି ଥାନ୍ତି ।

କିନ୍ତୁ ଏ ବର୍ଷ ଇଲେକ୍ସନ ହେବ କିନ୍ତୁ ତା ପୂର୍ବରୁ ରାଲି ପଦ ଯାତ୍ରା , ଗୋଟେ ସ୍ଥାନ ରେ ଲୋକେ ଏକାଠି ହୋଇ ପାରିବେ ନାହିଁ । କାରଣ କରନା ପାଇଁ ଏହି ସବୁ ନିୟମ ଜାରି ହୋଇଛି । ପ୍ରତେକ ପାଞ୍ଚ ବର୍ଷ କୁ ଏହା ଥରେ ଆସି ଥାଏ ବୋଲି ଲୋକେ ଏହାକୁ ଖୁସି ମନରେ ପାଳନ କରି ଥାନ୍ତି ।

ଆଉ ଇଲେକ୍ସନ ପୂର୍ବରୁ ମଧ୍ୟ କିଛି ପଇସା ପାଇ ଥାନ୍ତି । ତେବେ ଆଜି ଆମେ ଆପଣଂକୁ ଏ ଭଳି କଥା କହିବା ପାଇଁ ଯାଉଅଛୁ , ତାହା ଆପଣ ସୁଣିଲେ କହିବେ ଓଡିଶା କଣ ପାଇଁ ଆଗକୁ ଯାଇ ପାରୁ ନାହିଁ ।

ପ୍ରଥମ କଥା , ସରକାରଙ୍କ ନିୟମ ଥିଲା ରାଲି ହୋଇ ପାରିବ ନାହିଁ , କିମ୍ବା ଇଲେକ୍ସନ ପ୍ରଚାର କରି ପାରିବ ନାହିଁ । କେବଳ 2 ଜଣ ଲୋକ ଯାଇ ପାରିବେ ଇଲେକସନ ପ୍ରଚାର କରିବା ପାଇଁ । କିନ୍ତୁ ବିଜେଡି ର ଜଣେ ସରପଞ୍ଚ ପ୍ରାଥି 100 ଜଣ ଲୋକଙ୍କୁ ଧରି ଏକାଠି ବସି ଥିଲେ । ଆଉ ବିଜେଡି ର ଜଣେ ସରପଞ୍ଚ ପ୍ରାଥି ଭାଷଣ ଦେଉ ଥିଲେ । ସେ କହୁ ଥିଲେ ବନ୍ଧୁ ଗଣ ମୁଁ ରାଜନୀତି ରେ ପ୍ରଥମ ଥର କରି ପାଦ ଦେଇଛି ।

ଆପଣଙ୍କ ର ଚେଷ୍ଟା ପରିଶ୍ରମ ଓ ପରାମର୍ଶ ମୋତେ ଜିତେଇ ଦେଵ । ମୁଁ ଯେମିତି ବିପୁଳ ସଂଖ୍ୟକ ଭୋଟ ରେ ପରାଜିତ ହେବି , । ସେ ଏମିତି ସବୁ କଥା କହୁ ଥିଲେ , ଯାହା ଆପଣ ମାନେ ସୁଣିଲେ ହସି ହସି ଗୋଡି ଯିବେ । ଆଉ ଶେଷରେ କହିବେ ୱାର୍ଡ ମେମ୍ବର ହେବାର ଯୋଗ୍ୟତା ନାହିଁ , ସରପଞ୍ଚ ହେବାକୁ ପଳାଇ ଆସିଛି ।

ଠିକ ସେହି ପରି ଆଉ ଜଣେ ସରପଞ୍ଚ ପାର୍ଥି କହି ଥିଲେ , ସେ ମୋଦ ଦେବେ ଆଉ ସବୁ ଭୋଟ କୁଆଡେ ତାଙ୍କର ହୋଇ ଯିବ । ଅର୍ଥାତ ଲୋକଙ୍କୁ ପଇସା ଦେଇ ସେ ଜିତି ଯିବେ । ତେବେ ଏହି ଭଳି ସରପଞ୍ଚ ଯୋଉଠି ଥିବେ , ସେଠାରେ ଦେଶ ଆଗେଇ ପାରିବ ନାହିଁ ।

କାରଣ ସରପଞ୍ଚ ଠିକ ରହିଲେ ଏ ଦେଶ ଉନ୍ନତି ଆଡକୁ ଗତି କରିବ । ତେଣୁ ଆପଣ ମାନେ ଉପଯୁକ୍ତ ବ୍ୟକ୍ତି ଙ୍କୁ ବାଛି ଭୋଟ ଦିଅନ୍ତୁ ଯେମିତି ନିଜ ପଂଚାୟତ ଉନ୍ନତି ହେବା ସହିତ ନିଜର ମଧ୍ୟ ଉନ୍ନତି ହେବ । ତେବେ ଆପଣ ମାନେ ମୋଦ ପି ନିଜର ଭୋଟ କୁ ବିକ୍ରି କରି ଦୁଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।