viral ଭିଡ଼ିଓ-ସାମୀ ସାମୀ ଗୀତରେ ପ୍ରକୃତି ମିଶ୍ର ଙ୍କର ଜବରଦସ୍ତ ଡାନ୍ସ ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ,ଜାଣିଲେ ଅଶ୍ଚର୍ଯ୍ୟ ହୋଇଯିବେ …ଆଉ ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଓଡିଶା ର ସୁନାମ ଧନ୍ୟ କଳାକାର ପ୍ରକୃତି ମିଶ୍ର । କେହି କେହି ତାଙ୍କୁ ସୁନ୍ଦରୀ ମାନଙ୍କ ଗନ୍ତା ଘର ମଧ୍ୟ କହି ଥାନ୍ତି । କାରଣ ସେ ଦେଖିବା ପାଇଁ ଅତି ସୁନ୍ଦର । ତାଙ୍କୁ ଥରେ ଦେଖିଲେ ଆପଣ କହିବେ ସର୍ଗ ର ମେନକା , ଉର୍ବଶୀ ମଧ୍ୟ ତାଙ୍କ ଆଗରେ ଫିକା ପଡି ଯିବେ । ତେବେ ସେ ବହୁତ ଗୁଡିଏ ଫ୍ଲିମ କରି ଛନ୍ତି । ଯେଉଁ ଥିରେ ଓଁମ ସାଇ ରାମ ତାଙ୍କର ସବୁ ଠାରୁ ବେଷ୍ଟ ଫ୍ଲିମ ଥିଲା ।

ତା ପରେ ମଧ୍ୟ ବହୁତ ଜଗା ରେ ଜଜେସ ର ମୁଖ୍ୟ ଆସନ ଗ୍ରହଣ କରି ଛନ୍ତି । ତାଙ୍କ ଦେହରେ ବହୁତ କଳା ରହିଛି । ଅର୍ଥାତ ସେ ଯେଉଁଠି ହାତ ମାରିବେ , ସେ ସେହି କାମ କୁ ନ ସାରିବା ପର୍ଯ୍ୟନ୍ତ ରାତି ରେ ସୋଇ ପାରନ୍ତି ନାହିଁ । ସେଥି ପାଇଁ ସେ ଆଜି ଓଡିଶା ରେ ଜଣେ ବଡ କଳା କାର ଭିତରୁ ଜଣେ । କିନ୍ତୁ ଏବେ ସେ ଛୋଟ ଛୋଟ ରିଲସ କରୁ ଛନ୍ତି । ଯେଉଁ ଥିରେ ସେ ସ୍ୱାମୀ ଗୀତରେ ବେସ ଭଲ ଭାବରେ ନାଚୁ ଥିଲେ ।

ଆପଣ ସେହି ସ୍ୱାମୀ ଗୀତ ଥରେ ଦେଖି ସାରିବା ପରେ 10 ଥର ଦେଖିବା ପାଇଁ ଇଚ୍ଛା କରିବେ । ଗୋତ କିଛି ଦିନ ତଳେ ପ୍ରକୃତି ମିଶ୍ର ଆଉ ପ୍ରକୃତି ମିଶ୍ର ହୋଇ ରହି ନ ଥିଲେ । କାରଣ ସେ ବହୁତ ଛୋଟ ଛୋଟ ଡ୍ରେସ ପିନ୍ଧି ଭିଡିଓ କରୁ ଥିଲେ ।

ତେବେ ତାଙ୍କର ଏବେ ଗୋଟିଏ ଫିଲ୍ମ ଆସିବା ପାଇଁ ଯାଉଛି । ଯୋଉ ଥିରେ ବାବୁ ସାନ ସେଥିରେ ହୋର ଆଉ ପ୍ରକୃତି ମିଶ୍ର ସେଠାରେ ହିରୋଇନ । ଯାହା ଏମାନଙ୍କ ଯଦି ବହୁତ ମାନୁଚି । ତେବେ ଏହି ଫିଲ୍ମ ଟି ରୋଜ ରେ ରିଲିଜ ହେବାକୁ ଯାଉଛି ।

ତେଣୁ ଆପଣ ମାନେ ଏହି ଫିଲ୍ମ ଟିକୁ ଦେଖିବା ପାଇଁ କେବେ ହେଲେ ଭୁଲିବେ ନାହିଁ । ତେବେ ଏବେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି , ସେହି ଭିଡିଓ ଟିକୁ ଏବେ ପ୍ରାୟ 70 ଲକ୍ଷ ଲୋକ ଦେଖି ସାରି ଲେଣି ।

ତେବେ ପୁଷ୍ପା ଫିଲ୍ମ ରେ , ସ୍ୱାମୀ ଗୀତ ରେ ସେ ଅତି ସୁନ୍ଦର ଭାବରେ ନାଚି ଥିଲେ , ଯାହା ଥରେ ଦେଖିବା ପରେ ଆପଣ ଆଉ ଥରେ ଦେଖିବା ପାଇଁ ଇଚ୍ଛା କରିବେ । ଜଣେ କଳା କାର ପାଖରେ କଳା ଥିଲେ , ସେ ଯେମିତି ବି ହେଉ ତାର କଳା କୁ ସମସ୍ତଂକୁ ଦେଖେଇବ ।

କାରଣ କଳା ଏକ ଏମିତି ଜିନିଷ ଯାହା ସମସ୍ତଂକୁ ଭୋଗଵାନ ଦେଇ ନ ଥାନ୍ତି କିନ୍ତୁ ଯାହାକୁ ଦେଇ ଥାନ୍ତି , ସେ ଦୁନିଆର ବହୁତ ଶ୍ରେଷ୍ଠ ମଣିଷ ହୋଇ ଥାଏ । କାରଣ କଳା କାର ମାନେ ସବୁ ଜାଗା ରେ ପ୍ରଶଂସା ପାଇ ଥାନ୍ତି । ସେଥି ପାଇଁ ଜଣେ କଳା କାର ନିଜର କଳା କୁ ସେ ସମସ୍ତଙ୍କୁ ଦେଖାଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।