viral ଭିଡ଼ିଓ – ସମସ୍ତଙ୍କ ସାମ୍ନାରେ ଭୟଙ୍କର ଦୁର୍ଘଟଣାରେ ଚାଲିଗଲେ ବାପ ଝିଅ… ଏମିତି Accident ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିବାରେ ଲାଗିଛି। କେନ୍ଦୁଝର, ସମ୍ବଲପୁର, ଯାଜପୁର, ବାଲେଶ୍ୱର, ଗଞ୍ଜାମ, ପୁରୀ ରାଜ୍ୟର ଦୁର୍ଘଟଣା ପ୍ରବଣ ସହର ପାଲଟିଛି। ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ରାଜପଥରେ ମୃତାହତଙ୍କ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି।ବିଶେଷଜ୍ଞମାନଙ୍କ ମତରେ ଗାଡ଼ି ଚାଳକଙ୍କ ଭୁଲ, ସଡ଼କ ସମସ୍ୟା, ଗାଡ଼ି ନିର୍ମାଣରେ ତ୍ରୁଟି, ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲୁଛି। ବିଗତ କିଛି ବର୍ଷ ଧରି ଜାତୀୟ ରାଜ ପଥ ଗୁଡ଼ିକରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ଚାଲି ଥିବାର ଦେଖିବାକୁ ମିଳୁଛି।

ସମାଜରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି ନିଶାଗ୍ରସ୍ତ ହୋଇ ଗାଡ଼ି ଚାଳନା, ମୋବାଇଲ ଫୋନରେ ଗପି ଗାଡ଼ି ଚଳାଇବା, ଫିଟ୍‌ନେସ ନ ଥିବା ଗାଡ଼ି ରାଜମାର୍ଗରେ ଚାଲିବା ଓ ସର୍ବୋପରି ମୁଖ୍ୟ କାରଣ ହେଉଛି ଅବ୍ୟବସ୍ଥିତ ସଡ଼କ। ତେବେ ସରକାର ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣରେ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରୁଥିଲେ ବି ତାହାର କୌଣସି ମୂଲ୍ୟ ରହୁନାହିଁ।

 ବର୍ତ୍ତମାନ ସମୟରେ ପୁଣି ଥରେ ସେମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ଯେଉଁ ଥିରେ ବାପା ଝିଅଙ୍କ ଜୀବନ ଚାଲି ଯାଇଛି। ବାପ ଝିଅ ବାଇକରେ ଯାଉଥିବା ସମୟରେ ଘଟିଛି ଏହି ଅଭାବନୀୟ ଦୁର୍ଘଟଣା।

ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ସତ୍ୟ ବନ୍ଧ ପେଟ୍ରୋଲ ପମ୍ପ ସାମ୍ନାରେ ଘଟି ଯାଇଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଚାଲି ଯାଇଛି ବାପ ଝିଅଙ୍କ ଜୀବନ। ଘଟଣା ସ୍ଥଳେ ଆଖି ବୁଜି ଦେଇଛନ୍ତି ବାପ ପୁଅ। ମୃତକ ଜଣକ ହେଉଛନ୍ତି ସୁନିଲ କୁମାର ସାହୁ ଏବଂ ତାଙ୍କ ଝିଅ ସଂଗୀତା ସାହୁ। ସୁନିଲ କୁମାର ସାହୁ କିଣିହାଁ ବ୍ଲକରେ ଏବିଇଓ ରୂପେ କାମ କରିଥାନ୍ତି।

 ଏବଂ ତାଙ୍କ ଝିଅ କିଣିହାଁ ବ୍ଲକର ଜଣେ ଅଙ୍ଗନୱାଡ଼ି ସୁପର ଭାଇଜର ରୂପେ କାର୍ଯ୍ୟ କରୁଥିଲେ। ହେଲେ ସେମାନଙ୍କର ଏହି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥତି ସୃଷ୍ଟି ହୋଇଛି।

ସୁନିଲ କୁମାର ସାହୁ ଏବଂ ତାଙ୍କ ଝିଅ ସଂଗୀତା ସାହୁ ଦୁହେଁ ମିଶି ଗୋଟିଏ ବାଇକରେ ଯାଉଥିଲେ ତେବେ ଟିକିଏ ବେସାବଧାନତା ପାଇଁ ଘଟି ଯାଇଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାପା ଝିଅ ଦୁଇଜଣ ଯାକ ଘଟଣା ସ୍ଥଳେ ଆଖି ବୁଜି ଦେଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆସି ଖୁବ୍ ଭିଡ ଜମାଇ ଥିଲେ।

ସୁନିଲଙ୍କ ବାଇକ ର ସବୁ ପାର୍ଟ ଭାଙ୍ଗି ଚୁରମାର ହୋଇ ଯାଇଛି ଥିବା ବେଳେ ସୁନିଲ କୁମାର ସାହୁ ଏବଂ ତାଙ୍କ ଝିଅ ସଂଗୀତା ସାହୁ ଚିର ଦିନ ପାଇଁ ଆଖି ବୁଜି ଦେଇଛନ୍ତି। ତେବେ ଯିବା ଆସିବା ସମୟରେ ସଦା ସର୍ବଦା ସତର୍କ ରହିବା ନିହାତି ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।