viral ଭିଡ଼ିଓ -ସାଧାରଣ ଲୋକ ଙ୍କୁ ମଦ ପିଇ ମାଡ଼ ମାରିଲେ ପୋଲିସ । ଶେଷରେ ପୋଲିସ ଅବସ୍ଥା ହେଲା ସାଙ୍ଘାତିକ,ଯାହାକୁ 5o milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
ନିଶା ଖାଇ ଲୋକ ମାନେ ଆଜି ବହୁତ ଗଣ୍ଡଗଳ କରୁ ଛନ୍ତି। ଏମିତି ଏକ ଘଟଣା ମହାରାଷ୍ଟ୍ର ରେ ଦେଖିବା ପାଇଁ ମିଳିଛି । ଜଣେ ପୋଲିସ ନିଶା ଦ୍ରବ୍ୟ ଖାଇ , ସାଧରଣ ଲୋକ ମାନଙ୍କ ସହିତ ଗଣ୍ଡଗଳ କରୁ ଥିବାର । ତେବେ ଏହା ସହି ନ ପାରି ଅନ୍ୟ ସାଧାରଣ ଲୋକ ମାନେ ପୋଲିସ ଟିକୁ ଜୋତା ମାଡ଼ ମାରି ଛନ୍ତି । ତେବେ ମଣିଷ ଯେତେ ଭଲ ହେଉ ନା କାହିଁକି , ମଣିଷ ଯଦି ନିଶା ଦ୍ରବ୍ୟ ଖାଇ ଥାଏ । ତାହାଲେ ସେ ତାର ନିଜ ସ୍ୱାଭିମାନ କୁ ଭୁଲି ଯାଇ ଥାଏ ।
ସେ କିଏ ? ସେ ଏ ଦୁନିଆ କୁ କଣ ପାଇଁ ଆସିଛି । ନିଶା କହିଲେ , ମୋଦ , ଗଞ୍ଜେଇ , ଇତ୍ୟାଦି । ତେବେ ମୋଦ ର ଅର୍ଥ ମ ରେ ମରିବୁ ଦ ରେ ଦରିଦ୍ର ହେବୁ । ହେଲେ ମଧ୍ୟ ମଣିଷ ନିଶା ଦ୍ରବ୍ୟ ସେବନ କରୁଛି । ଆପଣ ମାନେ ଦେଖି ଥିବେ , ଗୁଟକା ଓ ଖଇନି ପଛରେ ଲେଖା ଯାଇ ଥାଏ , ଏହା ଖାଇଲେ ଆପଣଂକୁ କ୍ୟାନ୍ସର ହୋଇ ପାରେ । ହେଲେ ମଧ୍ୟ ମଣିଷ ଆଜି ଜାଣି ଶୁଣି ସବୁ କିଛି ଭୁଲ କରି ଯାଉଛି ।
ଆପଣ ମାନେ ମଧ୍ୟ ଦେଖୁ ଥିବେ , ମଣିଷ ଟି ନିଶା ଖାଉ ଥିଲା , କ୍ୟାନ୍ସର ରେ ମରି ଗୋଲା । ହେଲେ ମଧ୍ୟ ଏ ମାନବ ବୁଝି ପାରୁନି । ମଣିଷ ସବୁ ଜାଣିଚି ବୋଲି ସବୁ ବୁଝିବା ର ଶକ୍ତି ଅଛି ବୋଲି ତାକୁ ଶ୍ରେଷ୍ଟ ବୋଲି କୁହା ଯାଇଛି । କିନ୍ତୁ କଳି ଯୁଗ ରେ ଆଉ ମଣିଷ ମଣିଷ ହିସାବ ରେ ରହୁ ନାହିଁ । ମଣିଷ ନର ରୂପୀ ରାକ୍ଷସ ପାଲଟି ଯାଉଛି ।
ତେବେ ଏହି କଳି ଯୁଗ ରେ କିଏ କାହାକୁ ମାରୁଛି ତ ପୁଣି କିଏ କାହାକୁ ହାଣି ଦେଉଛି । ଏ ସବୁ ପଛ ରେ କେବଳ ନିଶା ହିଁ ଦାଇ । ନିଶା ମଣିଷ ର ମଣିଷ ପାଣିଆ କୁ ଚିହିଁ ବାରେ ଭୁଲ କରି ଦେଉଛି । ତେବେ ଆଜି ଯେଉଁ ଭିଡିଓ ଟି ଭାଇରାଲ ହୋଇଛି , ଆସନ୍ତୁ ସେହି ଭିଡିଓ ବିଷୟ ରେ ପୁରା ଜାଣିବା ।
ତେବେ ଘଟଣା ଟିରେ , ପ୍ରଥମେ ଜଣେ ପୋଲିସ ମୋଦ ପି ଅନ୍ୟ ଜଣକୁ ହଇରାଣ କରୁ ଥିବା ର ଦେଖିବା ପାଇଁ ମିଳି ଥିଲା । ପୋଲିସ ଲୋକଙ୍କୁ ସାହାର୍ଯ୍ୟ କରିବା ବଦଳ ରେ ମୋଦ ପି ଅନ୍ୟ କୁ ହଇରାଣ କରୁଚି ।
କିନ୍ତୁ ସେଠାରେ ଥିବା ଲୋକ ମାନେ ଏହି ଦୃଶ୍ୟ କୁ ଦେଖିବା ପରେ ସହି ପାରି ନ ଥିଲେ । ସେଥି ପାଇଁ ସେମାନେ ପୋଲିସ କୁ ଜୋତା ମାରିବା ରେ ଲାଗି ଥିଲେ , ଯାହା ଜଣେ ଲୋକ ଏହି ଭିଡିଓ କୁ ଭାଇରାଲ କରି ଥିଲେ। ଏବେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓ ଟି ଦେଖିଲେ ଆପଣ ଜାଣି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।