viral ଭିଡ଼ିଓ-OMG !ରୂପା ରାଗିଲେ ପିଣ୍ଟୁ ଉପରେ ଆଉ ତା ପରେ ରୂପା ଯାହା କଲେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!
ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ସହ ଆମେ ସମସ୍ତେ ଉତପ୍ରତ ଭାବରେ ଯୋଡ଼ିତ ।ଆଉ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ର ସମସ୍ତ ଘଟଣା ଆମେ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣିପାରି ଥାଉ।ଆଉ ଏହି ସୋସିଆଲ ମିଡ଼ିଆ ବର୍ତ୍ତମାନ ଆମ ସମସ୍ତ ଙ୍କ ପାଇଁ ଏହିପରି ଏକ ପ୍ଲାଟଫାର୍ମ ସାଜିଛି ଯାହା ଦ୍ୱାରା ଲୋକମାନେ ତାଙ୍କର ନିଜ ଗୁଣ କୁ ସମସ୍ତ ଙ୍କ ଆଗରେ ପରିପ୍ରକାଶ କରିପାରୁଛନ୍ତି। ଏବଂ ସେମାନେ ଙ୍କୁ ଲୋକପ୍ରିୟତା ମିଳିବା ସହ ରୋଜଗାର ର ଏକ ରାସ୍ତା ମଧ୍ୟ ମିଳିଯାଉଛି।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।
ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ ଏହି ଭିଡ଼ିଓ ଟି କିନ୍ତୁ ଅନ୍ୟ ସବୁ ଭିଡ଼ିଓ ଠାରୁ ଟିକିଏ ଭିନ୍ନ ଏବଂ ନିଆଁରା ରହିଛି। ତେବେ ବନ୍ଧୁଗଣ ଘଟଣା କଣ ହୋଇଛି କି ଆମ ପିଣ୍ଟୁ ଭାଇ ,ଟିକେ ଅଧିକ ମଜାକ ମୁଡ ରେ ଆସି ତାଙ୍କ ବୋଉ ଙ୍କର ସହ ଓ ଭଉଣୀ ସହ ମଜା ମସ୍ତି କରୁଛନ୍ତି ଆଉ ତା ବଦଳ ରେ ତାଙ୍କୁ ଯେଉଁ ପୁରସ୍କାର ମିଳିଛି ତାହା ଜାଣିଲେ ଆପଣ ହସି ହସି ବେଦମ ହୋଇଯିବେ।
ତେବେ ପିଣ୍ଟୁ ଭାଇ ଆମର ଟିକିଏ ମଜାଳିଆ ଲୋକ ତେଣୁ ସେ ପ୍ରଥମେ ତାଙ୍କ ଭଉଣୀ ବସି କୌଣସି କାମ କରୁଥିବା ବେଳେ ତାଙ୍କର ମୁଁହ ରେ ଗୋଟିଏ କପଡା ପକାଇ ଦେଇଛନ୍ତି ପିଣ୍ଟୁ ଭାଇ।
ଆଉ ଏଥିରେ ରାଗିଯାଇ ତାଙ୍କର ଭଉଣୀ ତାଙ୍କୁ ଏକ ବାଡ଼ିରେ ମାରିବାକୁ ଗୋଡ଼ାଇଛନ୍ତି।ସେହିପରି ସେଠା ରୁ ସେ ଖସି ଯାଇ ନିଜ ବୋଉ ଙ୍କୁ ଉଠାଇ ବୁଲାଇ ଦେଉଛନ୍ତି ,ଆଉ ବୋଉ ଏଥିରେ ରାଗିକି ଜୋତା ରେ ପିଣ୍ଟୁ ଭାଇ ଙ୍କୁ ଧୁମ ମାରିଛନ୍ତି।
ତେବେ ତାଙ୍କର ଏହି ଭିଡ଼ିଓ ଟିରେ ଆହୁରି ଅନେକ ଗ୍ରାମ ଜୀବନ କୁ ମଧ୍ୟ ପ୍ରକାଶିତ କରାଯାଇଛି। ତେବେ ପିଣ୍ଟୁ ରୁପା ଖୁସି ଏକ୍ସପ୍ରେସ ଙ୍କର ଏହି ଭିଡ଼ିଓ ଟିକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି। ତେବେ ପିଣ୍ଟୁ ଭାଇ ଙ୍କର ଏହି ଭିଡ଼ିଓ ଟିକୁ ଆପଣ ମାନେ ମଧ୍ୟ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ, ହସି ହସି ବେହୋସ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।