viral ଭିଡ଼ିଓ-ରୁପା ଭାଉଜ ଙ୍କର ଚିଙ୍ଗୁଡ଼ି ଭୟ…..ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ରେ ଗାଁ ଜୀବନ ର ମଜାମସ୍ତି…. ସମ୍ପୂର୍ଣ୍ଣ ଭିଡ଼ିଓ ଟି ଦେଖିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ!
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ ଏହି ଯୋଡ଼ି ଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଏହି ଯୋଡ଼ି ଙ୍କର ଏହିପରି ଏକ ଭିଡ଼ିଓ ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଆପଣ ଆଗରୁ ଦେଖି ନଥିବେ ନିଶ୍ଚିତ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯୁଗ ଚାଲିଛି, ଲୋକମାନେ ସମସ୍ତେ ଏହାର ଉପଯୋଗ ଓ ମନୋରଞ୍ଜନ ପାଇଁ ବ୍ୟବହାର କରୁଛନ୍ତି। କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ୟୁ ଟ୍ୟୁବ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ,ଯାହା ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ।
ତେବେ ବନ୍ଧୁଗଣ ଭିଡ଼ିଓ ଟିରେ ଅନେକ ଗ୍ରାମ ର ଦୃଶ୍ୟ ଦେଖାଯାଇଛି। ତେବେ ପ୍ରଥମେ ଆପଣ ଦେଖିବେ କି ଆମ ପିଣ୍ଟୁ ଭାଇ ତାଙ୍କର ପୋଡ଼ଶୀ ଙ୍କ ସହ ବହୁତ ମଜା ମସ୍ତି କରୁଛନ୍ତି।
ତେବେ ତା ସହ ସେ ନିଜ ଘରେ ପାଳିତ ଶୁଆ ସହ ମଜାମସ୍ତି କରୁଛନ୍ତି ,କିନ୍ତୁ ସେହି ଶୁଆ କୁ ରୁପା ଓ ତାଙ୍କର ଝିଅ ପ୍ରଥମେ ଡରୁ ଥିଲେ ମାତ୍ର ପରେ ରୁପା ମଧ୍ୟ ଖୁବ ମଜାମସ୍ତି କରିଥିଲେ ସେହି ଶୁଆ ସହ। ତେବେ ପରେ ପିଣ୍ଟୁ ଭାଇ ତାଙ୍କର ଗାଁ ସାଙ୍ଗ ମାନଙ୍କ ସହ ମାଛ କିଣିବାକୁ ଯାଇଥିଲେ।
ତେବେ ସେଠାରୁ ସେ ଯାଇ ଅନେକ ମାଛ କୁ ଦେଖିଲେ ଆଉ ସାଙ୍ଗରେ ବଞ୍ଚିଥିବା ଚିଙ୍ଗୁଡ଼ି ମାଛ ଏବଂ ଏକ ବଡ଼ ଭେକ୍ଟି ମାଛ ସାଙ୍ଗରେ ନେଇକି ଆସିଥିଲେ।ତେବେ ସେ ମାଛ ନେଇକି ଘରକୁ ଆସିବା ପରେ ବଂଚିବା ଚିଙ୍ଗୁଡ଼ି କୁ ନେଇ ତାଙ୍କ ଝିଅ ଖୁସି ଙ୍କୁ ଦେଖାଇଲେ ଆଉ ଖୁସି ଏହାକୁ ଦେଖି ବହୁତ ଭୟ କଲେ ଆଉ କାନ୍ଦିବାକୁ ଲାଗିଲେ। ତେବେ ସବୁଠାରୁ ମଜା ର କଥା ଏହା ଥିଲେ କି ରୁପା ମଧ୍ୟ ବଂଚିଲା ଚିଙ୍ଗୁଡ଼ି କୁ ଦେଖି ଡରିଗଲେ।
ତେବେ କିନ୍ତୁ ପରେ ରୁପା ସେହି ମାଛ କୁ ଭଜା କରି ଆଉ ଭେକ୍ଟି ମାଛ ମୁଣ୍ଡ କୁ ମସଲା ଦେଇ ରୋଷେଇ କରି ପିଣ୍ଟୁ ଙ୍କୁ ଖାଇବାକୁ ଦେଲେ। ତେବେ ଏହି ଭିଡ଼ିଓ ଟି ମଧ୍ୟରେ ଆହୁରି ଅନେକ ମଜାମସ୍ତି ମଧ୍ୟ ରହିଛି। ତେବେ ଆପଣ ମାନେ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମସ୍ତି କରନ୍ତୁ ଏହା ଆପଣ ଙ୍କୁ ହସାଇ ହସାଇ ବେଦମ କରିଦେବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।