Viral ଭିଡ଼ିଓ – ରୋମାନ୍ସ କଲାବେଳେ ମଜା ନେଲୁ ଏବେ କହୁଛୁ ଛୋଟ ଜାତି ଦେଖାଗଲାନି, ସିନ୍ଦୂର ଦେଲା ବେଳେ ଦେଖାଗଲା ! ଏମିତି କହିଲେ ପୀଡିତ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଘଟଣା ଘଟି ଚାଲିଛି ସେହି ପାଟି ଭାବରେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଭାବରେ ଘଟଣା ମାନ ଘଟୁଛି। ଏବେକାର ଯୁବ ପୀଢ଼ି ପାଇଁ ପ୍ରେମ ଏକ ଖେଳ ଘର ପାଲଟି ସାରିଲାଣି। ବିବାହ ର ମିଛ ପ୍ରତଶ୍ରୁତି ଦେଇ ପ୍ରେମିକା ସହ ଶାରୀରିକ ସଂପର୍କ ରଖୁଛନ୍ତି ଏବଂ ତାପରେ ପ୍ରେମିକା କୁ ନ ଜାଣିଲା ଭଳି ଅଧା ରାସ୍ତାରେ ହାତ ଛାଡି ପଳାଇ ଯାଉଛନ୍ତି।

ଏବେ ଏହି ଘଟଣା ମାନ ଦିନ କୁ ଦିନ ବଢ଼ିବା ରେ ଲାଗୁଛି। ଲୋକ ମାନେ ମଧ୍ୟ ନିଜ ଭୁଲ୍ କୁ ଏବେ ସ୍ବୀକାର କରିବା କୁ ନାରାଜ ଅଟନ୍ତି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ରେ ଯୁବକ ଜଣ କ ଙ୍କ ନାମ ହେଉଛି ଦୀପକ କୁମାର ନାୟକ। ସେ ଏକ ଛୋଟ ଜାତିର ଝିଅ କୁ ପ୍ରେମ କରିଥିଲେ ଏବଂ ନିଜ ପ୍ରେମିକା କୁ ଅନେକ ମିଥ୍ୟା ପ୍ରତିଶ୍ରୁତି ମଧ୍ଯ ଦେଇଥିଲା ବିବାହ କରିବା ପାଇଁ।

ଏସବୁ କଥା ରେ ଭୁଲାଇ ପ୍ରେମିକା ଜଣ କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। ଏବଂ ମନ ଯେତେ ବେଳେ ଭରି ଗଲା ସେତେବେଳେ ମନେ ପଡ଼ିଗଲା ଯୁବକ ଜଣ ଙ୍କୁ କି ଯୁବତୀ ଜଣକ ହେଉଛନ୍ତି ଛୋଟ ଜାତିର ବୋଲି , ଏହା ପରେ ତାଙ୍କୁ ଛାଡ଼ି ଦେଇ ପଳାଇ ଯାଇଛନ୍ତି କି ତାଙ୍କର ଆଉ ଠିକଣା ମଧ୍ଯ ମିଳୁ ନାହିଁ। ଏବଂ ଯୁବତୀ ଜଣକ ତିନି ମାସ ହେବ ପ୍ରତାରିତ ହୋଇ ଏବେ ଧାରଣା ରେ ବସିଛନ୍ତି।

ଏବଂ ଯୁବତୀ ଜଣ କ ଓ ତାଙ୍କ ମାଆ ମଧ୍ଯ ଧାରଣା ରେ ବସିଛନ୍ତି। ସେ କହିଛନ୍ତି କି ଅନେକ ଥର ସେମାନେ ଥାନା ରେ କେସ ଦେଲେ ମଧ୍ୟ ପୋଲିସ୍ ତାଙ୍କ କଥା କିଛି ହେଲେ ମଧ୍ୟ ଶୁଣୁ ନାହାଁନ୍ତି।ଏବଂ ଯୁବକ ଜଣକ ପ୍ରତି କୌଣସି ପ୍ରକାର ର ପଦକ୍ଷେପ ମଧ୍ୟ ନେଉ ନାହାଁନ୍ତି । ଯୁବତୀ ଜଣକ ଏଥି ପାଇଁ ଅନେକ ଥର ଆତ୍ମହତ୍ଯା ମଧ୍ଯ କରି ସାରିଲେଣି। ତେବେ ଦେଖାଯାଉ ଯୁବତୀ ଜଣ ଙ୍କୁ କେବେ ନ୍ୟାୟ ମିଳୁଛି।


ତାପରେ ଲୋକମାନେ କହିଥିଲେ କି କଣ ପୋଲିସ୍ କୁ ପଚାରିକି ଶୋଇବାକୁ ଯାଇଥିଲ କିନ୍ତୁ ଏହି ସବୁ ଗୋଟିଏ ବୟସରେ ମନେ ରଖେନି ସେହି ସମୟରେ ପ୍ରେମିକ କ ସବୁ ମିଛ ସତ ପରିକା ଲାଗିଥାଏ ଓ ଯୁବତୀ ଜଣକ ଭୁଲ କରି ବସନ୍ତି ।

ତେବେ ବିବାହର ପ୍ରଲିଭନ ଦେଖାଇ ତାର ଅନିଚ୍ଛା ସତ୍ତ୍ବେ ଦୀପକ ନାୟକ ତା ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ତାଙ୍କୁ ଛାଡ଼ି ଦେଇଥିଲେ ଅସହାୟ ହେଇ ଯୁବତୀ ଜଣକ ଧାରଣା ରେ ବସିଥିଲେ ଏହି ୨୩ ବର୍ଷୀୟ ଯୁବତୀ ଜଣକ ।ଯୁବତି ଜଣକ କହିଥିଲେ କି ମୋତେ ସେ ଭଲ ପାଉଥିଲେ ଓ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ପରେ ଛାଡ଼ି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ