viral video-ରାତ୍ରି ର ଅନ୍ଧକାର ମଧ୍ୟରେ ରାସ୍ତା ମଝିରେ ପ୍ରେମିକା ର ମୁଣ୍ଡ ରେ ସିନ୍ଦୂର ଦେଇ ବିବାହ କଲେ ପ୍ରେମିକ…..ଏହିପରି ବିବାହ କରିବା ପଛରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

କ’ଣ ହୋଇଯାଇଛି ଏହି ଯୁବ ପିଢୀ ଙ୍କୁ ..କାହିଁକି ଏମାନେ ଏମିତି ପାଶବିକ ବ୍ୟବହାର କରୁଛନ୍ତି ..କଣ ଏହା ଏହି ଅତ୍ୟାଧୁନିକତା ର ପ୍ରଭାବ …ନା ଏହା ପଛରେ ଅନ୍ୟ କିଛି କାରଣ ରହୁଛି ..ତେବେ ଏହି ପରି ପ୍ରଶ୍ନ ଆମ ଆଗକୁ ଆସିବା ସ୍ୱାଭାବିକ ..ତେବେ ବର୍ତ୍ତମାନ ର ଯୁବ ପାଢ଼ୀ ମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଜାଣିପାରୁନାହାନ୍ତି କି ସେମାନେ କଣ ସବୁ ଆମାନବୀୟ କାର୍ଯ୍ୟ କରୁଛନ୍ତି ।ତେବେ ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡ଼ିଆ ଚଳେଇବାକୁ ଲଜ୍ୟା ଅନୁଭବ କରୁଥିବେ ।

ତେବେ ଏହି ଯୁବପିଢ଼ି ମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି ।

 ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଅପଣଙ୍କୁ ହସ ଲାଗିବ ଓ ଲଜ୍ୟା ମଧ୍ୟ ।

ତେବେ ବନ୍ଧୁଗଣ ଘଟଣା ଟି କିଛି ଏହିପରି ରହିଛି କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ଯୁବତୀ ଓ ଯୁବକ ଙ୍କର ଏହିପରି ବିବାହ ର ଭିଡ଼ିଓ ଭାଇରଲ ହେଉଛି। ଯାହା ଆପଣ କେବେବି ଦେଖି ନଥିବେ। ଆଜ୍ଞା ଭିଡିଓ ଟିରେ ଦେଖିବା କୁ ମିଳିଛି କି ରାତ୍ରି ଅଧ ରେ ବିଚ ରାସ୍ତା ମଝିରେ ଜଣେ ଯୁବକ ,ତାଙ୍କର ପ୍ରେମିକା ତଥା ଯୁବତୀ ଙ୍କର ମୁଣ୍ଡ ରେ ସିନ୍ଦୁର ଲଗାଇ ତାଙ୍କୁ ବିବାହ କରୁଛନ୍ତି।

ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକେ ଏହାକୁ ଘୃଣା କରିବା ସହ ଏହା ଅତ୍ୟନ୍ତ ଲଜ୍ୟା ଜନକ ବୋଲି କହିଛନ୍ତି। କିନ୍ତୁ ଭିଡ଼ିଓ ଟି ନିଆଁ ଠାରୁ ବି ଅଧିକ ବେଗ ରେ ଭାଇରଲ ହେବା ରେ ଲାଗିଛି।

ତେବେ ବନ୍ଧୁଗଣ ଆପଣ ଅନେକ ପ୍ରେମୀ ଯୁଗଳ ଙ୍କୁ ଘରୁ ପଳେଇଯାଇ ବିବାହ କରିଥିବାର ତଥା ଏକୁଟିଆ ଘର ଲୋକଙ୍କ ହାବୁଡ଼ ରେ ପଡିଯିବା ପରେ ବିବାହ କରିବାର ଦେଖିଥିବେ।

ମାତ୍ର କେବେ ବି କୋଉ ପ୍ରେମୀ ଯୁଗଳ ଙ୍କୁ ଏହିପରି ନିଚ୍ଛା ଟିଆ ରାତ୍ରି ର ଅନ୍ଧାର ରେ ବାହା ହେବାର ଦେଖି ନଥିବେ। ମାତ୍ର ଏହି ଭିଡ଼ିଓ ଟିରେ ତାହା ଦେଖିବା କୁ ମିଳିଛି ,ଜଣେ ଯୁବକ ଗୋଟିଏ ଝିଅ କୁ ରାସ୍ତା ମଝିରେ ସିନ୍ଦୁର ଦେଇ ବିବାହ କରୁଛି ଆଉ ଝିଅ ଟି ମଧ୍ୟ ହସି ହସି ଏହାକୁ ସ୍ୱୀକାର କରିବେଉଛି।

ତେବେ ଏହି ଭିଡ଼ିଓ ଟି ପ୍ରକୃତ ରେ କେଉଁ ସ୍ଥାନର ତାହା ଜଣାପଡି ନାହିଁ କିମ୍ବା ପ୍ରେମୀ ଯୁଗଳ ଙ୍କର ଏହିପରି ବିବାହ ପଛରେ କଣ କାରଣ ରହିଛି ତାହା ମଧ୍ୟ ଜଣା ନାହିଁ।କିନ୍ତୁ ଭିଡିଓ ଟି ଖୁବ ଭାଇରଲ ହେଉଛି, ଆପଣ ମଧ୍ୟ ଭିଡ଼ିଓ ଟିକୁ ଥରେ ଦେଖିନିଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।