viral ଭିଡ଼ିଓ – OMG ! ରାସ୍ତା ମଝିରେ ସ୍କୁଲ ଝିଅ କୁ i love you କହିଲେ ଯୁବକ ,ଭିଡ଼ିଓ ଦେଖିଲେମୁଣ୍ଡ କାମ କରିବନି, ମାତ୍ର 4 ଘଣ୍ଟାରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ଆଜି ଏକ ଏମିତି ଘଟଣା ଦେଖିବା ପାଇଁ ମିଳିଛି , ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ଏହି ଘଟଣା ଟିକୁ ଦେଖିଲେ ଝିଅ କେମିତି ପଟେଇବେ ତାହା ମଧ୍ୟ ଆପଣ ଜାଣି ପାରିବେ । ତେବେ ଏହା ଏକ ବାସ୍ତବ ଘଟଣା ନୁହେଁ । ଏହି ଘଟଣା କୁ ସୁଟିଂ କରା ଯାଇଛି । ତେବେ ଏହି ଭିଡିଓ କୁ ପର୍ଙ୍କ ଭିଡିଓ କୁହା ଯାଇ ଥାଏ । ଯାହା ଆପଣ ଏହାକୁ ଥରେ ଦେଖିଲେ ଆଉ ଭୁଲି ପାରିବେ ନାହିଁ ଭିଡିଓ ଟିକୁ । ଏହା ଏକ ମଜାଦାର ଭିଡିଓ ଅଟେ । ଏହି ଭିଡିଓ ରେ ଆପଣ ଝିଅ ମାନକୁ କେମିତି ପଟେଇ ପାରିବେ ତାହା ଆପଣ ଶିଖି ପାରିବେ ।

ଆଜି କାଲି ଦୁନିଆ ରେ ଝିଅ ମାନକୁ ପଟେଇବା ଯେତେ ସହଜ ହୋଇ ଥାଏ , ସେତେ କଷ୍ଟ ମଧ୍ୟ ହୋଇ ଥାଏ । ଏହାର ଅର୍ଥ କେହି କେହି ଝିଅ ଅତି ସହଜ ରେ ପଟି ଯାଉ ଥିବା ବେଳେ କେହି କେହି ଝିଅ ଗୋଟେ ଚୁଟିକି ରେ ପଟି ଯାଉ ଛନ୍ତି । ପ୍ରକୃତ ରେ ଝିଅ କୁ ପଟେଇବା ପାଇଁ କୌଣସି ଚାକିରୀ କିମ୍ବା ଜିମ ଯିବା ବୋଡି ଦରକାର ପଡି ନ ଥାଏ

 ଝିଅ କୁ ପଟେଇବା ପାଇଁ ହେଲେ ସାହସ ଦରକାର ହୋଇ ଥାଏ । ତା ସହିତ କଥା କହିବାର ଟେକନିକ ଦରକାର ପଡି ଥାଏ । ତେବେ ସେହି କଥା କୁହା ଟେକନିକ ସମସ୍ତଙ୍କ ପାଖରେ ନ ଥାଏ । ସେଥି ପାଇଁ ଝିଅ ପଟେଇବା କିଛି ପିଲାଙ୍କ ପାଇଁ ସ୍ୱପ୍ନ ହୋଇ ଥାଏ । ତେବେ ସେହି ସ୍ୱପ୍ନ ଆଜି ସତ ହେବାକୁ ଯାଉଛି । ଥରେ ଏହି ଭିଡିଓ ଟିକୁ ଦେଖନ୍ତୁ ଜାଣି ଜାଣି ପାରିବେ ଝିଅ କେମିତି ପଟିବେ ।

ଆଉ ଏଇ ପର୍ଙ୍କ ଭିଡିଓ ଟି କେବଳ ସେହି ପିଲାଙ୍କ ପାଇଁ ଯେଉଁ ମାନେ ଝିଅ ପଟେଇ ପାରୁ ନାହାନ୍ତି । ଭିଡିଓ ଟିରେ ଦେଖିବା ପାଇଁ ମିଳିଛି । ଗୋଟେ ଝିଅ ରାସ୍ତା ରେ ଆସୁ ଥିଲା । ଠିକ ସେହି ରାସ୍ତା କଡ଼ ରେ ଗୋଟେ ପିଲା ଠିଆ ହୋଇ ଥିଲା । ପିଲାଟି ଝିଅ ସହିତ ଡ଼ାଇରେକ୍ଟ କଥା ହେବା ସୁରକ୍ଷିତ ମନେ କଲା ନାହିଁ ।


କିନ୍ତୁ ଆଜ୍ଞା ମନରେ ବହୁତ ସାହସ । ଝିଅ ଯିବା ସମୟ ରେ ତା ପଛରେ କିଛି ଟଙ୍କା ଫିଙ୍ଗି ଦେଲା । ଆଉ ଝିଅ କୁ ଡାକି କହିଲା , ଝିଅ ତମ ପଇସା ପଡି ଗୋଲା । କିନ୍ତୁ ଝିଅ ଟି ମନା କଲା ଏହା ତା ପଇସା ନୁହେଁ ।

ତେବେ ସେହି ଠାରୁ ତାଙ୍କର କଥା ଵାର୍ତା ଷ୍ଟାର୍ଟ ହୋଇ ଥିଲା । କିଛି ସମୟ କଥା ହେବା ପରେ ପୁଅଟି ଝିଅ ଟିକୁ ଗୋଟେ ଗୋଲାପ ଫୁଲ ଦେଇ ଥିଲା । ତେବେ ଏହି ଭିଡିଓ ଟିକୁ ଦେଖିଲେ ଆପଣ ଜାଣି ପାରିବେ ଝିଅ କେମିତି ପଟା ଯାଏ ଏବେ ଏହି ଭିଡିଓ ଟି ବହୁତ ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।