viral ଭିଡ଼ିଓ- ରାସ୍ତା ମଝିରେ ଜବରଦସ୍ତ ଡ଼୍ୟାନ୍ସ କଲେ କଲେଜ ଛାତ୍ରୀ…..ତାଙ୍କର ଡ଼୍ୟାନ୍ସ ଦେଖି ନାଚିବାକୁ ଓଲ୍ହାଇ ଆସିଲେ ହଜାର ହଜାର ଯୁବକ ଯୁବତୀ…… ସୋସିଆଲ ମିଡ଼ିଆ ରେଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ।
ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ।
ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ।
ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଜଣେ କଲେଜ ର ଛାତ୍ରୀ ଙ୍କର ଡ୍ୟାନ୍ସ ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି।ଛାତ୍ରୀ ଜଣଙ୍କ କଲେଜ ୟୁନିଫର୍ମ ରେ ତେଲୁଗୁ ଫିଲ୍ମ ର ବର୍ତ୍ତମାନ ର ସବୁଠାରୁ ଲୋକପ୍ରିୟ ସଂଗୀତ ରେ ଡ୍ୟାନ୍ସ କରୁଛନ୍ତି।
ତାଙ୍କ ଡ୍ୟାନ୍ସ ଏତେ ମନଲୋଭା ଏବଂ ଆକର୍ଷଣୀୟ ଯେ ଆପଣ ତାଙ୍କୁ ଦେଖିବାକୁ ହିଁ ରହିଯିବେ , ଆପଣ ଙ୍କର ଆଖି ତାଙ୍କ ଠାରୁ ଦୂରେଇ ପାରିବେ ନାହିଁ।କଲେଜ ଛାତ୍ରୀ ଜଣଙ୍କ ଏହି ଗୀତ ର ତାଳ ରେ ତାଳ ମିଶାଇ ଡ୍ୟାନ୍ସ କରିବା କୁ ଲାଗିଛନ୍ତି ଆଉ କିଛି ସମୟ ମଧ୍ୟରେ ସେହି ଛାତ୍ରୀ ଙ୍କ ସହ ଅନ୍ୟ ଛାତ୍ରୀ ମାନେ ଯୋଗ ଦେଇଥିଲେ। ଆଉ ପରେ ଏଥିରେ ହଜାର ହଜାର ଲୋକ ମିଶି ଯାଇ ଡ଼୍ୟାନ୍ସ ଧମାକା କରିଥିଲେ।
ଯାହାର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥିବା ଜଣାପଡ଼ିଛି। ତେବେ ଆମେ ସଠିକ ଭାବରେ କହିପାରିବୁ ନାହିଁ କି ଏହା ପ୍ରକୃତ ରେ କେଉଁ ସ୍ଥାନରେ ବୋଲି। ମାତ୍ର ଏହି ଗୋଷ୍ଠୀ ଡ୍ୟାନ୍ସ ଦେଖିଲା ଭଳି ଅଟେ। ସୋସିଆଲ ମିଡ଼ିଆ ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଛାତ୍ରୀ ଙ୍କର ଡ୍ୟାନ୍ସ କୁ ପ୍ରଶଂସା କରିଛନ୍ତି।
ତେବେ ବନ୍ଧୁଗଣ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ଓ ଇଣ୍ଟରନେଟ ଦ୍ବାରା ଲୋକମାନେ ନିଜ ନିଜର ପ୍ରତିଭା ଦେଖାଇବା ରେ ସମର୍ଥ ହେଉଛନ୍ତି। ସାଧାରଣ ଲୋକ ମାନେ ମଧ୍ୟ ଭିନ୍ନ ଭିନ ଭିଡିଓ ଦେଖି ଖୁସି ହେଉଥିବା କହିଛନ୍ତି। ତେବେ ଆପଣ ମଧ୍ୟ ଏହି ଛାତ୍ରୀ ଙ୍କର ଡ୍ୟାନ୍ସ ଭିଡିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।