viral ଭିଡ଼ିଓ- ରାଣୀଙ୍କ ହଟ ଡାନ୍ସ ,ଯାତ୍ରା କୁଇନ ରାନୀ ପଣ୍ଡା ଙ୍କୁ ପୁଣି ଥରେ ନୂଆ ରୂପ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ ,ଦେଖନ୍ତୁ full ଭିଡ଼ିଓ ।
ରାଣୀ ପଣ୍ଡା ଙ୍କର ପୁଣି ଏକ ନୂଆ ପ୍ଲିମ ଆସିବା ପାଇଁ ଯାଉଛି । ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ତେବେ ପ୍ଲିମ ର କିଛି ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ଯେଉଁ ଥିରେ ରାଣୀ ପଣ୍ଡା water fall ରେ ଗାଧଉ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି । ତେବେ ଯାହା ଜଣା ପଡୁଛି ଯେ water fall ଟି ମୟୁରଭଞ୍ଜ ଜିଲ୍ଲାର ରେ ଅବସ୍ଥିତ । ଏବଂ ଏହି ନୂଆ ଫିଲ୍ମ ଟି ସେହି ଠାରେ ସୁଟିଂ ହଉଚି ବୋଲି ଜଣା ପଡୁଛି ।
ସେ ଯେଉଁ water fall ରେ ଗାଧଉ ଥିଲେ ତାର ନାଁ ହେଉଛି ଚଉଳଭଜା । ତେବେ ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁଛି , ସେ ଗୋଟେ ହଟ ଗୀତରେ ନାଚିବା ପାଇଁ ଯାଉ ଛନ୍ତି । ତେବେ ସେ ଯାହା ମଧ୍ୟ ହେଉ ଏହି ଫିଲ୍ମ ଟି ଫେବୁଆରୀ ରେ ଦେଖିବା ପାଇଁ ମିଳିବ । ତେବେ ଏହି ଭିଡିଓ ରେ ଆଉ ଏକ ଦୃଶ୍ୟ ଦେଖିବା ପାଇଁ ମିଳୁଛି ଯେ , ସର ବହୁତ ସୁନ୍ଦର ଦେଖା ଯାଉ ଛନ୍ତି ।
ତାଙ୍କୁ ଜଣେ ମେକପ କରୁ ଥିବାର ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁଛି । ତେବେ ଯାତ୍ରା କଳାକାର ରାନୀ ପଣ୍ଡା ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଜଣେ ସଦର୍ଶୟ ହେବା ପାଇଁ ଯାଉ ଛନ୍ତି । ସେ ପ୍ରଥମେ ଯାତ୍ରା ରେ ଧମାଲ ମଚାଉ ଥିଲେ । ବିଶେଷ ରେ ଦେଖିବା ପାଇଁ ଗଲେ ଖଣ୍ଡଗିରି ଯାତ୍ରା ରେ ,ସେ ବହୁତ ଲୋକ ଲଚନ କୁ ଆସି ଥିଲେ । କାରଣ ଯାତ୍ରା ରେ ସେ ନିଜର ଦେହ କୁ ସମସ୍ତଙ୍କୁ ଦେଖାଇ ଦେଇ ଥିଲେ , ଯାହା ଫୋଳରେ ଲୋକ ତାଙ୍କୁ ବହୁତ ଚିହିଁ ଯାଇ ଥିଲେ ।
ତେବେ ଯାତ୍ରା ବନ୍ଦ ହେବା ପରେ , ବେଣୁ ନାମକ ଏକ ବ୍ୟକ୍ତି ଇଲେକ୍ସନ ରେ ଠିଆ ହୋଇ ଥିଲେ , ତାଙ୍କ ସପକ୍ଷ ରେ ରାନୀ ପଣ୍ଡା ଥିଲେ । କିନ୍ତୁ ଶେଷରେ ବେଣୁ ମଉସା ହାରି ଯାଇ ଥିଲେ । ତେବେ ଏଠି ମଧ୍ୟ ରାନୀ ପଣ୍ଡା ବହୁତ ଲୋକ ଲୋଚନ କୁ ଆସି ଥିଲେ ।
ତେବେ ଯାତ୍ରା ପାଇଁ ଯାତ୍ରା କଳାକାର ମାନେ ରାସ୍ତା ଅବରଧ କରୁ ଥିବା ସମୟ ରେ ରାନୀ ପଣ୍ଡା ମଧ୍ୟ ସେଠକୁ ଯାଇ ଥିଲେ । ସେଠାରେ ମଧ୍ୟ ସେ ଲୋକ ଲୋଚନ କୁ ଆସି ଥିଲେ । କାରଣ ସେଠି ସେ ଗୋଟେ କଥା କହି ଥିଲେ “CM କୁ ମୁଁ ସିଏ ବୋଲି ଭାବେ , ଆଉ ପାଣ୍ଡିଆନ କୁ ମୁଁ ଦିଅର ବୋଲି ଭାବେ” ।
ତେବେ ଆଜି ସେ ପ୍ଲିମ ଦୁନିଆ କୁ ପୁଣି ଥରେ ଓଲ୍ହାଇ ଛନ୍ତି । ଦୃଶ୍ୟ ରେ ଯାହା ଦେଖା ଯାଉଚି ପୁଣି ରାନୀ ପଣ୍ଡା କୁ ଗୋଟେ ନୂଆ ଅନ୍ଦାଜ ରେ ଦେଖିବା ପାଇଁ ପାଇବେ । ତେବେ ଫେବୁଆରୀ ମାସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।