viral ଭିଡ଼ିଓ – ରାଜଧାନୀର ରାସ୍ତା ଉପରେ ଯୁବତୀଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବକ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ମାତ୍ର 4 ଘଣ୍ଟାରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !
ବେଳେ ବେଳେ କିଛି ଏମିତି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ଲାଗିଥାଏ। ବେଳେ ବେଳେ ମଣିଷ ତାର ହିତାହିତ ଜ୍ଞାନକୁ ଭୁଲି ଯାଇ ଏମିତି କିଛି କାଣ୍ଡ କରି ବସନ୍ତି ଯାହାକି ଖୁବ୍ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି କରିଥାଏ। ସେମାନେ ଜାଣି ପାରି ନଥାନ୍ତି ଯେ ଏହା ପରେ କେଉଁ ପରିସ୍ଥିତର ସାମ୍ନା କରିବାକୁ ପଡ଼ିବ। ତେବେ ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟ୍ ଫୋନ୍ ସହିତ ଜଡିତ ରହିଛନ୍ତି। ଏମାନଙ୍କ ଆଖ ପାଖରେ ଘଟୁଥିବା ଘଟଣାକୁ ସେଥିରେ ଭିଡିଓ ରେକର୍ଡ କରି ନିଅନ୍ତି। ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଖୁବ୍ ଭାଇରାଲ ହୋଇ ଯାଏ।
ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡ଼ି ଯିବ। ଜଣେ ଯୁବତୀ ତାଙ୍କର ହିତାହିତ ଜ୍ଞାନକୁ ଭୁଲି ଜଣେ ଯୁବକଙ୍କୁ ବିଚ୍ ରାସ୍ତା ଉପରେ ଜନଗହଳିରେ ଯୁବକଙ୍କୁ ନିର୍ଦ୍ଧୁମ ପିଟିଛନ୍ତି।
କେବଳ ମାଡ ନୁହେଁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି। ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଏବେ ସୋସିଆଲ ମିଡିଆରେ ନିଆଁ ପରି ମାଡ଼ି ଚାଲିଛି।
ଭିଡିଓଟି ରାଜଧାନୀ ଭୁବନେଶ୍ଵର ର ରାଜରାସ୍ତା ଠାରେ ଦେଖିବାକୁ ମିଳୁଛି। ଭୁବନେଶ୍ଵରର ଆଇ.ଜି. ପାର୍କ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ହାଇଡ୍ରାମା। ଯୁବକ ଓ ଯୁବତୀଙ୍କ ଝଗଡାର ତୀବ୍ର ରୂପ ଦେଖିବାକୁ ମିଳିଛି ରାଜରାସ୍ତା ଉପରେ। ଯୁବତୀ ଜଣକ ଯୁବକଙ୍କୁ ମନ ଇଚ୍ଛା ଗାଳି ଗୁଲଜ କରୁଛନ୍ତି।
ତା ସହିତ ମଝିରେ ମଝିରେ ଯୁବକଙ୍କ ଶକ୍ତ ଚାପୁଡ଼ା ମଧ୍ୟ ପକାଉଛନ୍ତି। ଯୁବତୀ ଜଣକ ମଝିରେ ମଝିରେ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହି ସମ୍ପୁର୍ଣ୍ଣ ଘଟଣାଟି ରାଜଧାନୀ ଭୁବନେଶ୍ଵରର ଆଇ.ଜି. ପାର୍କ ନିକଟରେ ଘଟିଛି ବୋଲି ଜଣା ଯାଉଛି।
ଭିଡିଓରେ ଦେଖିବାକୁ ମିଳୁଛି ଯୁବକ ଜଣକ ରାସ୍ତାର ମଝିରେ ଏକ ସ୍କୁଟିରେ ବସିଛନ୍ତି। ମୁଣ୍ଡରେ ତାଙ୍କର ହେଲମେଟ ରହିଛି। ତେବେ ଯୁବତୀ ଜଣକ ଆସି ଯୁବକଙ୍କୁ ମାଡ ମରିବା ସହିତ ଗାଳି ଗୁଲଜ କରୁଛନ୍ତି।
ଯୁବକ ଜଣକୁ ମୁଣ୍ଡରୁ ହେଲମେଣ୍ଟ ବାହାର କରିବା ପାଇଁ କହୁଛନ୍ତି। ତେବେ ସେପଟୁ ଅନ୍ୟ ଏକ ଯୁବକ କହୁଛନ୍ତି ଭାଇ ହେଲମେଟ ଖୋଲି ଦିଅନ୍ତୁ ନହେଲେ ଆପଣ ମରିଯିବେ ଆଜି। ଏହା ପରେ ଯୁବତୀ ଜଣକ କହୁଛନ୍ତି ସେ ମରିଯାଉ ମୁ ତାକୁ ମାରିବା ପାଇଁ ଆସିଛି। ତେବେ ଏମିତି କିଛି କାଣ୍ଡ କାରନାମା ଭିଡିଓରେ ଦେଖିବାକୁ ମିଳୁଛି।
ଯୁବତୀ ଓ ଯୁବକଙ୍କ ଏଭଳି ହାତାହାତି ହେବା ଦେଖି କେହି ଜଣେ ସେଠାରେ ଉପସ୍ଥିତ ପବ୍ଲିକ ଏହାର ଭିଡିଓ କରିଛନ୍ତି। ତେବେ ସେଠାରେ ଏହି ଭିଡିଓକୁ ନେଇ ମଧ୍ୟ ଯୁବତୀ ଜଣକ ଆଉ ଜଣେ ଯୁବକଙ୍କ ସହିତ ହାତାହାତି ହେବାର ଦେଖିବାକୁ ମିଳୁଛି। ତେବେ ଏଥିରେ ରାଗିଯାଇ ଅନ୍ୟ ଏକ ଯୁବକ ଯୁବତୀ ଜଣକୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି ଯାହା ବର୍ତ୍ତମାନ ସମୟରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।