viral ଭିଡ଼ିଓ-ରାଇମହୋନ ଙ୍କ ସହ ଖାଇବା ଖାଇଲେ ରୁପା ପିଣ୍ଟୁ,ଖାଇବା ସମୟରେ ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ସହ ଆମେ ସମସ୍ତେ ଉତପ୍ରତ ଭାବରେ ଯୋଡ଼ିତ ।ଆଉ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ର ସମସ୍ତ ଘଟଣା ଆମେ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣିପାରି ଥାଉ।ଆଉ ଏହି ସୋସିଆଲ ମିଡ଼ିଆ ବର୍ତ୍ତମାନ ଆମ ସମସ୍ତ ଙ୍କ ପାଇଁ ଏହିପରି ଏକ ପ୍ଲାଟଫାର୍ମ ସାଜିଛି ଯାହା ଦ୍ୱାରା ଲୋକମାନେ ତାଙ୍କର ନିଜ ଗୁଣ କୁ ସମସ୍ତ ଙ୍କ ଆଗରେ ପରିପ୍ରକାଶ କରିପାରୁଛନ୍ତି। ଏବଂ ସେମାନେ ଙ୍କୁ ଲୋକପ୍ରିୟତା ମିଳିବା ସହ ରୋଜଗାର ର ଏକ ରାସ୍ତା ମଧ୍ୟ ମିଳିଯାଉଛି।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।

ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଭିଡ଼ିଓ ଟି କିନ୍ତୁ ଅନ୍ୟ ସବୁ ଭିଡ଼ିଓ ଠାରୁ ଟିକିଏ ଭିନ୍ନ ଏବଂ ନିଆଁରା ରହିଛି।କାରଣ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ଏକ ଭିଡ଼ିଓ ସୁଟିଂ ପାଇଁ ଆମ ଓଡ଼ିଶାର ତଥା ଓଡ଼ିଆ ସିନେମା ର ଲୋକପ୍ରିୟ ଖଳନାୟକ ରାଇ ମୋହନ ଙ୍କୁ ନିଜ ସହ ଅଭିନୟ ପାଇଁ ଆସିଥିଲେ।

 ତେବେ ପିଣ୍ଟୁ ଭାଇ ଓ ରୁପା ଭାଉଜ ଲୋକପ୍ରିୟ ଖଳନାୟକ ରାଇମହୋନ ଙ୍କ ସହ ଅଭିନୟ କରିଥିଲେ ତାଙ୍କର ନୂଆ ୟୁ ଟ୍ୟୁବ ଭିଡ଼ିଓ ପାଇଁ। ତେବେ କେବଳ ଅଭିନୟ ନୁହେଁ ବରଂ ଅଭିନୟ ସହ ଆହୁରି ଅନେକ କିଛି ମଜାମସ୍ତି ହୋଇଥିଲା।

ତେବେ ସୁଟିଂ ସରିବା ପରେ ଉଭୟ ରୁପା ଓ ପିଣ୍ଟୁ ରାଇ ମହୋନ ଙ୍କ ସହ ଭଜନ ର ବ୍ୟବସ୍ଥା କରିଥିଲେ ଏବଂ ତିନି ଜଣ ଏକାଠି ବସି ମଧ୍ୟାନ ଭଜନ କରିଥିଲେ।ତେବେ ମଧ୍ୟାନ ଭଜନ କରୁଥିବା ସମୟରେ ରାଇ ଭାଇ କହିଥିଲେ କି ମୁଁ ଆଶୀର୍ବାଦ କରିଛି ତୁମେ ମାନେ ଏହିପରି ଆଗକୁ ଆଗେଇ ଚାଲ ଆଉ ମଝିରେ ମଝିରେ ମୋତେ ଏମିତି ସୁଆଦିଆ ଖାଦ୍ୟ ଖାଇବାକୁ ଦିଅ ବୋଲି।

ତେବେ ଏହା ସହ ସେମାନେ ଆହୁରି ଅନେକ ମସ୍ତି କରିଥିଲେ ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମଧ୍ୟ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ଏହି ଭିଡ଼ିଓ ଟିକୁ ଦେଖନ୍ତୁ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।