viral ଭିଡ଼ିଓ- ପୁଷ୍ପା’ର ଏହି ୩ ମିନିଟ ଆଇଟମ ଡାନ୍ସ ପାଇଁ ୫କୋଟି ଟଙ୍କା ନେଇଛନ୍ତି ସାଉଥ ଅଭିନେତ୍ରୀ ସାମନ୍ଥା ଭିଡ଼ିଓ ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି !

ସିନେମା ସମସ୍ତଙ୍କୁ ମୋନରଜଂନ ଖୋରାକ ଯୋଗାଇଥାଏ।ଏହି ସିନେମାକୁ ଜୀବନ୍ତ କରିବାରେ ସାହାଯ୍ୟ କରିଥାନ୍ତି ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀ ମାନେ,ଏହି ସୁପରଷ୍ଟାର ମାନେ ବେଳେ ବେଳେ ଏତେ ଟଙ୍କା ଡିମାଣ୍ଡ କରିଥାନ୍ତି ଯେ ଯାହା ସହଜରେ ବିଶ୍ଵାସ କରିହୁଏ ନାହିଁ।ନିକଟରେ ରିଲଜ ହୋଇଥିବା ସୁପରହିଟ ସିନେମା ‘ପୁଷ୍ପା ‘ ଚଳଚ୍ଚିତ୍ର ମାଧ୍ୟମରେ ଅଭିନେତ୍ରୀ ସାମନ୍ଥା ୩ ମିନିଟ୍ର ଆଇଟମ ଗୀତ ର ନୃତ୍ୟ ପରିବେଷଣ ପାଇଁ ଡିମାଣ୍ଡ କରିଥିବା ଟଙ୍କାର ପରିମାଣ ଜାଣିଲେ ଆପଣଙ୍କର ହୋଶ ଉଡ଼ି ଯିବ।

ନିକଟରେ ରିଲିଜ୍ ହୋଇଥିବା ହିଟ୍ ସିନେମା ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଦେଖିବାକୁ ଦର୍ଶକ ମଧ୍ୟରେ କ୍ରେଜ ବଢ଼ିବାରେ ଲାଗିଛି। ପ୍ରଥମ ଥର ପାଇଁ ଏମାନଙ୍କ ଯୋଡ଼ିକୁ ଦର୍ଶକ ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ଡିସେମ୍ବର ୧୭ରେ ସିନେମାଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଥିଲା। ଏହି ସୁପରହିଟ ସାଉଥ୍ ସିନେମାଟି ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷାରେ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ଅଛି।

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ପିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ ରଚନା କରି ଚାଲିଛି। ଛୋଟରୁ ବଡ ଯାଏଁ ସମସ୍ତେ ଏହି ଫିଲ୍ମର ଡାଇଲଗକୁକୁ ମୁହଁରେ ରଖିଛନ୍ତି । ତେବେ ଏହି ଫିଲ୍ମର ଗୀତ ଗୁଡିକୁ ମଧ୍ୟ ସେତେ ଚର୍ଚ୍ଚାକୁ ଆସିଛି।

ଏହି ଫିଲ୍ମରେ ରହିଥିବା ଗୀତ ‘ଓ ଅନ୍ତାୱା’ ରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତାଙ୍କର ଜବରଦସ୍ତ ହଟ ଅନ୍ଧାଜ୍ ଦର୍ଶକ ମାନଙ୍କ ମନକୁ ଖୁବ୍ ଆକୃଷ୍ଟ କରିଛି।ତାଙ୍କ ଲୁକ୍‌ ଦେଖି ସମସ୍ତଙ୍କର ଉଡି ଯାଇଛି ହୋସ୍‌। ତେବେ ପ୍ରଥମ ଥର ପାଇଁ ଆଇଟମ୍‌ ଡ୍ୟାନ୍ସରେ ଅଭିନେତ୍ରୀ ସାମନ୍ଥାଙ୍କୁ ଦେଖିବାକୁ ମିଳିଛି ।

 

ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ୍ ମଚାଇଥିବା ବେଳେ ଦର୍ଶକ ଓ କ୍ରିଟିକ୍ସଙ୍କଠାରୁ ଭଲ ରେସପନ୍ସ ମିଳିଛି । ତେବେ ୩ ମିନିଟର ଆଇଟମ୍ ଗୀତ ପାଇଁ ସାମନ୍ଥା କେତେ ଟଙ୍କା ନେଇଛନ୍ତି ତାହା ଆପଣ ଜାଣିଛନ୍ତି କି? ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସାମନ୍ଥା ଉକ୍ତ ଗୀତରେ ଅଭିନୟ ପାଇଁ ପ୍ରଥମରୁ ଅନିଚ୍ଛୁକ ଥିଲେ, ପରେ ଆଲ୍ଲୁ ଅର୍ଜ୍ଜୁନଙ୍କ ତାଙ୍କୁ ରାଜି କରିବାରୁ ସେ ପରେ ହଁ କରିଥିଲେ।

କିନ୍ତୁ ସାମନ୍ଥାଙ୍କ ଏହି ୩ ମିନିଟିର ଭିଡିଓ ପାଇଁ ସେ ୫ କୋଟି ଟଙ୍କା ନେଇଛନ୍ତି । ଏହି ଆଇଟମ୍ ଗୀତଟିକୁ କେବଳ ଫ୍ୟାନ୍ସ ନୁହନ୍ତି, ଦେଖିବାକୁ ଗଲେ ବହୁତ ସେଲିବ୍ରେଟିମାନେ ମଧ୍ୟ ବହୁତ ପସନ୍ଦ କରୁଥିବା ଦେଖାଯାଇଛି ।

ଏହି ଗୀତକୁ ନେଇ ପ୍ରଥମରୁ କିଛି ବିବାଦ ସାମ୍ନାକୁ ଆସିଥିଲା । ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥଲେ ହଟ୍ କୁଇନ୍ ରଶ୍ମିକା ମନ୍ଦାନା । ଗତ ଡିସେମ୍ବର ୧୭ ତାରିଖରେ ଏହି ଫିଲ୍ମଟି ହଲରେ ରିଲିଜ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ଏହା ୩୦୦ କୋଟିରୁ ଅଧିକ କମାଇ ସାରିଲାଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।