viral ଭିଡ଼ିଓ-ପୁଣି ଥରେ ପପୁ ପମ ପମ ହେଲେ ଲଜିତ,ଫିଲ୍ମ କଂହେୟା କୁ ନେଇ ,ଏବେ ଚାଲିଛି ଡ୍ରାମା। ତେବେ ସମ୍ପୂର୍ଣ ଘଟଣା ଜାଣନ୍ତୁ ଏହି ଭିଡ଼ିଓ ଟିକୁ……. ୬୦ ଲକ୍ଷ୍ୟରୁ ଅଧିକ ଲୋକ ଦେଖିସାରିଲେଣି,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ପୁଣି ଥରେ ପପୁ ପମ ପମ ହେଲେ ଲଜିତ । ତେବେ ଗତ ବର୍ଷ ସୁଟିଂ ହୋଇ ଥିବା ଫିଲ୍ମ କଂହେୟା କୁ ନେଇ ଲୋକେ ବହୁତ ଲଜିତ ଅଛନ୍ତି , ସେଥି ପାଇଁ ସେ ଏହି ଫିଲ୍ମ କୁ ବହୁତ ବିରଧ କରୁ ଛନ୍ତି । ଫିଲ୍ମ ର ଅବସ୍ତାବତା କୁ ନେଇ, ଭକ୍ତ ମାନେ ଏହାକୁ ବାସ୍ତବ ଭାବି ବହୁତ ବିରୋଧ କରି ଛନ୍ତି । ତେବେ ଆଜି କଟକ ର ଏକ ଷ୍ଟୁଡିଓ ରେ ଦେଖିବା ପାଇଁ ମିଳି ଥିଲା , କିଛି ଝଗଡା ଯେଉଁ ଝଗଡା ରେ ଥିଲେ ପପୁ ଆଉ ଅନ୍ୟ ପଟରେ ଥିଲେ ସଧାରଣ ହନୁମାନ ଭକ୍ତ ।
ତେବେ ମିଷ୍ଟର କଂହେୟା ଗତ ବର୍ଷ ସୁଟିଂ ଚାଲୁ ଥିଲା ତେବେ ଏଇ ମାସ ସେଟା ରିଲିଜ ହୋଇ ଥିଲା । ତେବେ ପ୍ଲିମ ଟିରେ କିଛି ସୀନ ଥିଲା କୃଷ୍ଣ ଙ୍କର । ତେବେ ସେଇଥି ପାଇଁ ଲୋକେ ଏହାକୁ ବିରୋଧ କରୁ ଛନ୍ତି , ଆଉ କହୁ ଛନ୍ତି ପ୍ଲିମ ର ନାମ ପରିବର୍ତ୍ତନ କରା ଯାଉ ବୋଲି । ଯାହା ଏବେ ସମ୍ଭବ ନୁହେଁ ବୋଲି ପପୁ କହି ଛନ୍ତି । ତେବେ ଆସନ୍ତୁ ପୁରା ଘଟଣା ଟି ଜାଣିବା ।
କଟକ ର ଗୋଟେ ସିନେମ ହୋଲ ରେ ଆଜି ରିଲିଜ ହୋଇ ଥିଲା ମିଷ୍ଟର କଂହେୟା । ତେବେ ସେଥି ପାଇଁ ପପୁ ସେଠକୁ ଯାଇ ଥିଲେ । କିନ୍ତୁ ସେଠାରେ କିଛି ଲୋକ ପପୁ କୁ ଅଟକାଇ ଦେଇ ଥିଲେ । ଆଉ ପଚାରି ଥିଲେ ସେ କଣ ପାଇଁ କୃଷ୍ଣ ଙ୍କ ନାଁ ରେ ଏମିତି ସୀନ ରଖି ଥିଲେ ।
ଅର୍ଥତ ଏହି ପ୍ଲିମ ରେ କିଛି ଖରାପ ସୀନ ନ ଥିଲା କିନ୍ତୁ , କୃଷ୍ଣ ଓ ଶକୁନ୍ତଳା କୁ ନେଇ ଏହି ଫିଲ୍ମ ରେ ବିବାଦ ଉଠି ଥିଲା , ଯାହା ଏବେ ଚର୍ଚ୍ଚା ର ବିଷୟ । ତେବେ ଘଟଣା ସ୍ଥଳରେ ପପୁ କହି ଥିଲେ , ସେ ପ୍ଲିମ ରେ କୃଷ୍ଣ ନ ଥିଲା , ତେବେ ପପୁ ସେମାନଙ୍କୁ ଭ୍ରମ ଧାରଣା କୁ ଦୁରେଇ ଦେବା ପାଇଁ , ସେମାନଙ୍କୁ ଫ୍ରି ଟିକେଟ ରେ ଫିଲ୍ମ ଦେଖେଇବେ ବୋଲି କହି ଥିଲେ ।
କିନ୍ତୁ ସେଠାରେ ଥିବା ଲୋକ ଏହାକୁ ମାନି ନ ଥିଲେ । କହି ଥିଲେ ପ୍ଲିମ ର ନାମ ପରିବର୍ତ୍ତନ କରିବା ପାଇଁ । ତେବେ ପପୁ କହି ଥିଲେ , ଫିଲ୍ମ ଟି ରିଲିଜ ହୋଇ ସାରିଛି , ତେଣୁ ଏହାକୁ ଆଉ ପରିବର୍ତ୍ତନ କରା ଯାଇ ପାରିବ ନାହିଁ । ଯଦି ଆପଣ ମାନେ ପ୍ଲିମ ରିଲିଜ ହେବା ପୂର୍ବରୁ କହି ଥାନ୍ତେ ହୁଏତ ଏହି ଫିଲ୍ମ ର ନାମ ପରିବର୍ତନ ହୋଇ ପାରି ଥାନ୍ତେ ।
ତେବେ ଏହା ଥିଲା ପପୁ ଆଉ କିଛି ଲୋକଙ୍କ ଝଗଡା ଥିଲା । ଯାହା ଏବେ ବହୁତ ଭାଇରାଲ ହେଉଛି ଏହି ଘଟଣା । ଜଣା ଯାଉଛି ଏହି ଫିଲ୍ମ ଟି ବହୁତ ଭଲ ହୋଇଛି , ତେବେ ଆପଣ ମାନେ ଏହାକୁ ନିଶ୍ଚିତ ରୂପେ ଦେଖିବା ପାଇଁ ଯାଆନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।