viral ଭିଡ଼ିଓ -ପୁଣି ଥରେ marcket କୁ ଆସିଲା ସାନ୍ତନୁଙ୍କ ଆଉ ଏକ ନୂଆ album song ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!
ପୁଣି ଥରେ ଗୀତ ଗାଇଲେ ଓଡ଼ିଶାର ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି ।“ଓଡ଼ିଶାର ନୁଆ ସ୍ୱର ଜୁନିୟର” ରେ ଅଡିସନ ଦେବାକୁ ଆସି ଓଡ଼ିଶାର ଭାଇରାଲ୍ ବୟ ପାଲଟି ଯାଇଥିଲେ ମାତ୍ର ୭ ବର୍ଷର କୁନି ପୁଅ ଶାନ୍ତନୁ କୁମାର ମହାନ୍ତି। ଏହା ପର ଠାରୁ ଭାଇରାଲ ବୟ ଶାନ୍ତନୁ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସାରା ରାଜ୍ୟରେ ଏବେ ଏହି ୭ ବର୍ଷୀୟ ଭାଇରାଲ ବୟ କୁନି କଣ୍ଠଶିଳ୍ପୀ ଶାନ୍ତନୁ କୁମାର ମହାନ୍ତିଙ୍କ ଚର୍ଚ୍ଚା ଚାଲିଛି।
ଏତେ କମ ବୟସରୁ ଗୋଟିଏ ପରେ ଗୀତ ଗାଇ ଚାଲିଛନ୍ତି ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି। ଶାନ୍ତନୁ ଧୀରେ ଧୀରେ ସମସ୍ତଙ୍କ ମନରେ ନିଜର ପରିଚୟ ସୃଷ୍ଟି କରି ଚାଲିଛନ୍ତି। ଶାନ୍ତନୁଙ୍କ ଗୀତ ସାଙ୍ଗକୁ ତାଙ୍କ ମଜାଳିଆ ଅନ୍ଦାଜ ଏବଂ ଅଭିନୟକୁ ବହୁ ମାତ୍ରାରେ ମାନଙ୍କ ଭଲପାଇବା ମିଳି ଚାଲିଛି।
ଶାନ୍ତନୁଙ୍କ ସ୍ୱର ଓଡ଼ିଶାର ସବୁ ସଙ୍ଗୀତ ପ୍ରେମୀଙ୍କ ନିକଟରେ ପହଁଚି ପାରିଛି। ଏତେ କମ ବୟସରୁ ସେ ଏତେ ସୁନ୍ଦର ସଙ୍ଗୀତ ପରିବେଷଣ କରି ପାରୁଛନ୍ତି ଯିଏ ବି ଶାନ୍ତନୁଙ୍କ ସଙ୍ଗୀତକୁ ଶୁଣିବ ସିଏ ତାଙ୍କୁ ପ୍ରଶଂସା କରିବା ପାଇଁ ବାଧ୍ୟ ହେବେ। ଦର୍ଶକ ମାନେ ଶାନ୍ତନୁଙ୍କ ସବୁ ଗୀତକୁ ବହୁ ମାତ୍ରାରେ ଲାଇକ, ସେୟାର ଏବଂ ଭଲ ଭଲ କମେଣ୍ଟ କରୁଥିବାର ଜଣା ଯାଉଛି।
ଅତି ସୁନ୍ଦର ଗାଇବା ସହ ଗୀତର ତାଳେ ତାଳେ ସୁନ୍ଦର ଅଭିନୟ ମଧ୍ୟ କରିଥାନ୍ତି ଏହି କୁନି କଣ୍ଠଶିଳ୍ପୀ। ଏହି କୁନି କଣ୍ଠଶିଳ୍ପୀ ଶାନ୍ତନୁଙ୍କୁ ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ହ୍ୟୁମାନ ସାଗର ସହିତ ତୁଳନା କରା ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି।
ତେବେ ବର୍ତ୍ତମାନ ସମୟରେ ପୁଣିଥରେ ଭାଇରାଲ ହେବାରେ ଲାଗିଛି ଭାଇରାଲ ବୟ ଶାନ୍ତନୁ କଣ୍ଠଦାନ କରିଥିବା ଗୀତ”ପ୍ରେମ ହେଇଯାଉ”। ଶାନ୍ତନୁ ସହିତ ଏହି ଗୀତରେ କୁନି କଣ୍ଠଶିଳ୍ପୀ ଅଙ୍କିତା ମଧ୍ୟ କଣ୍ଠଦାନ କରିଛନ୍ତି।
ଗୀତଟିକୁ ସୁନ୍ଦର୍ ସ୍ୱର ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ୟ ହୃଦୟସ୍ପର୍ଶୀ ହୋଇଛି। ଦର୍ଶକ ମାନେ ଏହି ଗୀତକୁ ବହୁ ମାତ୍ରାରେ ପସନ୍ଦ କରି ଚାଲିଛନ୍ତି। ଶାନ୍ତନୁ ଓ ଅଙ୍କିତାଙ୍କ କଣ୍ଠରେ ଏହି ଗୀତ ବହୁତ ସୁନ୍ଦର ଲାଗୁଛି। ଏହି ଗୀତକୁ ଗାଇବା ସହ ଶାନ୍ତନୁ ଅତି ସୁନ୍ଦର୍ ରିଆକ୍ସନ ମଧ୍ୟ ଦେଉଛନ୍ତି।
ଏହି ଗୀତ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ସଚିନ୍ ମହାପାତ୍ର ଏବଂ ଏହାକୁ ଭାଇରାଲ ବୟ ଶାନ୍ତନୁ ଏବଂ ଅଙ୍କିତା ଅତି ସୁନ୍ଦର ଭାବରେ ଗାଇଛନ୍ତି।
ଏହି ଗୀତକୁ CS ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ କରାଯାଇଥିଲା ଯାହାକୁ ବର୍ତ୍ତମାନ ସୁଦ୍ଧା ସାଢେ ୩ ଲକ୍ଷ ରୁ ଅଧିକ ଦର୍ଶକ ଦେଖି ସାରିଲେଣି। ଯଦି ଆପଣ ଏହି ଗୀତକୁ ଦେଖି ନାହାନ୍ତି ତେବେ ନିଶ୍ଚିତ ଭାବରେ ଥରେ ଦେଖି ନିଅନ୍ତୁ ଆଶା କରୁଛୁ ଏହି ଗୀତ ଆପଣଙ୍କୁ ନିଶ୍ଚୟ ଭାବରେ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।