viral ଭିଡ଼ିଓ -ପୁଣି ଥରେ marcket କୁ ଆସିଲା ଓଡ଼ିଶାର ଲୋକ ପ୍ରିୟ ଯୋଡ଼ି ରୂପା ପିଣ୍ଟୁ ଓ ଖୁସି,କଲେଜ ରେ ନୂଆ album song ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ବର୍ତ୍ତମାନ ସମୟରେ ସାମାଜିକ ଗଣ ମାଧ୍ୟମ ଏପରି ଏକ ପ୍ଲାଟଫର୍ମ ହୋଇଯାଇଛି ଯାହା ମାଧ୍ୟମରେ ଅନେକ ଲୋକେ ପ୍ରସିଦ୍ଧି ଲାଭ ଅର୍ଜ୍ଜନ କରିବା ସହିତ ରୋଜୋଗାର କ୍ଷମ ମଧ୍ୟ ହୋଇ ପାରିଛନ୍ତି। ଏବଂ ଆମ ଦେଶ ବିଦେଶରେ ଘଟି ଚାଲିଥିବା ସବୁ ଘଟଣାର ଟିକିନିଖି ତଥ୍ୟ ଆମେ ଗୋଟିଏ ସ୍ଥାନରେ ରହି ଜାଣି ପାରୁଛୁ। ଏହି ସମସ୍ତ ଘଟଣା ଆମ ପାଖରେ ପହଁଞ୍ଚିବା ପାଇଁ ସାମାଜିକ ଗଣ ମାଧ୍ୟମ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ସବୁ ବ୍ୟକ୍ତିଙ୍କର କିଛି ନା କିଛି ପ୍ରତିଭା ଲୁଚି ରହିଥାଏ। ସମସ୍ତେ ନିଜର ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ ପାଇ ପାରି ନଥାନ୍ତି। ହେଲେ ଏହି ସାମାଜିକ ଗଣ ମାଧ୍ୟମ ବର୍ତ୍ତମାନ ଆମ ସମସ୍ତ ଙ୍କ ପାଇଁ ଏହିପରି ଏକ ପ୍ଲାଟଫାର୍ମ ସାଜିଛି ଯାହା ଦ୍ୱାରା ଲୋକମାନେ ତାଙ୍କର ନିଜ ଗୁଣ କୁ ସମସ୍ତ ଙ୍କ ଆଗରେ ପରିପ୍ରକାଶ କରିପାରୁଛନ୍ତି। ଏବଂ ସେମାନେ ଙ୍କୁ ଲୋକପ୍ରିୟତା ମିଳିବା ସହ ରୋଜଗାର ର ଏକ ରାସ୍ତା ମଧ୍ୟ ମିଳିଯାଉଛି।

ଆପଣ ମାନେ ପ୍ରାୟ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁଟ୍ୟୁବ ଚ୍ୟାନେଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।

ଏମାନେ ନିଜର ପ୍ରତିଭାକୁ ଛୋଟ ଛୋଟ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି।”ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ” ଚ୍ୟାନେଲ ର ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।

ଦର୍ଶକ ମାନେ ରୂପା ଓ ପିଣ୍ଟୁଙ୍କ ଯୋଡ଼ିକୁ ମଧ୍ୟ ଖୁବ୍ ପସନ୍ଦ କରିନ୍ତି। ଏମାନଙ୍କ ପ୍ରତ୍ୟେକ ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିବା ସହିତ ହଜାର ହଜାର ଲାଇକ କମେଣ୍ଟ କରିଥାନ୍ତି। “ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବର୍ତ୍ତମାନ ସୁଦ୍ଧା ସାଢେ ୭ ଲକ୍ଷରୁ ଉର୍ଦ୍ଧ୍ବ ସବସ୍କ୍ରାଇବର୍ ରହିଛନ୍ତି।

ତେବେ ନିକଟରେ “ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ” ରେ ଏକ ଭିଡିଓ ଦେଖିବାକୁ ମିଳିଥିଲା। ଯେଉଁଥିରେ ରୂପା ଓ ପିଣ୍ଟୁଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ରୂପାଙ୍କୁ ସବୁ ଭିଡିଓରେ ଶାଢ଼ୀ ପିନ୍ଧିବାର ଦେଖିବାକୁ ମିଳୁଥିଲା କିନ୍ତୁ ଏହି ଭିଡିଓରେ ରୂପା ଓ ପିଣ୍ଟୁ କଲେଜ ୟୁନିଫର୍ମ ପିନ୍ଧି ଥିବାର ଦେଖିବାକୁ ମିଳିଥିଲେ। ରୂପାଙ୍କୁ କଲେଜ ୟୁନିଫର୍ମରେ ଦେଖି ଦର୍ଶକ ମାନଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ତେବେ ରୂପା ପିଣ୍ଟୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଏକ ଭିଡିଓ ମାଧ୍ୟମରେ ସେମାନଙ୍କ ଫ୍ରେଣ୍ଡମାନଙ୍କୁ ଜଣାଇ ଥିଲେ କି ସେମାନଙ୍କର ଆଗକୁ ଏକ ମ୍ୟୁଜିକାଲ୍ ଭିଡିଓ ଆସିବାକୁ ଯାଉଛି ଯେଉଁଥିରେ କଲେଜ ର ଏକ ସିନ ରହିଛି। ଭିଡିଓରେ ରୂପା ପିଣ୍ଟୁ ଏବଂ ତାଙ୍କ ସାଥୀମାନେ ମଧ୍ୟ ଖୁବ୍ ମଜା ମସ୍ତି କରୁଥିବାର ଦେଖିବାକୁ ମିଳୁଛି। ରୂପା ପିଣ୍ଟୁ ଏକାଠି ଡିନର କରୁଥିବାର ମଧ୍ୟ ଦେଖା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।