viral ଭିଡ଼ିଓ- ପୁଣି ଥରେ ଏକାଠି ହେଵା ପାଇଁ ଯାଉ ଛନ୍ତି ତପସ୍ୱିନୀ ଓ ସୁମିତ,ପୁରା ଘଟଣା ଜାଣନ୍ତୁ ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି!

ଜଣେ ନାରୀ ମଧ୍ୟ ନାରାୟଣୀ ହୋଇ ପାରେ ଆପଣ ମାନେ ମଧ୍ୟ ଜାଣି ଥିବେ । କାରଣ ଆଜକୁ ପ୍ରାୟ 3 ମାସ ପୂର୍ବେ ଦେଖିବା ପାଇଁ ଜଣେ ନାରୀ ଆଖିରେ ନିଆ । ଆଉ ସିଏ ତାର ସ୍ଵମି ଙ୍କୁ ଫେରାଇ ଆଣିବା ପାଇଁ 47 ଦିନ ଅନଶନ କରି ଥିଲା । ଏବେ ଆପଣ ମାନେ ନିଶ୍ଚୟ ଜାଣି ପାରୁ ଥିବେ ଆମେ ଆପଣଂକୁ କାହା ବିଷୟ ରେ କହିବା ପାଇଁ ଯାଉଛୁ । ତେବେ ଜଣେ ନାରୀ ତାର ଜୀବନ ରେ ବହୁତ କଷ୍ଟ ସହି ଥାଏ ।

ନାରୀ ଆମେ ତାକୁ କହିବା ଯାହାର ସହିବାର ଶକ୍ତି ରହି ଥାଏ ନିଜ ପାଖରେ । ଜଣେ ନାରୀ କେତେ ବେଳେ କାହାର ଭଉଣୀ ହୋଇ ଥାଏ । ତ କେତେ ବେଳେ ପୁଣି କାହାର ମା ହୋଇ ଥାଏ ତ କେତେ ବେଳେ ପୁଣି କାହାର ସ୍ତ୍ରୀ ହୋଇ ଥାଏ ।

ତେଣୁ ଯାହାର ସହି ବାର ଶକ୍ତି ରହିଛି ତାକୁ ଆମେ ନାରୀ ବୋଲି କହି ଥାଉ । ଠିକ ସେହି ପରି ବହୁତ କଷ୍ଟ କରିବା ପରେ ଆଜି ତପସ୍ୱିନୀ ତାଙ୍କ ସ୍ୱାମୀ ଙ୍କୁ ଫେରି ପାଇ ଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଟିକୁ ଜାଣିବା ।
ଆପଣ ମାନେ ପ୍ରାୟ ତପସ୍ୱିନୀ କଥା ଜାଣି ଥିବେ । ଯିଏ ତାର ଡାକ୍ତର ସ୍ୱାମୀ ଙ୍କୁ ପାଇବା ପାଇଁ ବହୁତ କଷ୍ଟ କରି ଥିଲା । ସ୍ୱାମୀ ଯେତେ ବେଳେ ଅବାଟ କୁ ଚାଲି ଯାଇ ଥିଲା । ସେହି ସ୍ୱାମୀ କୁ ବାଟ କୁ ଫେରାଇ ଆଣିବା ପାଇଁ ସେ ତାର 47 ଦିନ ସମୟ କୁ ବର୍ବାଦ କରି ଦେଇ ଥିଲା ।

ଆଉ ହାଇକୋର୍ଟ କୁ ଯିବା ପାଇଁ ପଛେଇ ଯାଇ ନ ଥିଲା । କିନ୍ତୁ ହାଇକୋର୍ଟ କହି ଥିଲା ତାଙ୍କୁ ଏକାଠି ରହିବା ପାଇଁ । ସେମାନେ ଦୁଇ ଜଣ ମଧ୍ୟ ଏକାଠି ରହି ଥିଲେ ମନ ମିଶିବା ପାଇଁ । କିନ୍ତୁ ତାଙ୍କ ଦୁଇ ଜଣଙ୍କ ମନ ସେତେ ମଧ୍ୟ ମିଶି ନ ଥିଲା । କିଛି ଦିନ ପରେ ତପସ୍ୱିନୀ ତାଙ୍କ ଶାଶୁ ଘରକୁ ଫେରି ଯାଇ ଥିଲେ ।

କିନ୍ତୁ ସେଠାରେ ଯାଇ ପହଁଚିବା ମାତ୍ରେ ତାଙ୍କ ପ୍ରତି ବ୍ୟବହାର ଠିକ ନ ଥିଲା । କୁକୁର ଯେଉଁ ଘରେ ବାସ କରେ ତାଙ୍କୁ ସେଇ ଘର ଦିଆ ଯାଇ ଥିଲା ରହିବା ପାଇଁ । କିନ୍ତୁ ଏବେ ସୁମିତ ତପସ୍ୱିନୀ ଙ୍କୁ ଏକାଠି ରହିବା ପାଇଁ ଡାକି ଛନ୍ତି । ସେ ପୁଣି ନିଜ ଘରକୁ ନୁହେଁ ।

ସେ ଗୋଟେ ଭଡା ଘରକୁ ଡାକି ଛନ୍ତି ଏକାଠି ରହିବା ପାଇଁ । ତେବେ କଣ ପାଇଁ ସୁମିତ ମଧ୍ୟ ତାଙ୍କ ଘର ଛାଡ଼ି ତପସ୍ୱିନୀ ଙ୍କ ସହିତ ଭଡା ଘରେ ରହିବା ପାଇଁ ଚାଂହୁ ଛନ୍ତି । ସେ ଯେଉଁ ଠାରେ ଚାକିରୀ କରି ଛନ୍ତି ସେହି ପାଖରେ ଗୋଟେ ଭଡା ଘରେ ରହିବେ ବୋଲି ତପସ୍ୱିନୀ ଙ୍କୁ ଡାକି ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।