viral ଭିଡ଼ିଓ-ପୁଣି ରୂପା ପିଣ୍ଟୁଙ୍କ ନୂଆ ଆଲବମ ଭିଡ଼ିଓ viral ଯାହାକୁ ଦେଖିଲେ ହସି ହସି ଗଡ଼ିଯିବେ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି !

ଆଜିର ଏହି ଟେକ୍ନୋଲୋଜି ଦୁନିଆରେ ସମସ୍ତେ ଯେ କୌଣସି ଉପାୟରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ।ଏଥି ନିମନ୍ତେ ସୋସିଆଲ ମିଡିଆ ଏକ ବଡ ମାଧ୍ୟମ ପାଲଟି ଯାଇଛି। ସେ କିଛି କାମ କରି ହେଉ ବା ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ବା ଆଲବମରେ ଆକ୍ଟିଂ କରି, ବା ଅନେକ ଭିଡିଓ ବନେଇ ଲୋକମାନଙ୍କ ଭଲପାଇବା ଜିତିକରି ଟଙ୍କା ରୋଜଗାର କରୁଛନ୍ତି ।

ଆମ ଓଡ଼ିଶାର ବହୁତ ଲୋକ ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ସେଥିରେ ଭିଡିଓ ବନେଇ ଲୋକମାନଙ୍କ ଭଲପାଇବା ଭଲପାଇବା ସାଉଁଟି ପାରୁଛନ୍ତି। ବିଭିନ୍ନ ପ୍ରକାର କଣ୍ଟେଣ୍ଟ ଦ୍ୱାରା ଦର୍ଶକ ମାନଙ୍କୁ ମୋନୋରଞ୍ଜନର ଖୋରାକ ଯୋଗାଇ ଦେଉଛନ୍ତି। ଲୋକମାନେ ମଧ୍ୟ ବହୁତ ଭଲପାଇବା ଦେଉଛନ୍ତି ସେମାନଙ୍କୁ । ତାଙ୍କ ଭିଡିଓ ଏତେ ଭଲ ଲାଗୁଛି ଯେ ଲୋକମାନେ ବହୁତ ଆନନ୍ଦର ସହିତ ଦେଖିଛନ୍ତି ।

ବର୍ତ୍ତମାନ ଆମ ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଚର୍ଚ୍ଚାରେ ରହିଛି। ୟୁଟ୍ୟୁବର ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ। ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି। ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି

ରୂପା ପିଣ୍ଟୁ ପ୍ରଥମେ ଟିକ୍ ଟକ ରେ ଭିଡିଓ କରୁଥିଲେ କିନ୍ତୁ ପରେ ଏହା ବନ୍ଦ ହୋଇଯିବ ପରେ ଏବେ ୟୁଟ୍ୟୁବରେ ଭିଡିଓ ବନାଉଛନ୍ତି।ଆଉ ବର୍ତ୍ତମାନ ସମୟରେ ସେମାନେ ଓଡ଼ିଆ ଆଲବମ୍ ଭିଡିଓରେ ଅଭିନୟ ମଧ୍ୟ କରୁଥିବାର ନଜର ଆସିଛନ୍ତି।

 ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ହରିଣୀ ଆଖି, ସାଧବ ରାଜା ସାଧବ ରାଣୀ, ସିନ୍ଦୂର, ଓଢ଼ଣୀ ପଡିଛି ନାଲି ନାଲି ଆଦି ବହୁତ ଗୁଡ଼ିଏ ଆଲବମରେ ଖୁବ୍ ସୁନ୍ଦର ଭାବରେ ଅଭିନୟ କରିଛନ୍ତି। କାହାକୁ ଦର୍ଶକ ମାନେ ଖୁବ୍ ଭଲ ପାଉଛନ୍ତି।

ତେବେ ପୁଣିଥରେ ରୂପା ପିଣ୍ଟୁଙ୍କ ଏକ ନୂଆ ଆଲବମ ଆସିବାକୁ ଯାଉଛି। ଯାହା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ପିଣ୍ଟୁ ନିଜେ ତାଙ୍କ ଫ୍ରେଣ୍ଡ୍ ମାନଙ୍କୁ ଜଣାଇଛନ୍ତି। ପ୍ରେମ ଦିବସ ଅବସରରେ ଏହି ଭିଡିଓ ଆସୁଥିବାର ରୂପା ପିଣ୍ଟୁ ତାଙ୍କ ଫ୍ରେଣ୍ଡ୍ ମାନଙ୍କୁ ଜଣାଇଥିଲେ। ତେବେ ରୂପା ପିଣ୍ଟୁଙ୍କ ଆଗକୁ ଆସୁଥିବା ଆଲବମକୁ ନେଇ ରୂପା ପିଣ୍ଟୁଙ୍କ ଫ୍ରେଣ୍ଡମାନେ ବହୁତ ଖୁସି ଅଛନ୍ତି।

ତେବେ ଗୀତଟି ଖୁସି ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ ହେବାକୁ ଯାଉଛି ବୋଲି ପିଣ୍ଟୁ କହିଛନ୍ତି। ରୂପା ପିଣ୍ଟୁ ଖୁସି ସୁଟିଂ ପାଇଁ ଯାଇ ସଜ୍ଜନ ଷ୍ଟୁଡିଓରେ ପହଁଚି ଥିଲେ। ତେବେ ସୁଟିଂସେଟର କିଛି ମଜାଦାର ଅନୁଭୁତି ତାଙ୍କ ଫ୍ରେଣ୍ଡସ ମାନଙ୍କ ସହ ସେୟାର କରିଥିଲେ। ତେବେ ରୂପା ପିଣ୍ଟୁଙ୍କ ନୂଆ ଗୀତ ରଜାଜେମାକୁ ଦର୍ଶକମାନେ ଅପେକ୍ଷା କରି ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।