viral ଭିଡ଼ିଓ- ପ୍ରେମିକା କୁ ହତ୍ୟା କଲେ ଯବାନ ପ୍ରେମିକ…….ବିବାହ ଭାଙ୍ଗି ଯିବାରୁ ଯୁବତୀ ଙ୍କ ଉପରେ ରାଗ ସୁଜିଲେ ଯବାନ…. ବଲାଙ୍ଗୀର ର ଏହି ସମ୍ପୂର୍ଣ୍ଣ ହୃଦୟ ବିଦାରକ ଘଟଣା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ…..

ଯୁବତୀ ଙ୍କ ପାଇଁ ପ୍ରେମ କାଳ ହୋଇଗଲା। ଯେଉଁ ପ୍ରେମ କୁ ନେଇ ଦିନେ ସୁନାର ସଂସାର କରିବାର ସ୍ୱପ୍ନ ଦେଖିଥିଲେ ଆଜି ସେହି ପ୍ରେମ ହିଁ ଯୁବତୀ ର ମୃତ୍ୟୁ ର କାରଣ ହୋଇଯାଇଛି। ତେବେ ବନ୍ଧୁଗଣ ଏହିଭଳି ଏକ ଘଟଣା ବର୍ତ୍ତମାନ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଦେଖିବାକୁ ମିଳିଛି ,ଯେଉଁ ଘଟଣା ଟି ବିଷୟ ରେ ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ଧକାବାଜ ପ୍ରେମିକ ନିଜ ପ୍ରେମିକା କୁ ହତ୍ୟା କରି ଚମ୍ପଟ ମାରିଛନ୍ତି। ବର୍ତ୍ତମାନ ପୋଲିସ ଯୁବତୀ ଙ୍କର ମୃତ ଦେହ ଉଦ୍ଧାର କରିଛି।

ତେବେ ଏବେର ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି ।

ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ତେବେ ଘଟଣା ଟି ଘଟିଛି ବଲାଙ୍ଗୀର ଜିଲ୍ଲା ରେ , ଯେଉଁ ଠାରେ ଜଣେ ଜବାନ ନିଜ ପ୍ରେମିକା କୁ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବିବାହ ଭାଙ୍ଗି ଯିବାକୁ ନିଜ ଘର କୁ ଡାକି ଯୁବତୀ ଙ୍କୁ ହତ୍ୟା କରିଛନ୍ତି ଜବାନ ଜଣଙ୍କ। ତେବେ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏପରି ଥିଲା କି ବ୍ରହ୍ମପୁର ଜିଲ୍ଲା ର ସନ୍ତସ୍ ସାହୁ ନାମକ ଜଣେ ବ୍ୟକ୍ତି ଯିଏକି ଜଣେ ଆର୍ମି ଭାବରେ କାର୍ଯ୍ୟ କରନ୍ତି ସେ ଭବାନୀପାଟଣା ର ସୂର୍ଯ୍ୟମଣି ଙ୍କୁ ଫେସବୁକ ମାଧ୍ୟମରେ ପ୍ରେମ କରିଥିଲେ।


ତେବେ ଦୁହିଁଙ୍କ ମଧ୍ୟରେ ପ୍ରେମ ନିବିଡ ହୋଇଯାଇଥିଲା ଆଉ ଦୁହିଁଙ୍କ ର ଜାତି ସମାନ ଥିବାରୁ ଉଭୟ ଙ୍କର ପରିବାର ବିବାହ ପାଇଁ ରାଜି ଥିଲେ ମଧ୍ୟ। କିନ୍ତୁ ସନନ୍ତୁ ଙ୍କର ପରିବାର ଲୋକେ ଅଧିକ ଯୌତୁକ ଦାବି କରିବାରୁ ଉଭୟଙ୍କ ବିବାହ ଭାଙ୍ଗି ଯାଇଥିଲା। ତେବେ ବିବାହ ଭାଙ୍ଗିବା କାରଣ ରୁ ଶାନ୍ତନୁ ବହୁତ ରାଗି ଯାଇଥିଲେ ,ଆଉ ସୂର୍ଯ୍ୟମୟୀ ଙ୍କୁ ନିଜ ଘର କୁ ଡାକି ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଛନ୍ତି।

ତେବେ ଆଜି ସକାଳେ ସୂର୍ଯ୍ୟମୟୀ ଙ୍କର ମୃତ ଦେହ ବଲାଙ୍ଗୀର ରୁ ଗଳିତ ଭାବରେ ପୋଲିସ ଉଦ୍ଧାର କରିବା ପରେ ସମସ୍ତ ଘଟଣା ସାମ୍ନା କୁ ଆସିଥିଲା। ତେବେ ବର୍ତ୍ତମାନ ପୋଲିସ ଯବାନ ଶାନ୍ତନୁ ଙ୍କୁ ଅଟକ ରଖି ଏହି ମାମଲା ରେ ପଚାର ଉଚରା କରିଛନ୍ତି ଆଉ ଥାନା ରେ ତାଙ୍କୁ ଅଟକ ମଧ୍ୟ ରଖାଯାଇଛି। ତେବେ ଏହି ଘଟଣା ଟି ସମ୍ପୂର୍ଣ୍ଣ ଅଞ୍ଚଳରେ କଳହ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।