viral ଭିଡ଼ିଓ- ପ୍ରେମ ନେଇଗଲା ସୌମ୍ୟ ଙ୍କର ଜୀବନ…..ସହି ପାରିଲେନି ପ୍ରେମିକା ର ମାନସିକ ଅତ୍ୟାଚାର…. ଶେଷରେ ସୁଇସାଇଟ ନୋଟ ଲେଖି ଝୁଲିପଡିଲେ ଯୁବକ….ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ……ଦେଖିଲେ ଅଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଯୁବକ ବ୍ୟବସାୟୀ ଙ୍କ ପାଇଁ ପ୍ରେମ କାଳ ହୋଇଗଲା। ଯେଉଁ ପ୍ରେମ କୁ ନେଇ ଦିନେ ସୁନାର ସଂସାର କରିବାର ସ୍ୱପ୍ନ ଦେଖିଥିଲେ ଆଜି ସେହି ପ୍ରେମ ହିଁ ଯୁବକ ଙ୍କର ମୃତ୍ୟୁ ର କାରଣ ହୋଇଯାଇଛି। ତେବେ ବନ୍ଧୁଗଣ ଏହିଭଳି ଏକ ଘଟଣା ବର୍ତ୍ତମାନ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଦେଖିବାକୁ ମିଳିଛି ,ଯେଉଁ ଘଟଣା ଟି ବିଷୟ ରେ ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ଧକାବାଜ ପ୍ରେମିକା ନିଜ ପ୍ରେମିକ କୁ ମାନସିକ ସ୍ତର ରେ ଅତ୍ୟନ୍ତ ଦୁର୍ବଳ କରିଦେଇ ଶେଷ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ବର୍ତ୍ତମାନ ପୋଲିସ ଯୁବକ ଙ୍କର ମୃତ ଦେହ ଉଦ୍ଧାର କରିଛି।
ତେବେ ଏବେର ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି ।
ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।
ତେବେ ଘଟଣା ଟି କିଛି ଏହିପରି ଥିଲା କି ସୌମ୍ୟରଞ୍ଜନ ନାମକ ଜଣେ ଯୁବକ ଯିଏକି ବୃତ୍ତି ରେ ଜଣେ ବ୍ୟବସାୟୀ ଥିଲେ ସେ ଦୁଇ ବର୍ଷ ହେବ ସୋନାଲି ନାମକ ଜଣେ ଯୁବତୀ ଯିଏକି ବୃତ୍ତି ରେ ଜଣେ ଗାୟିକା ତାଙ୍କୁ ପ୍ରେମ କରୁଥିଲେ।
ତେବେ ଉଭୟ ଙ୍କର ପ୍ରେମ ବହୁତ ନିବିଡ଼ ଥିଲା ମାତ୍ର ତାହା କେବଳ ସୌମ୍ୟ ଙ୍କ ପାଇଁ ସୋନାଲି କିନ୍ତୁ ସୌମ୍ୟ ଙ୍କୁ ଧକ୍କା ଦେଉଥିଲେ।ତେବେ ସୋନାଲି ଙ୍କର ବ୍ୟବହାର ଏବଂ ସୌମ୍ୟ ଙ୍କ ପ୍ରତି ସେ ଯେଉଁ ଟ୍ରଚର କରୁଥିଲେ ତାହାକୁ ସେ ସହି ପାରିଲେ ନାହିଁ। ଆଉ ଏକ ସୁଇସାଇଟ ନୋଟ ଲେଖି ଦେଇ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସେ।
ତେବେ ସୁଇସାଇଟ ନୋଟ ରେ ସୌମ୍ୟ ଲେଖିଛନ୍ତି କି, ସୋନାଲି ମୋ ଜୀବନ ଥିଲା ତା ପାଇଁ ମୁଁ ଅନେକ କିଛି କରିଛି ମାତ୍ର ସେ ଆଜି ମୋତେ ଧକ୍କା ଦେଇ ଚାଲିଗଲା। ମୋତେ କ୍ଷମା କରିଦେବ ବାପା ମା , ମୁଁ ସବୁଦିନ ପାଇଁ ଏ ଦୁନିଆଁ କୁ ଛାଡି ଚାଲିଯାଉଛି।
ତେବେ ପରିବାର ଲୋକେ ମଧ୍ୟ କହିଛନ୍ତି କି ସୌମ୍ୟ ପ୍ରାୟ ୧ ମାସ ହେବ ମାନସିକ ଚାପ ରେ ରହୁଥିଲେ ସୋନାଲି ଙ୍କ ପାଇଁ କାରଣ ସେ ତାଙ୍କୁ ଧକ୍କା ଦେଇ ଅନ୍ୟ ଜଣେ ଯୁବକ ଙ୍କ ସହ ପ୍ରେମ ସମ୍ପର୍କରେ ରହୁଥିଲେ। ତେବେ ଏହାକୁ ସହ୍ୟ ନକରି ପରି ତଥା ସୋନାଲି ଙ୍କର ମାନସିକ ଅତ୍ୟାଚାର ସହି ନପାରି ସେ ଆତ୍ମହତ୍ୟା କରିଛନ୍ତି।
ତେବେ ପରିବାର ଲୋକେ ଦାବି କରିଛନ୍ତି କି, ସେ ଝିଅ ଆମ ପରିବାର ସହ ଥିଲା ଆଉ ଆଜି ଆମ ପରିବାର କୁ ସେ ହିଁ ଭାଙ୍ଗି ଦେଲା। ତେଣୁ ତାଙ୍କ ଉପରେ କେସ ଚାଲୁ ଆଉ ତାଙ୍କୁ ଉଚିତ ଶାସ୍ତି ମିଳୁ ବୋଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।