viral ଭିଡ଼ିଓ-ପ୍ରେମ,ଧୋକା ଓ ଆତ୍ମହତ୍ୟା ଏବେ live ଆସି କହୁଛି ସୋନାଲି ତୁ କିଏ ମୁଜାଣିନି ଅହିଁ ଭିଡ଼ିଓ ଦେଖିଲେ ଆଖି ରୁ ଲୁହ ଆସିଯିବ ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ପ୍ରେମ ଏକ ପବିତ୍ର ବନ୍ଧନ।କଥାରେ ଅଛି ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ବତ, ପ୍ରେମ ବିନା ଜୀବନଟା ବଡ ଅଧୁରା । କିନ୍ତୁ ଆଜିର ଏ ସମାଜ ପ୍ରେମକୁ ଖେଳ ବୋଲି ଭାବି ନେଇଛନ୍ତି। ସଚ୍ଚା ପ୍ରେମ ଆଉ ଦେଖିବାକୁ ମିଳୁନାହିଁ। ପ୍ରାୟ ସମୟରେ ପ୍ରେମରେ ଧୋକା ଦେଖିବାକୁ ମିଳୁଛି। ସେଥିପାଇଁ ପ୍ରେମରେ ଧୋକା ଖାଇଥିବା ପ୍ରେମର ପ୍ରେମ ପଥିକ ମାନେ କିଛି ଭୁଲ ଷ୍ଟେପ ନେଇଯାଉଛନ୍ତି।

ସ୍ବାର୍ଥନିହିତ ପ୍ରେମ ଓ ଏକପାଖିଆ ପ୍ରେମର କରୁଣ ପରିଣତିରୁ କେତେବେଳେ ଘଟୁଛି ହତ୍ୟାକାଣ୍ଡ ତ କେତେବେଳେ ଆତ୍ମହତ୍ୟା।କିଏ ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା କରୁଛି ତ ଆଉ କିଏ ଜଘନ୍ୟ ହତ୍ୟାକାଣ୍ଡ କରିବାକୁ ପଛାଉ ନାହିଁ।

ପ୍ରେମରେ ହାରି ଯାଇଥିବା କେତେ କେତେ ପ୍ରେମୀ ଯୁଗଳଙ୍କ ମୁଣ୍ଡ ଗଡିବାରେ ଲାଗିଛି ତାର କଳନା କରିବା କଷ୍ଟ ହୋଇଗଲାଣି। ନିକଟରେ ସେମିତି ଏକ ଧୋକାବାଜ ପ୍ରେମିକାର ପ୍ରତାରଣାର ଶିକାର ହୋଇଛନ୍ତି ଜଣେ ଯୁବକ। ପ୍ରେମରେ ଧୋକା ଖାଇବା ପରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନେଇଥିଲେ ଯୁବକ।

ନିକଟରେ ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା କରିଥିବା ଯୁବକ ସୌମ୍ୟରଞ୍ଜନ ପାଣଗ୍ରାହୀଙ୍କ ମୃତ୍ୟୁ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ସୌମ୍ୟ ରଞ୍ଜନ ଓ ସିଙ୍ଗର ସୋନାଲି ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ଗତ ୩୧ ଜାନୁୟାରୀରେ ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଜଣେ ମଡେଲ ତଥା କାଫେ ମାଲିକ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ।

ମରିବା ପୂର୍ବରୁ ସୌମ୍ୟରଞ୍ଜନ ଏକ ସୁଇସାଇଡ ନୋଟ୍ ଲେଖି ଯାଇଥିଲେ। ଯାହା ବର୍ତ୍ତମାନ ସମୟରେ ଏକ ବଡ ପ୍ରସଙ୍ଗ ପାଲଟି ଯାଇଛି।ସୌମ୍ୟଙ୍କ ମୃତଦେହ ପାଖରୁ ମିଳିଥିବା ଏହି ହାତ ଲେଖା ସୁଇସାଇଡ୍ ନୋଟରେ ସ୍ପଷ୍ଟ ଭାବେ ଲେଖା ଯାଇଥିଲା ଧୋକାବାଜ୍ ପ୍ରେମିକାର ପ୍ରେମ ପ୍ରତାରଣା ସମ୍ପର୍କରେ। ଯାହାକୁ ଦେଖି ପରିବାର ଲୋକେ ସୌମ୍ୟଙ୍କ ପ୍ରେମିକା ସୋନାଲିଙ୍କ ଉପରେ ଆଣିଥିଲେ ଅଭିଯୋଗ।

ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ହାତ ଲେଖା ଚିଠିରୁ ଯାହା ଜଣା ପଡ଼ିଛି ତାଙ୍କ ପ୍ରେମିକା ସୋନାଲିଙ୍କର ଅନ୍ୟମାନଙ୍କ ସହିତ ସମ୍ପର୍କ ରଖିଥିଲେ। ଯାହା ସୌମ୍ୟରଞ୍ଜନ ଓ ସୋନାଲିଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି ବୋଲି କୁହାଯାଉଛି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୌମ୍ୟ ତାଙ୍କ ପ୍ରେମିକା ସୋନାଲିଙ୍କ ଉପରେ ପୋଲିସକୁ ଇନ୍ଭେଷ୍ଟିଗେସନ୍ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି। ଏବଂ ସୋନାଲି ଯେମିତି ତାଙ୍କ ଜୀବନ ସହିତ ଖେଳୁଛନ୍ତି,ଆଉ କାହା ଜୀବନ ସହିତ ନ ଖେଳୁ ବୋଲି ଅନୁରୋଧ କରିଛନ୍ତି।

ମୃତ୍ୟୁ ପୂର୍ବରୁ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଓ ତାଙ୍କ ପ୍ରେମିକା ସୋନାଲିଙ୍କ ଏବେ ଏକ କଲ୍ ରେକର୍ଡିଂ ସାମ୍ନାକୁ ଆସିଛି। ଯେଉଁ କଲ୍ ରେକର୍ଡ଼ିଂ ଜାଣିବାକୁ ମିଳୁଛି ଯେ ସୌମ୍ୟ ବହୁତ କାନ୍ଦୁଛନ୍ତି କିନ୍ତୁ ତାଙ୍କ ପ୍ରେମିକା ସୋନାଲି ତାଙ୍କୁ ଇଗନୋର କରୁଛନ୍ତି। ତାଙ୍କୁ କଲ୍ କରିବା ପାଇଁ ମନା ମଧ୍ୟ କରୁଛନ୍ତି। ଯାହା ସୋନାଲିଙ୍କ କୋଠାର ହୃଦୟର ପ୍ରତାରଣାକୁ ସ୍ପଷ୍ଟୀକରଣ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।