viral ଭିଡ଼ିଓ-ପ୍ରଥମଥର ପାଇଁ ଚର୍ଚ୍ଚା ରେ ମା ଓ ଝିଅ ଙ୍କର ଜବରଦସ୍ତ ଡ଼୍ୟାନ୍ସ ଭିଡ଼ିଓ…..ରୁପା ଭାଉଜ ଏବଂ ତାଙ୍କ ଝିଅ ର ଡ୍ୟାନ୍ସ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ ଏହି ଯୋଡ଼ି ଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଏହି ଯୋଡ଼ି ଙ୍କର ଏହିପରି ଏକ ଭିଡ଼ିଓ ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଆପଣ ଆଗରୁ ଦେଖି ନଥିବେ ନିଶ୍ଚିତ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯୁଗ ଚାଲିଛି, ଲୋକମାନେ ସମସ୍ତେ ଏହାର ଉପଯୋଗ ଓ ମନୋରଞ୍ଜନ ପାଇଁ ବ୍ୟବହାର କରୁଛନ୍ତି। କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ୟୁ ଟ୍ୟୁବ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ!

ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ,ଯାହା ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ।

ତେବେ ଭାଇରଲ ଭିଡ଼ିଓ ଟିରେ ଆମ ସମସ୍ତ ଙ୍କର ପ୍ରିୟ ରୂପା ଭାଉଜ ଏବଂ ତାଙ୍କ ଝିଅ ର ଡ଼୍ୟାନ୍ସ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି।ତେବେ ଭିଡ଼ିଓ ଟିରେ ଦେଖାଯାଇଛି କି ରୁପା ଭାଉଜ ତାଙ୍କର କୁନି ଝିଅ ସହ ଘରେ ବହୁତ ମସ୍ତି କରୁଥିଲେ। ତେବେ ରୁପା ତାଙ୍କର ଝିଅ କୁ ଧରିବା ପାଇଁ ତା ପଛରେ ଗୋଡାଉ ଥିଲେ।

ଆଉ ପରେ ଦୁହେଁ ମା ଓ ଝିଅ ମିଶି ଡ଼୍ୟାନ୍ସ କରୁଥିଲେ, କୁନି ଝିଅ ଟି ତାଙ୍କର ମା ଙ୍କର ଡ୍ୟାନ୍ସ କୁ ଅନୁସରଣ କରୁଥିଲେ। ଆଉ ରୁପା ଭାଉଜ ଯେଉଁ ଭଳି ଡ୍ୟାନ୍ସ କରିଥିଲେ ତାଙ୍କର କୁନି ଝିଅ ଠିକ ସେହିପରି ଡ୍ୟାନ୍ସ କରୁଥିଲେ।

ଖାଲି ଏତିକି ନୁହେଁ ବରଂ ଏହି ଭିଡ଼ିଓ ଟିରେ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ଚେନାଲ ରେ ପିଣ୍ଟୁ ଭାଇ ଓ ରୁପା ଭାଉଜ ଗ୍ରାମ ଜୀବନ ର ସବୁ କଥାକୁ ସଂକ୍ଷିପ୍ତ ରେ ଦର୍ଶାଇ ଛନ୍ତି ।ଗ୍ରାମ ଜୀବନ ର ଚୁଲି ରେ ରୋଷେଇ କରିବା ଠାରୁ , ଧାନ ଉଷା ତଥା ଗାଁ ରେ ହେଉଥିବା ପରିବା ଚାଷ କୁ ମଧ୍ୟ ଏହି ଭିଡ଼ିଓ ରେ ଆପଣ ଦେଖିବାକୁ ପାଇବେ।

ଏହି ଭିଡ଼ିଓ ରେ ଗାଁ ର ବୁଢ଼ୀ ମା ଙ୍କର ଥରି ଥରି ଓଠ ରେ କଥା ଓ ଛୋଟ ପିଲା ମାନଙ୍କ ର ବଦମାସି କୁ ମଧ୍ୟ ଆପଣ ଦେଖିବାକୁ ପାଇବେ ।ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସମସ୍ତେ ଏହାକୁ ବହୁତ ପସନ୍ଦ କରିଛନ୍ତି ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।